ବାଣିଜ୍ୟ

ମାଗଣା ରାଶନ ଯୋଜନା : ରାଜକୋଷ-ଖାଦ୍ୟ ଶସ୍ୟ ଭଣ୍ଡାରର ବଢ଼ାଇଛି ଚିନ୍ତା…

ନୂଆଦିଲ୍ଲୀ,୧।୧୦ : ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ ଯୋଜନା ଅର୍ଥାତ୍‌ ପ୍ରଧାନ ମନ୍ତ୍ର ଗାରିବ କଲ୍ୟାଣ ଯୋଜନାକୁ କେନ୍ଦ୍ର ସରକାର ସପ୍ତମ ଥର ପାଇଁ ବୃଦ୍ଧି କରିଛନ୍ତି। କିନ୍ତୁ ଏହା ପରେ କେନ୍ଦ୍ର ସରକାରଙ୍କ ନିକଟରେ ଦୁଇଟି ବଡ଼ ଆହ୍ବାନ ସୃଷ୍ଟି…

ସିଏସ୍‌ଆଇଆର୍‌ର ୮୧ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧।୧୦: ଦେଶର ପ୍ରମୁଖ ଗବେଷଣାତ୍ମକ ସଂସ୍ଥା କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ୮୧ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନଲୋଜି (ଆଇଏମ୍‌ଏମ୍‌ଟି), ଭୁବନେଶ୍ୱର ଅଡିଟୋରିୟମଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର…

ଆସୋଚାମ ପକ୍ଷରୁ ଦିନିକିଆ ଶିଳ୍ପ ସମ୍ମିଳନୀ

ଭୁବନେଶ୍ୱର,୧।୧୦: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ର ମିଳିତ ସହଯୋଗରେ ଆସୋସିଏଟେଡ୍‌ ଚାମ୍ବର ଅ୍‌ଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଆସୋଚାମ) ଏବଂ ଓଡ଼ିଶା ସରକାର ଇଣ୍ଡଷ୍ଟ୍ରିଆଲ ଡିକାର୍ବୋନାଇଜେଶନ ସମ୍ମିଳନୀ-୨୦୨୨ ନେଟ୍‌ ଜିରୋ ପାଇଁ ରୋଡ୍‌ ମ୍ୟାପ୍‌ ଆୟୋଜନ କରିଥିଲେ। ଉକ୍ତ…

ପଟିଆରେ ଦି ମ୍ୟାନ୍‌ ଷ୍ଟୋରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧।୧୦: ରାଜ୍ୟର ପ୍ରମୁଖ ପୋଷାକ ବ୍ୟବସାୟ ପ୍ରତିଷ୍ଠାନ ‘ଦି ମ୍ୟାନ୍‌ ଷ୍ଟୋର’ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଶୁକ୍ରବାର ସ୍ଥାନୀୟ ପଟିଆ ଛକ (କିଟ୍‌ ସ୍କୋୟାର)ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଦି ମ୍ୟାନ୍‌ ଷ୍ଟୋରର ପ୍ରତିଷ୍ଠାତା ଦୀପକ କୁମାର ଅଗ୍ରଓ୍ବାଲ…

ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ପାର୍ବଣ ଅଫର

ଭୁବନେଶ୍ୱର,୧।୧୦: ରାଜ୍ୟର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦୀର୍ଘ ୪୯ବର୍ଷ ଧରି କଞ୍ଜୁମର ଇଲେକ୍ଟ୍ରୋନିକ୍ସ ବିକ୍ରି କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବା ସହ ସମଗ୍ର ପୂର୍ବଭାରତରେ…

ସେନ୍‌ସେକ୍ସ ୧୦୧୭ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ,୧।୧୦: ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ୟୁଏସ୍‌ ଫେଡ୍‌ର କ୍ରମାଗତ ସୁଧ ବୃଦ୍ଧି ଭଳି ଘଟଣା ଯୋଗୁ ଭାରତୀୟ ଶେୟାର ବଜାରର କାରବାର ମାନ୍ଦା ରହିବା ସାଙ୍ଗକୁ ଫଳାଫଳ ମଧ୍ୟ ଖରାପ ରହିଥିଲା। ଏପରିକି ଲଗାତର ୬ଷ୍ଠ ଦିନ ପରେ ୭ମ ଦିନ…

‘ଓଡ଼ିଶାରେ ୨.୫ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜିନିବେଶ

ଭୁବନେଶ୍ୱର,୧।୧୦: ଗତ କିଛି ବର୍ଷ ହେବ ଯୁବବର୍ଗ ଆଉ ବିଦେଶ କିମ୍ବା ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରିବା ବଦଳରେ ନିଜ ଅଞ୍ଚଳରେ କିଛି କରିବା ସହ ସ୍ଥାନୀୟ ଉତ୍ସାହୀ ଯୁବକଙ୍କୁ ନିଯୁକ୍ତି ଯୋଗାଇବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ…

ସାଓମିର ୫,୫୫୧ କୋଟି ଜବତକୁ ଫରେକ୍ସ ଅନୁମୋଦନ

ନୂଆଦିଲ୍ଲୀ,୧।୧୦: ଚାଇନା ଫୋନ୍‌ ଉତ୍ପାଦନକାରୀ କମ୍ପାନୀ ସାଓମି ଟେକ୍‌ନୋଲୋଜି ଇଣ୍ଡିଆ ପ୍ରା. ଲିଃ ବେଆଇନ ଭାବେ ବିଦେଶକୁ ପଠାଉଥିବା ୫,୫୫୧ କୋଟି ଟଙ୍କାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ଏପ୍ରିଲରେ ଜବତ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହା ଦେଶରେ ସବୁଠୁ ବଡ଼…

ବଢିଲା ରେପୋ ରେଟ୍‌: ଋଣ ନେବା ହେବ ମହଙ୍ଗା

ନୂଆଦିଲ୍ଲୀ,୩୦।୯: କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ରିର୍ଜଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆରବିଆଇ)। ରେପୋ ରେପୋ ରେଟ୍‌ ୫୦ ଆଧାର ପଏଣ୍ଟକୁ ବୃଦ୍ଧି ପାଇ ୫.୪୦ ପ୍ରତିଶତରୁ ୫.୯୦ ପ୍ରତିଶତକୁ ବୃଦ୍ଧି ପାଇଛି। ଆରବିଆଇ…

ଟିକେଏମ୍‌ ପକ୍ଷରୁ ମୂଲ୍ୟ ଘୋଷଣା

ନୂଆଦିଲ୍ଲୀ,୩୦।୯:ଚଳିତ ମାସ ଆରମ୍ଭରେ ଅର୍ବାନ କ୍ରୁଇଜର ହାଇରାଡରର ଶ୍ରେଷ୍ଠ ଚାରି ଶ୍ରେଣୀର ମୂଲ୍ୟ ଘୋଷଣା କରିବା ପରେ ଦେଶର ପ୍ରମୁଖ ଚାରିଚକିଆ ଯାନ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ପକ୍ଷରୁ ନିକଟରେ ମୂଲ୍ୟ ଘୋଷଣା ହୋଇଯାଇଛି। ବିଶେଷକରି କମ୍ପାନୀର ଅର୍ବାନ କ୍ରୁଇଜର…

କ୍ୟାରେଟ୍‌ଲେନ୍‌ର ନୂତନ କଲେକ୍ସନ ‘ମୋଗ୍ରା’ ଉନ୍ମୋଚିତ

ଭୁବନେଶ୍ୱର,୩୦।୯:ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କ୍ୟାରେଟ୍‌ଲେନ୍‌ ପକ୍ଷରୁ ଗୁରୁବାର ବ୍ରାଣ୍ଡର ନୂଆ କଲେକ୍ସନ ‘ମୋଗ୍ରା’ର ଉନ୍ମୋଚନ କରାଯାଇଛି। ‘ମୋଗ୍ରା’କୁ ହୀରା ଏବଂ ପ୍ରଥମ ଥର ପାଇଁ ରାଇସ୍‌ ୱାଟର ପର୍ଲରେ ପ୍ରସ୍ତୁତ କରାଯାଇଛି। ମାଇକ୍ରୋ-ସେଟିଂ ଟେକ୍‌ନିକ୍‌କୁ ବ୍ୟବହାର କରାଯାଇଛି। ଏପରିକି ଉକ୍ତ…

ଖସୁଛି ଶେୟାର ବଜାର କାରବାର

ନୂଆଦିଲ୍ଲୀ,୩୦।୯:କ୍ରମାଗତ ୭ମ ଦିନ ହେବ ଭାରତୀୟ ଶେୟାର ବଜାରର କାରବାର ମାନ୍ଦା ସାଙ୍ଗକୁ ଫଳାଫଳ ମଧ୍ୟ ଖରାପ ରହିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟଦିବସର ଫଳାଫଳ ଅନୁସାରେ ଦଲାଲ ଷ୍ଟ୍ରିଟ୍‌ର କାରବାର ମଧ୍ୟ ହ୍ରାସ ପାଇଛି। ଫଳରେ ଶେୟାର ବଜାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?