ବାଣିଜ୍ୟ

ଦେଶର ୨ୟ ବୃହତ୍‌ ଉଦ୍ୟୋଗ ଆଦାନୀ ସମୂହ

ନୂଆଦିଲ୍ଲୀ,୨୫।୮: ଗତ କିଛି ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ୍‌ ସମଗ୍ର ବିଶ୍ୱର ଏକ ପ୍ରମୁଖ ଉଦ୍ୟୋଗ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏପରିକି ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ଆଦାନୀ ମଧ୍ୟ ଗୋଟିଏ ପରେ ଗୋଟିଏ କମ୍ପାନୀ କ୍ରୟ…

ଜୟପୁରରେ ସୁପ୍ରିମ୍‌ର ଏକ୍ସକ୍ଲୁସିଭ ଫର୍ନିଚର ଶୋ’ରୁମ୍‌

ଜୟପୁର,୨୫ା୮(ନିପ୍ର): ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦକ ‘ସୁପ୍ରିମ୍‌ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଏସ୍‌ଆଇଏଲ୍‌) ଫର୍ନିଚର ଡିଭିଜନ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ବୁଧବାର କୋରାପୁଟ ଜିଲାର ଜୟପୁର ବେଲ୍‌ ରୋଡ୍‌ ସ୍ଥିତ ଗାୟତ୍ରୀ ଫର୍ନିଚର ଆନୁକୂଲ୍ୟରେ ମୋଲ୍‌ଡେଡ୍‌…

ମହଙ୍ଗା ହେବ ରିଟେଲ ଚାଉଳ ଦର

ନୂଆଦିଲ୍ଲୀ,୨୫।୮: ଗହମ ପରେ ଏବେ ଚାଉଳ ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କାରଣ ଗତ ବର୍ଷର ସମାନ ଅବଧି ତୁଳନାରେ ଚାଉଳର ଅଲ ଇଣ୍ଡିଆ ଆଭରେଜ ରିଟେଲ ମୂଲ୍ୟରେ ୬.୩୧% ମୂଲ୍ୟ ବୃଦ୍ଧି ସହ…

ଆଜିଠାରୁ ୪ଦିନିଆ ‘ପ୍ରୋପ୍ୟାକ୍‌ ଓଡ଼ିଶା’

ଭୁବନେଶ୍ୱର,୨୫।୮: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ‘ଓଡ଼ିଶା ଆସେମ୍ବ୍ଲି ଅଫ୍‌ ସ୍ମଲ୍‌ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌’ (ଓସ୍‌ମି) ପକ୍ଷରୁ ଏକ ୪ ଦିନିଆ ପ୍ରଦର୍ଶନୀ ଓ କର୍ମଶାଳାଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋପ୍ୟାକ୍‌ ଓଡ଼ିଶା-୨୦୨୨’ର ଆୟୋଜନ କରାଯାଉଛି। ଚଳିତ ମାସ ୨୫ ରୁ ୨୮ତାରିଖ…

ଭାରତ ମସଲା ପକ୍ଷରୁ ରିଲିଫ ବଣ୍ଟନ

ଭୁବନେଶ୍ୱର,୨୪।୮: ରାଜ୍ୟର ପ୍ରମୁଖ ଜିଲାର ବିଭିନ୍ନ ବ୍ଲକ ଚଳିତ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ। ବନ୍ୟାପାଣି ବିପଦ ସଙ୍କେତ ତଳେ ଥିଲାବେଳେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନଜରରେ…

ନରାକାସର ୫୨ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୨୪।୮: ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ)ର ବା ବ୍ୟାଙ୍କ ଭୁବନେଶ୍ବରର ୫୨ତମ ଅର୍ଦ୍ଧବାର୍ଷିକ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନରାକାସ ଅଧ୍ୟକ୍ଷ ଚନ୍ଦ୍ରଶେଖର…

ଟ୍ରେଣ୍ଡ୍‌ସ ପକ୍ଷରୁ ଗଣେଶପୂଜା ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୨୪।୮: ରିଲାଏନ୍ସ ରିଟେଲର ପ୍ରମୁଖ ସଂସ୍ଥା ‘ଟ୍ରେଣ୍ଡ୍‌ସ’ ପକ୍ଷରୁ ଚଳିତ ବର୍ଷର ଗଣେଶପୂଜା ଉପଲକ୍ଷେ ସ୍ବତନ୍ତ୍ର ଅଫର ଓ ଟ୍ରେଣ୍ଡସ୍‌ ସ୍ବାଗତମ୍‌ ଶ୍ରୀଗଣେଶ ପ୍ରତିଯୋଗିତା ବିଷୟରେ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି ଗଣେଶପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ଶପିଂ…

ରେପୋସ ପେ’ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୪।୮: ଦେଶର ପ୍ରମୁଖ ଡୋର୍‌ଷ୍ଟେପ୍‌ ଇନ୍ଧନ ବିତରଣ ଉଦ୍ୟୋଗ ରେପୋସର ଫିନ୍‌ଟେକ ଆର୍ମ ରେପୋସ ପେ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବୈଷୟିକ ଉପକରଣ ଡାତୁମ ମାଧ୍ୟମରେ ଶକ୍ତି ବଣ୍ଟନକୁ ବୈପ୍ଳବିକ କରିବା ପାଇଁ ଏହା ବିଶେଷ…

‘ମାଇଁ ହୋମ୍‌’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୮: ଦେଶର ପ୍ରମୁଖ ବାସୋପଯୋଗୀ ସାମାଧନଭିତ୍ତିକ ଘରୋଇ ସଂସ୍ଥା ସେଣ୍ଟ-ଗୋବାଇନ ପକ୍ଷରୁ ଭୁବନେଶ୍ୱରରେ ତା’ର ପ୍ରଥମ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଗୋଟିଏ ଛାତ ତଳେ ସହରବାସୀଙ୍କୁ ଏକ ସୁଲଭ ଓ ଗୁଣାତ୍ମକ ସେବା ଯୋଗାଇବା ଲକ୍ଷ୍ୟରେ ସୋମବାର ସ୍ଥାନୀୟ…

ସାଇ ସବୁରୀ ଶିକ୍ଷାର୍ଥୀଙ୍କ ‘କୁପୋଷଣ ହଟାଅ ଅଭିଯାନ’

ଭୁବନେଶ୍ୱର,୨୩।୮: କୁପୋଷଣ ଓ ଅପପୁଷ୍ଟି ଦ୍ୱାରା ଅନେକ ଭୟଙ୍କର ସ୍ବାସ୍ଥ୍ୟାବସ୍ଥା ସୃଷ୍ଟି ହୋଇଥାଏ। ବିଶେଷକରି ବନ୍ୟା ବିପନ୍ନଙ୍କ କ୍ଷେତ୍ରରେ ଏହା ଆହୁରି ସାଂଘାତିକ ରୂପ ନେଇଥାଏ। ତେଣୁ ବନ୍ୟା ପୀଡ଼ିତଙ୍କ ନିକଟରେ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ପହଞ୍ଚାଇବା ପାଇଁ ସାଇ…

ଏସ୍‌ବିଆଇ ସିଜିଏମ୍‌ଙ୍କ ଡ୍ରିମ୍‌ସ ପରିଦର୍ଶନ

ଭୁବନେଶ୍ୱର,୨୩।୮: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍‌) ଚନ୍ଦ୍ରଶେଖର ଶର୍ମା ନିକଟରେ ଟାଙ୍ଗୀସ୍ଥିତ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହକୁ ସୌଜନ୍ୟମୂଳକ ପରିଦର୍ଶନରେ ଆସିଥିଲେ। ସେ ଶିକ୍ଷାନୁଷ୍ଠାନର ବିଭିନ୍ନ ବିଭାଗ ବିଶେଷ କରି ଇଂଜିନିୟରିଂ, ମ୍ୟାନେଜମେଣ୍ଟ ଉଇଙ୍ଗ, କେନ୍ଦ୍ରୀୟ ପାଠାଗାର, ମୁଖ୍ୟ…

ଭି-ମାର୍ଟର ଗଣେଶ ଚତୁର୍ଥୀ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୩।୮: ଦେଶର ପ୍ରମୁଖ ଫ୍ୟାସନ ଓମିନି ରିଟେଲ କମ୍ପାନୀ ଭି-ମାର୍ଟ ପକ୍ଷରୁ ଚଳିତ ବର୍ଷର ଶ୍ରୀଗଣେଶ ଚତୁର୍ଥୀ ଉପଲକ୍ଷେ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ‘ଲଭ ଫର ଫ୍ୟାସନ ଏଭ୍ରି ଅକେଜନ’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?