ବାଣିଜ୍ୟ

ହିନ୍ଦୀ ସହ ଆଞ୍ଚଳିକ ଭାଷାର ବ୍ୟବହାରକୁ ଗୁରୁତ୍ୱ

ଭୁବନେଶ୍ୱର,୧୫।୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ର ପ୍ରଧାନ କାର୍ଯ୍ୟାଳୟ ପରିସରରେ ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବୈଠକ ଏବଂ ରାଜଭାଷା ପଖୱାଡା-୨୦୨୨ର ପୁରସ୍କାର ବିତରଣ ସମାରୋହ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏସ୍‌ବିଆଇର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରୈମାସିକ…

କୋଟକା ନିଓ ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୫।୧୦: କୋଟକା ସିକ୍ୟୁରିଟିଜ ଲିମିଟେଡ୍‌ ପକ୍ଷରୁ ଟ୍ରେଡିଂ ପ୍ଲାଟ୍‌ଫର୍ମ ପରିବ୍ୟବସ୍ଥା କୋଟକ ନିଓ ଆପ୍‌ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ଯାହା ନିବେଶକଙ୍କ ପାଇଁ ବ୍ୟବହାରକାରୀ ଅନୁଭୂତିକୁ ତ୍ୱରାନ୍ବିତ କରିବା ସହିତ ଉଚ୍ଚତର ସ୍ତରକୁ ନେଇଯିବା ସକାଶେ ନିର୍ମାଣ କରାଯାଇଛି। କୋଟକ…

ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌ର ୧୨୫ତମ ପୂର୍ତ୍ତି ଉତ୍ସବ

ନୂଆଦିଲ୍ଲୀ,୧୫।୧୦: ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା ସହ ଚଳିତ ଉତ୍ସବ ଋତୁ ଏବଂ ୧୨୫ତମ ପୂର୍ତ୍ତି ଉତ୍ସବକୁ ପାଳନ କରାଯାଉଛି। ଏଥିରେ ଗ୍ରାହକମାନେ ଦୈନିକ ଏକ ଲକ୍ଷ ଟଙ୍କାର ନଗଦ ରାଶି ପୁରସ୍କାର ଜିତିପାରିବେ। ସେହିଭଳି ଏହାର…

‘ଖୁସିର ପର୍ବ’ ବିଜେତାଙ୍କୁ ସମ୍ବର୍ଦ୍ଧନା ଦେଲା ଟ୍ରେଣ୍ଡ୍‌ସ

ଭୁବନେଶ୍ୱର,୧୫।୧୦: ରିଲାଏନ୍ସ ରିଟେଲର ପ୍ରମୁଖ ୟୁନିଟ୍‌ ‘ଟ୍ରେଣ୍ଡ୍‌ସ’ ପକ୍ଷରୁ ଦୁର୍ଗାପୂଜା ଓ ଦଶହରା ସମୟରେ ଅନୁଷ୍ଠିତ ‘ଖୁସିର ପର୍ବ’ ପ୍ରତିଯୋଗିତାର ବିଜେତା ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଏପରିକି ଟ୍ରେଣ୍ଡ୍‌ସ ଖୁସିର ପର୍ବ ମାଇଁ ପୂଜା ମାଇଁ ଲୁକ୍‌ସ ପ୍ରତିଯୋଗିତାରେ କଟକର…

ଓଭୋ ଫାର୍ମ ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୫।୧୦: ରାଜ୍ୟର ପ୍ରମୁଖ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା ‘ଓଭୋ ଫାର୍ମ ପ୍ରାଇଭେଟ୍‌ ଲିମିଟେଡ୍‌’ ପକ୍ଷରୁ ଶୁକ୍ରବାର ଏକ ନୂଆ ବ୍ରାଣ୍ଡ୍‌ ‘କେନ୍‌କୋ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଶ୍ୱ ଅଣ୍ଡା ଦିବସ ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ନୂତନ ଉତ୍ପାଦଗୁଡିକୁ ମଧ୍ୟ ଉନ୍ମୋଚନ…

୧୬ରେ ଡିବିୟୁର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୧୫।୧୦: ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୧୬ ଅକ୍ଟୋବର) ଦେଶର ୭୫ଟି ଜିଲାକୁ ୭୫ଟି ଡିଜିଟାଲ ବ୍ୟାଙ୍କ ୟୁନିଟ୍‌ (ଡିବିୟୁ) ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି ଜଣାପଡ଼ିଛି। ଏ ନେଇ…

ଖସିଲା ପାଇକାରୀ ମୁଦ୍ରାସ୍ଫୀତି ହାର

ନୂଆଦିଲ୍ଲୀ,୧୫।୧୦: ହୋଲ୍‌ସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଇ) ଆଧାରିତ ମୁଦ୍ରାସ୍ଫୀତି ଚଳିତ ବର୍ଷ ସେପ୍ଟେମ୍ବରରେ ୧୦.୭୦% କୁ ହ୍ରାସ ପାଇଛି। ଏପରିକି ଚଳିତ ବର୍ଷ ଅଗଷ୍ଟ ମାସରେ ପାଇକାରୀ ଆଧାରିତ ମୁଦ୍ରାସ୍ଫୀତି ୧୨.୪୧%ରେ ପହଞ୍ଚତ୍ଛି ବୋଲି ଶୁକ୍ରବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ବିଶେଷକରି…

ସେନ୍‌ସେକ୍ସରେ ୩୯୧ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ,୧୪।୧୦:ଦିନକ ପରେ ପୁଣି ଥରେ ଦଲାଲ ଷ୍ଟ୍ରିଟ୍‌ର ଫଳାଫଳ ନିବେଶକଙ୍କୁ ନିରାଶ କରିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ମାର୍କେଟର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଫଳରେ କ୍ରମାଗତ ଭାବେ ଷ୍ଟକ୍‌ ବଜାରର କାରବାର…

ରିଲାଏନ୍ସ ରିଟେଲରେ ‘ଏନ୍‌ବିଏ ମର୍ଚ୍ଚାଣ୍ଡାଇଜ୍‌ ରେଞ୍ଜ୍‌’

ନୂଆଦିଲ୍ଲୀ,୧୪।୧୦:ରିଲାଏନ୍ସ ରିଟେଲ ଲିମିଟେଡ୍‌ ଏବଂ ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏସନ (ଏନ୍‌ବିଏ) ପକ୍ଷରୁ ଭାରତ ବଜାରରେ ଏନ୍‌ବିଏ ମର୍ଚ୍ଚଣ୍ଡାଇଜ୍‌ର ବିସ୍ତୃତ ବର୍ଗମାଳାର ଉନ୍ମୋଚନ କରାଯାଇଛି। ଏହି ନୂଆ ମର୍ଚ୍ଚାଣ୍ଡାଇଜ୍‌ ରିଲାଏନ୍ସ ରିଟେଲ୍‌ର କିଛି ନିର୍ଦ୍ଦିଷ୍ଟ ଷ୍ଟୋର ଏବଂ କମ୍ପାନୀର ଇ-କମର୍ସ ପ୍ଲାଟ୍‌ଫର୍ମରେ ମଧ୍ୟ…

ଯୋଗ-ଆୟୁର୍ବେଦର ଅନୁସନ୍ଧାନ କ୍ଷେତ୍ରରେ ପତଞ୍ଜଳି ଶ୍ରେଷ୍ଠ

ନୂଆଦିଲ୍ଲୀ,୧୪।୧୦: ୟୁନାଇଟେଡ୍‌ ନେସନ ବା ୟୁଏନ୍‌-ଏସ୍‌ଡିଜି ପୁରସ୍କାରପ୍ରାପ୍ତ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କୁ ଆଉ ଏକ ସମ୍ମାନ ଓ ମାନ୍ୟତା ଦିଆଯାଇଛି। ଏପରିକି ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଏବଂ ଏଲ୍‌ସେଭିଅର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣା ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ…

ଭଙ୍ଗା ଚାଉଳ ରପ୍ତାନିକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ,୧୪।୧୦: ଗତ କିଛିଦିନ ହେବ ଦେଶର ପ୍ରମୁଖ ବନ୍ଦରଗୁଡିକରେ ଟନ ଟନ ଭଙ୍ଗା ଚାଉଳ (ବ୍ରୋକେନ ରାଇସ) ରପ୍ତାନି ନ ହୋଇ ପଡିରହିଛି। କାରଣ ଭାରତ ସରକାର ନିକଟରେ ବିଦେଶକୁ ଚାଉଳ ରପ୍ତାନି ନ କରିବା ଲାଗି ଏକ ନିଷେଧାଦେଶ ଜାରି…

୫ଜି ଆସିବା ପରେ ଗ୍ରାହକଙ୍କୁ ଝଟ୍‌କା ଦେଲା ଜିଓ: ବନ୍ଦ କଲା ୧୨ ପ୍ଲାନ୍‌

ନୂଆଦିଲ୍ଲୀ,୧୩।୧୦: ୫ଜି ସେବା ଆରମ୍ଭ ହେବା ପରଠାରୁ ବଡ଼ ପଦକ୍ଷେପ ନେଇଛି ଜିଓ। କମ୍ପାନୀ ନିଜର ଓ୍ବେବ୍‌ସାଇଟ୍‌ରୁ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୨ ପ୍ଲାନ୍‌କୁ ବାଦ ଦେଇଛି। ଏହି ସମସ୍ତ ପ୍ଲାନ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର ସବ୍‌ସ୍କ୍ରିପଶନ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?