ବାଣିଜ୍ୟ

ବିଓଏମ୍‌ ପକ୍ଷରୁ କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୯।୯: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) ପକ୍ଷରୁ ନିକଟରେ ସ୍ଥାନୀୟ ଲକ୍ଷ୍ମୀସାଗରଠାରେ ବ୍ୟାଙ୍କର ୩୬ତମ ଶାଖା ତଥା ଭୁବନେଶ୍ୱରର ୬ଷ୍ଠ ଶାଖାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ବିଓଏମ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶିଷ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର…

୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରରେ ପହଞ୍ଚିବ ମିଡିଆ କ୍ଷେତ୍ର

ନୂଆଦିଲ୍ଲୀ,୨୯।୯: ୨୦୩୦ ସୁଦ୍ଧା ଭାରତୀୟ ମିଡିଆ ଓ ମନୋରଞ୍ଜନ ଉଦ୍ୟୋଗ କ୍ଷେତ୍ରରେ କାରବାର ୧୦୦ ବିଲିୟନ ଡଲାରରେ ପହଞ୍ଚ।ଇବା ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ମୁମ୍ବାଇଠାରେ ଆୟୋଜିତ ଫିକି ଫ୍ରେମ୍ସ ଫାଷ୍ଟ…

ଟଙ୍କା ପୁଣି ଦୁର୍ବଳ

ମୁମ୍ବାଇ,୨୯ା୯: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଧାରା ଜାରି ରହିଛି। ଟଙ୍କା ଦୁର୍ବଳ ହୋଇ ନିମ୍ନ ସ୍ତରକୁ ଖସିବାରେ ରେକର୍ଡ ଭାଙ୍ଗି ଚାଲିଛି। ବୁଧବାର ଟଙ୍କା ମୂଲ୍ୟ ୦.୪% ଦୁର୍ବଳ ହେବା ଯୋଗୁ ଡଲାର ମୂଲ୍ୟ ୮୧.୯୪ ଟଙ୍କାକୁ…

ଆଉ ମାତ୍ର ଦୁଇଦିନ ବାକି, ପୁଣି ବଦଳିଯିବ ଅନ୍‌ଲାଇନ୍‌ ପେମେଣ୍ଟର ପଦ୍ଧତି; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଶେଷ ହେବାକୁ ଯାଉଛି ସେପ୍ଟେମ୍ବର। ଅକ୍ଟୋବର ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ଦ୍ୱାରା ପେମେଣ୍ଟ କରନ୍ତି ତେବେ ଆପଣଙ୍କର ଦେୟ ମୋଡ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ…

୩ ରେଳ ଷ୍ଟେଶନର ହେବ ନବୀକରଣ , ୧୦ ହଜାର କୋଟି ନିବେଶ ଯୋଜନା…

ନୂଆଦିଲ୍ଲୀ, ୨୮।୯ : ବୁଧବାର କେନ୍ଦ୍ର କ୍ୟାବିନେଟ ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। ସେଥିରେ ଦେଶର ୩ଟି ରେଳ ଷ୍ଟେଶନର ନବୀକରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀ, ଅହମଦାବାଦ…

ପୂଜା ଅଫର ‘ବାଏ ୧ ଗେଟ୍‌ ୨’ର ଶୁଭାରମ୍ଭ

ଭୁବନେଶ୍ୱର,୨୮।୯: ରାଜ୍ୟର ପ୍ରମୁଖ ତଥା ସର୍ବ ପୁରାତନ ବାଣିଜି୍ୟକ ସଂସ୍ଥା ରାଜ୍‌ ଇଲେକଟ୍ରୋନିକ୍ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବାଏ ଓ୍ବାନ୍‌ ଗେଟ୍‌ ଟୁ ଅଫର ମାଧ୍ୟମରେ ରାଜ୍‌ ଇଲେକ୍ଟ୍ରୋନିକ୍ସ ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ…

‘ଉତ୍ତମ ପୋଷଣ ଅର୍ଥନୈତିକ ସମୃଦ୍ଧି ଆଣିଥାଏ’

ଭୁବନେଶ୍ୱର,୨୮।୯: ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉତ୍ତମ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରିକି ଉତ୍ତମ ପୋଷଣଯୁକ୍ତ ଖାଦ୍ୟ ହେଉଛି ଇନ୍ଧନ, ଯାହା ସ୍ବାସ୍ଥ୍ୟର ଅଭିବୃଦ୍ଧି ଏବଂ ଶାରୀରିକ ବିକାଶକୁ ଆଗକୁ ବଢ଼ାଇଥାଏ ଏବଂ ଜୀବନ ସାରା ରୋଗକୁ ରୋକିବାରେ ତାହା…

ଏମ୍‌ଏସି କସ୍‌ମେଟିକ୍ସର ୩ ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଆଇକନିକ୍‌ ମେକ୍‌ ଅପ୍‌ ବ୍ରାଣ୍ଡ୍‌ ଏମ୍‌ଏସି କସ୍‌ମେଟିକ୍ସ ଇଣ୍ଡିଆ ପକ୍ଷରୁ ନିକଟରେ ୩ଟି ନୂତନ ଉତ୍ପାଦର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ବିଶେଷ ପ୍ରକାରର ୨୪ଘ. କାଜଲ ଲାଇନର+ମ୍ୟାଟେ ଲିପ୍‌ଷ୍ଟିକ୍‌ ମେହର, ଅଲ ଫାୟାରଡ୍‌ ଅପ୍‌+ ଡି…

ମାଲାବାର ବିଶ୍ୱର ୬ଷ୍ଠ ଗହଣା ବ୍ରାଣ୍ଡ୍‌

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ, ବିଶ୍ୱର ୬ଷ୍ଠ ବୃହତ୍‌ ଗହଣା ଗ୍ରୁପ୍‌ର ମାନ୍ୟତା ହାସଲ କରିଛି। ଏହି ପରିପ୍ରେକ୍ଷୀରେ ଅଲ ଇଣ୍ଡିଆ ଜେମ୍‌ ଆଣ୍ଡ ଜୁଏଲେରି ଡୋମେଷ୍ଟିକ କାଉନସିଲ (ଜିଜେସି) ପକ୍ଷରୁ ମାଲାବାର ଗ୍ରୁପ୍‌କୁ…

୫୦୦୦ କୋଟି ନିବେଶ କରିବ ଗୋଲ୍‌ଡି

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଷ୍ଟାର୍ଟଅପ୍‌ କମ୍ପାନୀ ‘ଗୋଲ୍‌ଡି ସୋଲାର’ ପକ୍ଷରୁ ବ୍ୟବସାୟ ବିସ୍ତାର ଯୋଜନାର ଏକ ଅଂଶ ଭାବେ ପ୍ରାୟ ୫୦୦୦ କୋଟି ଟଙ୍କାର ନିବେଶ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଗୋଲ୍‌ଡି ସୋଲାର ୨୦୨୫ ସୁଦ୍ଧା କ୍ଷମତା ସମ୍ପ୍ରସାରଣ…

କମିଶନରେଟ୍‌ ପୋଲିସକୁ ୬ପିସିଆର୍‌ ଭ୍ୟାନ୍‌ ଦେଲା ନାଲ୍‌କୋ

ଭୁବନେଶ୍ୱର,୨୮।୯: ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପକ୍ଷରୁ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ୍‌କୁ ୬ଟି ନୂଆ ପୋଲିସ୍‌ ନିୟନ୍ତ୍ରଣ କକ୍ଷ (ପିସିଆର) ଭ୍ୟାନ୍‌ ଯୋଗାଇ ଦିଆଯାଇଛି। ବିଶେଷ କରି ଦ୍ୱୈତ ନଗରୀ (କଟକ-ଭୁବନେଶ୍ୱର) ର ଆଇନ ଶୃଙ୍ଖଳା ନିୟନ୍ତ୍ରଣ ସାଙ୍ଗକୁ ବିଭିନ୍ନ ପରିସ୍ଥିତିର…

ଦି ମ୍ୟାନ୍‌ ଗାର୍ମେଣ୍ଟସ ଷ୍ଟୋରର ପୂଜା ଅଫର

କଟକ,୨୮।୯: ଚଳିତ ବର୍ଷର ପାର୍ବଣ ଋତୁ ଅବସରରେ ‘ଦି ମ୍ୟାନ୍‌ ମଲ୍ଟିବ୍ରାଣ୍ଡ ଗାର୍ମେଣ୍ଟସ ଷ୍ଟୋରର ନୂତନ ଆଉଟ୍‌ଲେଟ୍‌ କଟକର ମଙ୍ଗଳାବାଗଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମହିଳା ଉଦ୍ୟୋଗୀ ଶକୁନ୍ତଳା ଦେବୀ ଓ ପ୍ରୀତି ଗିଲ୍‌ରା ସମ୍ମାନିତ ଅତିଥି ଭାବେ ଯୋଗଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?