ଜାନୁୟାରୀରେ ୬ ନୂଆ ଗାଡ଼ି ବଜାରକୁ ଆସିବ

ଚଳିତ ବର୍ଷରେ ଅନେକ ୪ ଚକିଆ ଯାନ ବଜାରକୁ ଆସିବାର ସୂଚନା ରହିଛି। ସେଗୁଡ଼ିକର ଶୁଭାରମ୍ଭ ସମୟ ମଧ୍ୟ ନିର୍ଦ୍ଧାରିତ ହୋଇଛି। ସେଥିମଧ୍ୟରୁ ଜାନୁୟାରୀରେ ଆସିବାକୁ ଥିବା ଗାଡ଼ିଗୁଡିକର ଏକ ତାଲିକା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଉକ୍ତ ତାଲିକାରେ ଥିବା ଗାଡିଗୁଡିକ ହେଉଛି ଅଡି କ୍ୟୁ୭, କିଆ କାରନେସ, ବିଏମ୍‌ଡବ୍ଲ୍ୟୁ ଏକ୍ସ୩ ୨୦୨୨, ଟୟୋଟା ହିଲକ୍ସ, ଭଲ୍‌ଭୋ ଏକ୍ସସି ୪୦ ରିଚାର୍ଜ ଓ ସ୍କୋଡା କୋର୍ଡିଆକ ଭଳି ପ୍ରମୁଖ କମ୍ପାନୀର ସୌଖୀନ ଗାଡି ବଜାରକୁ ଆସୁଛି। ୨୦୨୨ ଜାନୁୟାରୀର ପ୍ରଥମ ଥର ପାଇଁ ଭାରତୀୟ ରାସ୍ତାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା କାରଗୁଡିକର ସମ୍ପୂର୍ଣ୍ଣ ହୋଷ୍ଟ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୁଦ୍ର,ମଧ୍ୟମ ବାଣିଜ୍ୟକୁ ଫେସ୍‌ବୁକ ଦେବ ୫୦ ଲକ୍ଷ ଟଙ୍କାର ଋଣ

ନୂଆଦିଲ୍ଲୀ,୨୨।୮: ଯଦି କ୍ଷୁଦ୍ର ଏବଂ ମଧ୍ୟମ ବାଣିଜ୍ୟ ଚଳାଉଛନ୍ତି ଏବଂ ଆପଣଙ୍କୁ ପୁଞ୍ଜିର ଆବଶ୍ୟକତା ରହିଛି ତେବେ ଏହା ପାଇବା ଲାଗି ନୂଆ ବିକଳ୍ପ ଆସିଛି। ଗ୍ଲୋବାଲ...

୨୦୨୨ରୁ ୫ଜି ସେବାର ଶୁଭାରମ୍ଭ

ଭୁବନେଶ୍ୱର,୨୯।୧୨: ନୂଆବର୍ଷରୁ ଦେଶବାସୀଙ୍କ ପାଇଁ ଦୂରସଞ୍ଚାର ମନ୍ତ୍ରଣାଳୟ ନୂଆ ସେବା ଆଣିବାକୁ ଯାଉଛି। ୨୦୨୨ରୁ ଭାରତରେ ୫ଜି ଇଣ୍ଟରନେଟ୍‌ ସେବା ପ୍ରଚଳନ ହେବାକୁ ଯାଉଛି ବୋଲି ସୂଚନା...

ମୋବାଇଲ ଆପ୍‌ର ଶୁଭାରମ୍ଭ: ଚାଷୀଙ୍କୁ ଭଡ଼ାରେ ଟ୍ରାକ୍ଟର ଯୋଗାଇବେ ସରକାର

ନୂଆଦିଲ୍ଲୀ,୨୪-୯: କାର୍‌, ବାଇକ ଭଳି ଏଣିକି ଟ୍ରାକ୍ଟର ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତିକୁ ଭଡ଼ାରେ ଆଣିହେବ। ଏଥିଲାଗି ସରକାରୀ ସ୍ତରରେ ବ୍ୟବସ୍ଥା ହୋଇଛି। ଏନେଇ କେନ୍ଦ୍ର...

ସପ୍ତାହେ ସୁଦ୍ଧା ସମ୍ପୂର୍ଣ୍ଣ ଠିକ୍‌ ହେବ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ

ଭୁବନେଶ୍ୱର,୨୮-୫: ଫନୀ ଯୋଗୁ ରାଜ୍ୟରେ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ କ୍ଷତିଗ୍ରସ୍ତ ହୋଇଛି। ନେଟଓ୍ବର୍କ ପୁନରୁଦ୍ଧାର କାର୍ଯ୍ୟ ତ୍ୱରିତ ଭିତ୍ତିରେ ଜାରି ରହିଛି। ଏଭଳି ସ୍ଥିତିରେ ଗ୍ରାହକମାନେ ଲ୍ୟାଣ୍ଡ...

ଏଟିଏମ୍‌ରୁ ନକଲି ନୋଟ ବାହାରିଲେ କରିବେ କ’ଣ…କିପରି ଫେରି ପାଇବେ ଟଙ୍କା ଜାଣନ୍ତୁ

ଆଜିର ଅତ୍ୟାଧୁନିକ ସମୟରେ ଡିଜିଟାଲ ନେଣଦେଣ ଜନଆଦୃତି ଲାଭ କଲାଣି। ବିଶେଷକରି ଏଟିଏମ୍‌ର ବ୍ୟବହାର ଦିନକୁ ଦିନ ବଢ଼ୁଛି। ଏହାଦ୍ୱାରା ଦରକାର ସମୟରେ ଟଙ୍କା ଉଠାଯାଇପାରୁଛି।...

ପି-ନୋଟ୍‌ସ ଜରିଆରେ ୮୨,୬୧୯ କୋଟି ନିବେଶ

ମୁମ୍ବାଇ,୨୪।୬: ଭାରତୀୟ ପୁଞ୍ଜି ବଜାରରେ ପାର୍ଟିସିପେଟରୀ ନୋଟ୍ସ(ପି-ନୋଟ୍ସ) ଜରିଆରେ ମେ’ ଶେଷ ସୁଦ୍ଧା ନିବେଶ ପ୍ରାୟ ୧୪୦୦ କୋଟି ଟଙ୍କା ବୃଦ୍ଧି ପାଇ ୮୨,୬୧୯ କୋଟି...

ପିଚାଇ, ଫ୍ରିଡ଼୍‌ମ୍ୟାନଙ୍କୁ ଗ୍ଲୋବାଲ ଲିଡରସିପ୍‌ ପୁରସ୍କାର

ଓ୍ବାଶିଂଟନ,୬-୬: ଗୁଗଲ ସିଇଓ ସୁନ୍ଦର ପିଚାଇ(୪୬) ଏବଂ ଆମେରିକା ଷ୍ଟକ୍‌ ଏକ୍ସଚେଞ୍ଜ ନ୍ୟାସ୍‌ଡ୍ୟାକ୍‌ ପ୍ରେସିଡେଣ୍ଟ ଆଡେନା ଫ୍ରିଡ୍‌ମ୍ୟାନଙ୍କୁ ଚଳିତ ବର୍ଷ ଲାଗି ଗ୍ଲୋବାଲ ଲିଡରସିପ୍‌ ପୁରସ୍କାର...

ଭାରି ପଡୁଛି ଟିକସ ବୋଝ; ୧୮.୨୮ ଟଙ୍କାରେ ମିଳନ୍ତା ପେଟ୍ରୋଲ

ନୂଆଦିଲ୍ଲୀ,୭।୫: ତେଲ ଉପରେ ଟିକସ ବୋଝ ଭାରି ପଡୁଛି। ଅଧିକ ଟିକସ ରହିବା ଯୋଗୁ ଗ୍ରାହକଙ୍କୁ ଚଢା ଦରରେ ପେଟ୍ରୋଲ ଡିଜେଲ କିଣିବାକୁ ପଡୁଛି। ଅନ୍ତର୍ଜାତୀୟ...

Advertisement
Archives

Model This Week