ଜେ.ସି. ଚୌଧୁରୀଙ୍କୁ ବିରଳ ସମ୍ମାନ
ନୂଆଦିଲ୍ଲୀ, ୯।୧: ନ୍ୟୁମେରୋଲୋଜି ଅଧିବେଶନକୁ ହୋଷ୍ଟ କରି ଜଣେ ବିଶିଷ୍ଟ ନ୍ୟୁମେରୋଲୋଜିଷ୍ଟ ଜେ.ସି.ଚୌଧୁରୀ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ୟୁଟ୍ୟୁବ୍ରେ ଲାଇଭ ଷ୍ଟ୍ରିମ୍ ହୋଇଥିବା ଏକ ନ୍ୟୁମେରୋଲୋଜି ଆଲୋଚନାକୁ ଅଧିକାଂଶ ଦର୍ଶକ ଦେଖିଥିବାରୁ ତାଙ୍କୁ ଏହି ବିରଳ ସମ୍ମାନ ପ୍ରଦାନ କରାଯାଇଛି।...
ଓପିଟିସିଏଲ୍ରେ ଯୋଗଦେଲେ ୨୫୬
ଭୁବନେଶ୍ୱର, ୯।୧: ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ମଜଭୁତ କରିବା ଓ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ଓଡ଼ିଶା ସରକାର କୁଶଳୀ ଓ ଉତ୍କୃଷ୍ଟ ମାନବ ସମ୍ବଳ ବୃଦ୍ଧି କରୁଛନ୍ତି ା ଓପିଟିସିଏଲ୍ରେ ନୂତନ ଭାବେ ଯୋଗ...
୧୦୦ କୋଟିର ମାଲିକାଣୀ ଡିମ୍ପଲ ଗର୍ଲ
ମୁମ୍ବାଇ: ବଲିଉଡ୍ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ବୁଧବାର ତାଙ୍କ ୩୬ତମ ଜନ୍ମଦିନ ପାଳିଛନ୍ତି। ବଲିଉଡ୍ କଳାକାରଙ୍କ ସମେତ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ୍ରେ ୧୫ ବର୍ଷର କ୍ୟାରିୟର ମଧ୍ୟରେ ଦୀପିକାଙ୍କ...
ଏନ୍ବିବିଏଲ୍ ପକ୍ଷରୁ ୟୁପିଏମ୍ଏସ୍ର ଶୁଭାରମ୍ଭ
ମୁମ୍ବାଇ,୬।୧: ବିଲ୍ ପେମେଣ୍ଟ ବ୍ୟବସ୍ଥାର ସରଳୀକରଣ କରିବା ଲାଗି ନ୍ୟାଶନାଲ୍ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଏନ୍ପିସିଆଇ ଭାରତ ବିଲ୍ପେ ଲିମିଟେଡ୍ (ଏନ୍ବିବିଏଲ୍) ପକ୍ଷରୁ ‘ୟୁନିଫାଏଡ୍ ପ୍ରେଜେଣ୍ଟମେଣ୍ଟ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ (ୟୁପିଏମ୍ଏସ୍) ନାମକ...
ଭାରତ ବିରୋଧରେ ମାମଲା ପ୍ରତ୍ୟାହାର କଲା କେୟର୍ନ
ନୂଆଦିଲ୍ଲୀ, ୬।୧: ବ୍ରିଟିଶ କମ୍ପାନୀ କେୟର୍ନ ଏନର୍ଜୀ ଭାରତ ସରକାର ଓ ଏହାର ବିଭିନ୍ନ ସଂସ୍ଥା ବିରୋଧରେ ଆମେରିକାରୁ ଫ୍ରାନ୍ସ ଓ ସିଙ୍ଗାପୁର ଅଦାଲତରେ ଦାଏର କରିଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେଇଛି। ଫଳରେ ଏହି କମ୍ପାନୀଠାରୁ ପିଛିଲା ଭାବେ...
ସେନ୍ସେକ୍ସ ୩୬୭ ପଏଣ୍ଟ ବୃଦ୍ଧି
ମୁମ୍ବାଇ: ଚଳିତ ସପ୍ତାହର କ୍ରମାଗତ ୩ୟ ଦିନ ଲାଗି ଶେୟାର ବଜାରରେ ଉସତ୍ାହ ବୃଦ୍ଧି ପାଉଛି। କୋଭିଡ କଟକଣା ଓ ଓମିକ୍ରନର ଭୟ ମଧ୍ୟରେ ଷ୍ଟକ ବଜାର କାରବାର ଆଶାନୁରୂପ ଭାବେ ବୃଦ୍ଧି ଘଟିଛି। ବୁଧବାର ଶେୟାର ବଜାରର ସୂଚନା...
ରଙ୍ଗ ବଦଳାଉଥିବା ନୂଆ ସ୍ମାଟ୍ଫୋନ୍ ଲଞ୍ଚ କଲା ଭିଭୋ; ଦାମ ସାଙ୍ଗକୁ ସୁବିଧା ବି ମନଲୋଭା
ନୂଆଦିଲ୍ଲୀ,୫।୧: ଅଗ୍ରଣୀ ମୋବାଇଲ୍ କମ୍ପାନୀ ଭିଭୋ ତାର ସ୍ମାଟ୍ଫୋନ୍ ଭିଭୋ ଭି ୨୩ ୫ଜି ଏବଂ ଭିଭୋ ଭି ୨୩ ପ୍ରୋ ୫ଜିକୁ ଭାରତରେ ଲଞ୍ଚ କରିଛି। ଉଭୟ ସ୍ମାର୍ଟଫୋନର ପଛ ଭାଗରେ ଫ୍ଲୋରାଇଟ୍ ଏଜି ଗ୍ଲାସ ଦିଆଯାଇଛ। ଏହା...
ସର୍ବନିମ୍ନ ଇପିଏଫ୍ ପେନସନ ୯,୦୦୦ କରିବାକୁ ଯୋଜନା…
ନୂଆଦିଲ୍ଲୀ, ୫।୧ : କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ) ଏହାର ଧାରକମାନଙ୍କ ପାଇଁ ଖୁବ୍ ଶୀଘ୍ର ଖୁସି ଖବର ନେଇ ଆସିବାର ଆଶା ରହିଛି। ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଆଗାମୀ ଦିନରେ ଇପିଏଫ୍ ହିତାଧିକାରୀଙ୍କ ସର୍ବନିମ୍ନ...
ବାର୍ଷିକ ବିକ୍ରିରେ ମର୍ସିଡିଜକୁ ପଛରେ ପକାଇଲା ବିଏମ୍ଡବ୍ଲ୍ୟୁ
ମ୍ୟୁନିକ(ଜର୍ମାନୀ),୪।୧: ୨୦୨୧ରେ ବର୍ଷକୁ ପ୍ରିମିୟମ କାର ବିକ୍ରିରେ ମର୍ସିଡିଜ-ବେଞ୍ଜକୁ ପଛରେ ପକାଇ ଦେଇଛି ବିଏମ୍ଡବ୍ଲ୍ୟୁ। ୨୦୧୫ ପରେ ପ୍ରଥମ ଥର ପାଇଁ ବାର୍ଷିକ ବିକ୍ରିରେ ବିଏମ୍ଡବଲ୍ୟୁ ଏହି ବିଜୟ ହାସଲ କରିଛି। “ଗର୍ବର ସହ ଘୋଷଣା କରୁଛି ଯେ, ୨୦୨୧ରେ...
ଓମିକ୍ରନ୍ ଯୋଗୁ ବେକାରୀ ହାର ୭.୯ ପ୍ରତିଶତ…
ନୂଆଦିଲ୍ଲୀ, ୩।୧ : ଦେଶରେ ବେକାରୀ ହାର ୨୦୨୧ ଡିସେମ୍ବରରେ ୭.୯ ପ୍ରତିଶତ ଛୁଇଁଛି। ଏନେଇ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମଆଇଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେତେକ ରାଜ୍ୟରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍...
ଜାନୁୟାରୀରେ ୬ ନୂଆ ଗାଡ଼ି ବଜାରକୁ ଆସିବ
ଚଳିତ ବର୍ଷରେ ଅନେକ ୪ ଚକିଆ ଯାନ ବଜାରକୁ ଆସିବାର ସୂଚନା ରହିଛି। ସେଗୁଡ଼ିକର ଶୁଭାରମ୍ଭ ସମୟ ମଧ୍ୟ ନିର୍ଦ୍ଧାରିତ ହୋଇଛି। ସେଥିମଧ୍ୟରୁ ଜାନୁୟାରୀରେ ଆସିବାକୁ ଥିବା ଗାଡ଼ିଗୁଡିକର ଏକ ତାଲିକା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଉକ୍ତ ତାଲିକାରେ...
୧୭.୫ଲକ୍ଷ ହ୍ବାଟ୍ସଆପ୍ ଆକାଉଣ୍ଟ ବନ୍ଦ
ଭୁବନେଶ୍ୱର,୩ା୧: ସାରା ବିଶ୍ୱରେ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ‘ହ୍ବାଟ୍ସଆପ୍’ ବିଭିନ୍ନ କାରଣ ପାଇଁ ଅନେକ ଆକାଉଣ୍ଟକୁ ବନ୍ଦ କରିଦେଇଛି। ପ୍ଲାଟଫର୍ମର ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ ରଖି କମ୍ପାନୀ ଏଭଳି ପଦକ୍ଷେପ ନେଇଛି ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ...
Archives


