ବାଣିଜ୍ୟ

ନୁଭୋକୋକୁ ମିଳିବ ‘ଗୋଲ୍‌ଡେନ୍‌ ପିକକ୍‌ ଆୱାର୍ଡ’

ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋକୁ ଚଳିତ ବର୍ଷର ‘ଗୋଲ୍‌ଡେନ୍‌ ପିକକ୍‌ ଆୱାର୍ଡ ଫର ଏକ୍ସଲେନ୍ସ ଇନ୍‌ କର୍ପୋରେଟ୍‌ ଗଭର୍ନାନ୍ସ-୨୦୨୨’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି। ବିଶେଷକରି କୋଠା ଉପକରଣ କ୍ଷେତ୍ରରେ ନୁଭୋକୋର ଅଭିବୃଦ୍ଧି ତଥା ଶ୍ରେଷ୍ଠମାନର ଗଭର୍ନାନ୍ସ…

ଓପିଟିସିଏଲ୍‌ ଅଧ୍ୟକ୍ଷଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ

ଭୁବନେଶ୍ୱର,୩।୧୦: ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କୁ ନିକଟରେ ଶ୍ରେଷ୍ଠ ପ୍ରଶାସକ ସମ୍ମାନରେ ସମ୍ମାନିତ କରାଯାଇଛି। ରବିବାର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏକ ହୋଟେଲରେ ଆୟୋଜିତ ଇଣ୍ଟରଭ୍ୟୁ ଟାଇମ୍‌ସ…

ଗତ ଆର୍ଥିକ ବର୍ଷରେ ଉନ୍ନତ ଉତ୍ପାଦନ ପ୍ରଦର୍ଶନ କରିଛି ସେଲ

ନୂଆଦିଲ୍ଲୀ,୩।୧୦: ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌)ର ୫୦ତମ ବାର୍ଷିକ ସାଧାରଣ ସଭା (ଏଜିଏମ) ନିକଟରେ ଆୟୋଜିତ ହୋଇଯାଇଛି। ନୂଆଦିଲ୍ଲୀଠାରେ ଅବସ୍ଥିତ ସେଲ୍‌ ମୁଖ୍ୟାଳୟ ପରିସରରେ ଭର୍ଚୁଆଲ୍‌ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ବୈଠକରେ ସେଲ୍‌ର ଚେୟାରମ୍ୟାନ୍‌ ସୋମା ମଣ୍ଡଳ ଅଧ୍ୟକ୍ଷତା…

ଖିମ୍‌ଜୀ ବ୍ରହ୍ମପୁର ଷ୍ଟୋର୍‌ର ୫ମ ବାର୍ଷିକୀ ଉତ୍ସବ

ଭୁବନେଶ୍ୱର,୩।୧୦:ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବ୍ରହ୍ମପୁର ଷ୍ଟୋର୍‌ ପକ୍ଷରୁ ୫ମ ବାର୍ଷିକ ଉତ୍ସବ ପାଳନ କରାଯାଉଛି। ଏପରିକି ଆସନ୍ତା ୫ ଅକ୍ଟୋବରରେ ଉକ୍ତ ଷ୍ଟୋରର ବାର୍ଷିିକ ଉତ୍ସବ ପାଳନ କରାଯିବ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ…

୩,୫୪୩ ୟୁନିଟ୍‌ ଯାନ ବିକ୍ରି କରିଛି ସ୍କୋଡା

ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ଚଳିତ ବର୍ଷ ସେପ୍ଟେମ୍ବରରେ ୩,୫୪୩ ୟୁନିଟ୍‌ ଯାନ ବିକ୍ରି କରିଛି। ଫଳରେ ଗତ ବର୍ଷ ସେପ୍ଟେମ୍ବର ତୁଳନାରେ କମ୍ପାନୀର ବିକ୍ରି ଅଭିବୃଦ୍ଧି ୧୭%ରୁ ଅଧିକ ରହିଛି। ଏପରିକି ୨୦୨୧ ସେପ୍ଟେମ୍ବରରେ…

୧୫,୦୦୦ ଟଙ୍କିଆ ଲାପ୍‌ଟପ୍‌ ଆଣିବ ଜିଓ

ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ‘ରିଲାଏନ୍ସ ଜିଓ’ ଖୁବଶୀଘ୍ର ଏକ ସ୍ବଳ୍ପ ବଜେଟର ଲାପ୍‌ଟପ୍‌ ‘ଜିଓ ଲାପ୍‌ଟପ୍‌’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିପାରେ ବୋଲି ଜଣାପଡିଛି। ଏପରିକି ଉକ୍ତ ଲାପ୍‌ଟପରେ ୪ଜି ସିମ୍‌ କାର୍ଡ ସେବା ସକ୍ଷମ ହେବା…

ସେପ୍ଟେମ୍ବରରେ ଇକ୍ୱିଟିରୁ ୭,୬୦୦ କୋଟି ଟଙ୍କା ପ୍ରତ୍ୟାହାର

ନୂଆଦିଲ୍ଲୀ,୩।୧୦: ଗତ ଦୁଇ ମାସ ମଧ୍ୟରେ ପାଣ୍ଠି ଯୋଗାଇବା ପରେ ବିଦେଶୀ ନିବେଶକମାନେ ଚଳିତ ସେପ୍ଟେମ୍ବରରେ ପୁନର୍ବାର ବିକ୍ରେତାଙ୍କୁ ଫେରାଇ ଆଣିଥିଲେ ଏବଂ ଆମେରିକାର ଫେଡର ହକ୍‌ ଆଭିମୁଖ୍ୟ ଏବଂ ଟଙ୍କା ମୂଲ୍ୟରେ ହ୍ରାସ ହେତୁ ଭାରତୀୟ ଇକ୍ୱିଟି ବଜାରରୁ ୭,୬୦୦…

ପାର୍ବଣରେ ପେଟିଏମ୍‌ରୁ ୟୁପିଆଇ ଅଭିଯାନ: ୧୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ଅଫର

ନୂଆଦିଲ୍ଲୀ,୨।୧୦: ଦେଶର ପ୍ରମୁଖ ଡିଜିଟାଲ ପେମେଣ୍ଟ ଓ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ପେଟିଏମ୍‌ ପକ୍ଷରୁ ‘ପେଟିଏମ୍‌ରୁ ୟୁପିଆଇ’ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ପାର୍ବଣଋତୁର ଶୁଭାରମ୍ଭ ସହ ଏହାର ପ୍ରଥମ ପେମେଣ୍ଟ ଉପରେ ୧୦୦ ଟଙ୍କା ପର୍ଯ୍ୟନ୍ତ ଏଥିରେ କ୍ୟାଶ୍‌ବ୍ୟାକ୍‌…

ଆଜି ଷ୍ଟାର୍‌ କିରଣରେ ‘ଆମ ଘର ଦଶହରା’

ଭୁବନେଶ୍ୱର,୨।୧୦: ରାଜ୍ୟର ପ୍ରମୁଖ ନୂତନ ଓଡ଼ିଆ ମନୋରଞ୍ଜନଭିତ୍ତିକ ଚ୍ୟାନେଲ ଷ୍ଟାର୍‌ କିରଣ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଆମ ଘର ଦଶହରା’ ର ଆୟୋଜନ କରାଯାଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅରବିବାର ସା ୬ ଘଟିକାରେ ଷ୍ଟାର୍‌ କିରଣରେ ପ୍ରସାରଣ ହେବ ବୋଲି…

୨୬% ବୃଦ୍ଧି ପାଇଛି ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୧୦: ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଆଦାୟ (୧.୪୭ ଲକ୍ଷ କୋଟି ଟଙ୍କା) ଏକ ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ଚଳିତ ବର୍ଷ ସେପ୍ଟେମ୍ବର ଜିଏସ୍‌ଟି ଆଦାୟରେ ୨୬% ବୃଦ୍ଧି ପାଇ ମୋଟ ୧,୪୭,୬୮୬…

୬,୧୦୫ ରେଳଷ୍ଟେଶନରେ ରେଲଟେଲର ହାଇ ସ୍ପିଡ ଓ୍ବାଇଫାଇ ନେଟଓ୍ବାର୍କ ସୁବିଧା…

ନୂଆଦିଲ୍ଲୀ,୧।୧୦ : ବ୍ରଡବ୍ୟାଣ୍ଡ ରେଲୱେୟାରର ଗ୍ରାହକମାନେ ବର୍ତ୍ତମାନ ଦେଶର ୬,୧୦୫ ରେଳଷ୍ଟେଶନରେ ରେଲଟେଲର ହାଇ ସ୍ପିଡ ଓ୍ବାଇଫାଇ ନେଟଓ୍ବାର୍କରେ ନିଜ ଘରର ବ୍ରଡବ୍ୟାଣ୍ଡ ଯୋଜନା ଉପଭୋଗ କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ଆଉ ରେଳ ଷ୍ଟେଶନରେ ପ୍ରିପେଡ ୱାଇ-ଫାଇ ଯୋଜନା କିଣିବାକୁ ପଡିବ…

୫ଜି ରିଚାର୍ଜ ଲାଗି ଗଣିବାକୁ ପଡ଼ିବ କେତେ ଟଙ୍କା? ମୁକେଶ ଅମ୍ବାନୀ ଜିଓକୁ ନେଇ କହିଲେ…

ନୂଆଦିଲ୍ଲୀ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ଶନିବାର ୫ଜି ସେବା ଆରମ୍ଭ କରିଛନ୍ତି। କିଛି ସହରରେ ଆଜିଠାରୁ ଏହି ସେବା ଉପଲବ୍ଧ ହେବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ସମଗ୍ର ଭାରତରେ ଏହି ସେବାକୁ ପ୍ୟାନ୍‌ ଇଣ୍ଡିଆସ୍ତରରେ ପହଞ୍ଚାଯିବ ବୋଲି ଆଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?