ବାଣିଜ୍ୟ

ସୋନି ଇଣ୍ଡିଆ ପକ୍ଷରୁ ପାର୍ବଣ ଅଫର

ନୂଆଦିଲ୍ଲୀ,୩୦।୯:ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ସୋନି ଇଣ୍ଡିଆ ପକ୍ଷରୁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋନି ଇଣ୍ଡିଆର ଟିଭି, ହୋମ୍‌ ଥିଏଟର, ସାଉଣ୍ଡବାର୍‌, କ୍ୟାମେରା ଏବଂ ଲେନ୍ସଗୁଡିକ ଉପରେ କିଛି ସ୍ବତନ୍ତ୍ର ଅଫର ମଧ୍ୟ ରହିଛି। ଚଳିତ ଦୁର୍ଗାପୂଜାକୁ…

ଟାଇମ୍‌ ୧୦୦ ନେକ୍ସଟ୍‌ ତାଲିକାରେ ଆକାଶ

ନୂଆଦିଲ୍ଲୀ,୩୦।୯:ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀଙ୍କୁ ଏକ ସମ୍ମାନଜନକ ସ୍ବୀକୃତି ମିଳିଛି। ବିଶେଷକରି ଲୋକପ୍ରିୟ ଟାଇମ୍‌ ପତ୍ରିକା ପକ୍ଷରୁ ‘ଟାଇମ୍‌ ୧୦୦ ନେକ୍ସଟ’ ତାଲିକାରେ ଆକାଶଙ୍କୁ ‘ଲିଡର୍ସ’ ବର୍ଗରେ ସାମିଲ କରାଯାଇଛି। ଏପରିକି ଆକାଶ ଅମ୍ବାନୀଙ୍କ ବିଷୟରେ ଟାଇମ୍‌ ପତ୍ରିକା ପକ୍ଷରୁ…

କାର୍‌ରେ ୬ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ: ଗଡକରୀ

ନୂଆଦିଲ୍ଲୀ,୩୦।୯:ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଶହ ଶହ ସଂଖ୍ୟାରେ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ବିଶେଷକରି ସଡ଼କ ସୁରକ୍ଷା ନିୟମାବଳୀର ଅବମନାନା ସାଙ୍ଗକୁ ସବୁ ବର୍ଗର ଗାଡିରେ ଅତ୍ୟାଧୁନିକ ସୁବିଧା ନ ଥିବାରୁ ସଡ଼କ ଦୁର୍ଘଟଣାରେ…

ସିମ କାର୍ଡ କିଣିବା ପାଇଁ ନକଲି ପ୍ରମାଣ ପତ୍ର ଦେଲେ, ବର୍ଷେ ଜେଲଦଣ୍ଡ ସହିତ ୫୦ ହଜାର ଜରିମାନା…

ନୂଆଦିଲ୍ଲୀ, ୨୯।୯ : ଯେଉଁମାନେ ନକଲି ପରିଚୟ ମାଧ୍ୟମରେ ସିମ କାର୍ଡ କିଣୁଛନ୍ତି ଏବଂ ହ୍ବାଟସ ଆପ, ସିଗ୍ନାଲ କିମ୍ବା ଟେଲିଗ୍ରାମରେ ମିଥ୍ୟା ପରିଚୟ ଦେଖାଉଛନ୍ତି ସେମାନଙ୍କ ଉପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଧରାପଡ଼ିଲେ ଏଭଳି ବ୍ୟକ୍ତିଙ୍କୁ…

ତାଜମହଲ ଦେଖିବାକୁ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ…

ଆଗ୍ରା, ୨୯।୯ : ୨୦୨୧-୨୨ ମସିହାରେ ସର୍ବାଧିକ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ତାଜମହଲ ଦେଖିବାକୁ ଯାଇଥିବା ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା…

୭ରୁ ୭ମ ବିଆଇଟିଏଫ୍‌

ଭୁବନେଶ୍ୱର,୨୯।୯: ରାଜ୍ୟର ପ୍ରମୁଖ ଇଭେଣ୍ଟ ଆଣ୍ଡ ପ୍ରଦର୍ଶନୀଭିତ୍ତିକ ଘରୋଇ ସଂସ୍ଥା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା.ଲି .(ଜେଇଏମ୍‌) ପକ୍ଷରୁ ୭ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ବିଆଇଟିଏଫ୍‌)-୨୦୨୨ର ଆୟୋଜନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ନେଇ ବୁଧବାର ସ୍ଥାନୀୟ ଶହୀଦନଗରସ୍ଥିତ ଏକ…

୫୫୦ ଦୁର୍ଲଭ ଚେରମୂଳିର ସନ୍ଧାନ କରିଛି ପତଞ୍ଜଳି

ନୂଆଦିଲ୍ଲୀ,୨୯।୯: ଭାରତୀୟ ପର୍ବତାରୋହଣ ସଂସ୍ଥା ନୂଆଦିଲ୍ଲୀ ସହଯୋଗରେ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ରକ୍ତବର୍ଣ୍ଣ ଗ୍ଲେସିୟର କ୍ଷେତ୍ରରୁ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କ ନେତ୍ୱତୃରେ ପତଞ୍ଜଳିର ଏକ ଅନୁସନ୍ଧାନକାରୀ ପର୍ବତାରୋହଣ ଦଳ ଅଭିଯାନ ଆରମ୍ଭ କରିଥିଲେ। ଉକ୍ତ ଅଭିଯାନର ଲକ୍ଷ୍ୟପଥ ତଥା ହିମାଳୟ ପାଦଦେଶର ଗୋମୁଖ ଉପରଭାଗରେ…

ବିଶ୍ୱ ବାଣିଜ୍ୟମେଳାରେ ବେଦାନ୍ତର ଉତ୍କୃଷ୍ଟ ପ୍ରଦର୍ଶନ

ନୂଆଦିଲ୍ଲୀ,୨୯।୯: ଦେଶର ପ୍ରମୁଖ ଘରୋଇ କମ୍ପାନୀ ବେଦାନ୍ତ ଆଲୁମିନିୟମ ନିକଟରେ ଏକ ସମ୍ମାନଜନକ ସ୍ବୀକୃତି ଲାଭ କରିଛି। ଏପରିକି ଜର୍ମାନୀର ଡ୍ୟୁସେଲ୍‌ଡର୍ଫଠାରେ ଆୟୋଜିତ ‘ଆଲୁମିନିୟମ-୨୦୨୨’ ବିଶ୍ୱ ବାଣିଜ୍ୟ ମେଳାରେ ବେଦାନ୍ତ ଆଲୁମିନିୟମର ମେଡ୍‌ ଇନ୍‌ ଇଣ୍ଡିଆ ଆଲୁମିନିୟମ ଚାମ୍ପିୟନ ହୋଇଛି। ଏ…

ବେଲେ ଭ୍ୟୁ କ୍ଲିନିକ୍‌ରେ ବିରଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୨୯।୯: କୋଲକାତାର ବେଲେ ଭ୍ୟୁ କ୍ଲିନିକ ପୂର୍ବ ଭାରତରେ ପ୍ରଥମ ଥର ପାଇଁ ମଧୁମେହ ଫୁଟ୍‌ ଅଲ୍‌ସରକୁ ଭଲ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ-ସକ୍ଷମ ଟିସୁ ପୁନର୍ଗଠନ ବାୟୋ-ପ୍ୟାଚ୍‌ ପ୍ରଚଳନ କରିଛି। ଏପରିକି ମଧୁମେହ କ୍ଷେତ୍ରରେ ପାଦ ଘା’ର ପୁନରାବୃତ୍ତି ଏବଂ…

ତପନ ଚାନ୍ଦଙ୍କୁ ଓଡ଼ିଶା ବିଜ୍‌ନେସ୍‌ ଲିଡରଶିପ୍‌ ଆୱାର୍ଡ

ଭୁବନେଶ୍ୱର,୨୯।୯: ଓଡ଼ିଶାର ଅଭିବୃଦ୍ଧି ତଥା ପ୍ରଗତି କ୍ଷେତ୍ରରେ ସାମିଲ ଥିବା ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିତ୍ୟଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ନ୍ୟୁଜ୍‌୧୮ ଓଡ଼ିଆ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶେଷକରି ପ୍ରତ୍ୟେକ ରାଜ୍ୟର ବିକାଶରେ କେତେଜଣ ବ୍ୟବସାୟୀଙ୍କର ହାତ…

ଅରୁନ୍ଧତୀ ଜୁଏଲର୍ସର ପାର୍ବଣ କଲେକ୍ସନ ‘ଅର୍କ’

ଭୁବନେଶ୍ୱର,୨୯।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲେରି ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ନୂତନ କଲେକ୍ସନ ‘ଅର୍କ’ର ଉନ୍ମୋଚନ କରାଯାଇଛି। ଏପରିକି ବୁଧବାର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏକ ହୋଟେଲ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ଆଲୋଚନା ପରେ ସମାଧାନ ହେଲା ବିବାଦ

ଭୁବନେଶ୍ୱର,୨୯।୯: ରାଜ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା କୁକୁଡ଼ା ଇନ୍‌ଟିଗ୍ରେସନ କମ୍ପାନୀ ଏବଂ ଓଡ଼ିଶା କୁକୁଡ଼ାଚାଷୀ ସଂଘର ବିବାଦ ଏବଂ ବିରୋଧ ଘଟଣାର ସମାଧାନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର କଟକର ଏକ ତାରକା ହୋଟେଲରେ ଉଭୟ ପକ୍ଷଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?