ବାଣିଜ୍ୟ

ଆକାଶ ବାଇଜୁସ୍‌ର ‘ସମସ୍ତଙ୍କ ପାଇଁ ଶିକ୍ଷା’

ଭୁବନେଶ୍ୱର,୧୧।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋସତ୍ବ’ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଆକାଶ ବାଇଜୁସ୍‌ ଜାତୀୟସ୍ତରରେ ଏକ ସ୍ବତନ୍ତ୍ର ପ୍ରକଳ୍ପ ‘ସମସ୍ତଙ୍କ ପାଇଁ ଶିକ୍ଷା’ର ଶୁଭାରମ୍ଭ କରିଛି। ଏହା ଜରିଆରେ ବେସରକାରୀ କୋଚିଂ…

ଏସ୍‌ବିଆଇର ନୂଆ ଗ୍ରାହକ ସେବା ନମ୍ବର

ମୁମ୍ବାଇ,୧୦।୮: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ନୂଆ ଗ୍ରାହକ ସେବା ଟୋଲ ଫ୍ରି ନମ୍ବର ୧୮୦୦-୧୨୩୪ ଓ ୧୮୦୦-୨୧୦୦ ର ଜାରି କରାଯାଇଛି। ଏହାଦ୍ୱାରା ବ୍ୟାଙ୍କର ଖାତା ଧାରକମାନେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ ସେବା ଓ ଅଭିଯୋଗର ସମାଧାନ ପାଇପାରିବେ।…

୧୪ରୁ ସୁଜି, ମଇଦା ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ,୧୦।୮: ଭାରତ ସରକାର ନିକଟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ନିୟନ୍ତ୍ରଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକ ଶେଷ ପରେ କେନ୍ଦ୍ର ସରକାର ସୁଜି ଓ ମଇଦା ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି…

ପାର୍ବଣରେ ବଢିବ ଗାଡି ବିକ୍ରି

ନୂଆଦିଲ୍ଲୀ,୯।୮: ଚଳିତ ବର୍ଷର ପାର୍ବଣକୁ ଆଖି ଆଗରେ ରଖି ଦେଶର ପ୍ରମୁଖ ଅଟୋମୋବାଇଲ୍ସ କମ୍ପାନୀଗୁଡିକ ସେମାନଙ୍କର ନୂଆ ନୂଆ ମଡେଲ୍‌ର ଉନ୍ମୋଚନ କରାଉଛନ୍ତି। ଫଳରେ ଆଗାମୀ ପାର୍ବଣ ଋତୁରେ ଉଭୟ କାର୍‌ ଓ ବାଇକ ବିକ୍ରିରେ ବଡ଼ ଧରଣର ବୃଦ୍ଧି ହେବ…

ଫୋର୍ଡର ସନଦ ପ୍ଲାଣ୍ଟକୁ କିଣିବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୯।୮: ଦଶର ପ୍ରମୁଖ ୪ ଚକିଆ ଯାନ ନିର୍ମାତା ଫୋର୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଏଫଆଇପିଏଲ)ର ଗୁଜରାଟସ୍ଥିତ ସନନ୍ଦ ପ୍ଲାଣ୍ଟକୁ ଟାଟା ମୋଟର୍ସର ସହାୟକ କମ୍ପାନୀ ଟାଟା ପାସେଞ୍ଜର ଇଲେକ୍ଟ୍ରିକ ମୋବିଲିଟି ଲିମିଟେଡ (ଟିପିଇଏମଏଲ) କିଣିବ ବୋଲି ଜଣାପଡିଛି। ଏ ନେଇ…

ସପ୍‌ସିର ରାଖୀ ପୂର୍ଣ୍ଣିମା ଅଫର

ନୂଆଦିଲ୍ଲୀ,୯।୮: ଚଳିତ ରାଖୀ ପୂର୍ଣ୍ଣିମାରେ ଫ୍ଲିପ୍‌କାର୍ଟର ସପ୍‌ସି ପକ୍ଷରୁ ରାଖୀ ଓ କମ୍ବୋ ଅଫର୍‌ ଘୋଷଣା କରାଯାଇଛି । ସୁଲଭଠାରୁ ଆରମ୍ଭ କରି ଫ୍ୟାନ୍ସି, ଦାମୀଠାରୁ ଆରମ୍ଭ କରି ସାଧାରଣ ରାଖୀ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ବହୁମାତ୍ରାରେ ବିକଳ୍ପ ଉପଲବ୍ଧ ସହ…

ଇୱାଇ ଇଣ୍ଡିଆ ସହ ଜେଏସ୍‌ଏଲ୍‌ର ସହଭାଗିତା

ନୂଆଦିଲ୍ଲୀ,୯।୮: ଦେଶର ପ୍ରମୁଖ କନସଲଟାନ୍‌ସି ସଂସ୍ଥା ଏର୍ନଷ୍ଟ ଆଣ୍ଡ ୟଙ୍ଗ୍‌ (ଇଓ୍ବାଇ) ଇଣ୍ଡିଆ ସହ ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌) ମଧ୍ୟରେ ଏକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ଫଳରେ ଉଭୟ ସଂସ୍ଥାର ମିଳିତ ସହଯୋଗରେ ଜେଏସ୍‌ଏଲ୍‌ ତା’ର ବ୍ୟାପକ ପରିବେଶ,…

ଷ୍ଟୋର୍‌, ଇ-କମର୍ସର ସମ୍ପ୍ରସାରଣ କରିବ ଆର୍‌ଆଇଏଲ୍‌

ମୁମ୍ବାଇ,୯।୮: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ରିଟେଲ୍‌ କ୍ଷେତ୍ରରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୦,୦୦୦ କୋଟି ଟଙ୍କା ନିବେଶ କରାଯାଇଛି। ସେହିଭଳି ଗତ ଆର୍ଥିକ ବର୍ଷରେ କମ୍ପାନୀ ୨,୫୦୦ ନୂଆ ଷ୍ଟୋର୍‌ ଯୋଡ଼ିଥିବା ବେଳେ…

ଦରମା ନେବାକୁ ମନା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କମ୍ପାନୀରୁ ଦରମା ନେବାକୁ ମନା କରିଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ମୁକେଶ ଅମ୍ବାନୀ ବ୍ୟବସାୟ ଏବଂ ଅର୍ଥନୀତି ଉପରେ କରୋନାର…

ନୂଆ ପ୍ରଡକ୍ଟ ଘୋଷଣା କରିବ ଓଲା

ନୂଆଦିଲ୍ଲୀ,୮।୮: ଭାରତ ବଜାରରେ ଓଲାର ଇଭି ସେଗମେଣ୍ଟ ଦ୍ରୁତ ବୃଦ୍ଧି ପାଉଛି। କମ୍ପାନି ଅଗଷ୍ଟ ୧୫ରେ ତା’ର ଗ୍ରାହକଙ୍କୁ କିଛି ସରପ୍ରାଇଜ ଦେବ ବୋଲି ଜଣାପଡିଛି। ଏହା ପୂର୍ବରୁ କମ୍ପାନୀର ସିଇଓ ଭବେଶ ଅଗ୍ରୱାଲ ସୋସିଆଲ ମିଡିଆରେ ଏକ ଭିଡିଓ ଟିଜର…

୨ଟି ବର୍ଗରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ସମ୍ମାନିତ

ଭୁବନେଶ୍ୱର,୮।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ୪୮ତମ ଇଣ୍ଡିଆ ଜେମ ଆଣ୍ଡ ଜୁଏଲେରି ଆଓ୍ବାର୍ଡ ବା ଆଇଜିଜେଏ-୨୦୨୧ରେ ୨ଟି ବର୍ଗରେ ସମ୍ମାନିତ ହୋଇଛି। ଜେମ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ ପ୍ରମୋଶନ କାଉନସିଲ (ଜିଜେଇପିସି) ପକ୍ଷରୁ ଆୟୋଜିତ…

ଏମ୍‌ଆର୍‌ଏଫ୍‌ ଟାୟାର୍‌ ଆଣ୍ଡ ସର୍ଭିସ୍‌ ଫ୍ରାଞ୍ଚାଇଜର ଶୁଭାରମ୍ଭ

କଟକ,୮।୮: ଦେଶର ପ୍ରମୁଖ ଟାୟାର ଉତ୍ପାଦନ କମ୍ପାନୀ ‘ଏମ୍‌ଆର୍‌ଏଫ୍‌’ର ସ୍ବୀକୃତି ପ୍ରାପ୍ତ ଡିଲର ଲିଙ୍କରୋଡସ୍ଥିତ ରଶ୍ମୀ ଅଟୋମୋବାଇଲ୍ସ ଆନୁକୂଲ୍ୟରେ ‘ଏମଆରଏଫ ଟାୟାର୍‌ ଆଣ୍ଡ ସର୍ଭିସ୍‌ ଫ୍ରାଞ୍ଚାଇଜ’ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଏମଆରଏଫର ଡିଏମ୍‌ ଲଳିତ ମହାପାତ୍ର, ଜେଡଏସଏମ ସୌଗତ ମାଇତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?