ବାଣିଜ୍ୟ

ସୋଚ୍‌ର ନୂଆ ଫେଷ୍ଟିଭ କଲେକ୍ସନ

ନୂଆଦିଲ୍ଲୀ,୧୨।୧୦: ଚଳିତ ପାର୍ବଣ ଉପଲକ୍ଷେ ସୋଚ୍‌ ପକ୍ଷରୁ ଆକର୍ଷଣୀୟ ନୂଆ ଫେଷ୍ଟିଭ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ସିଲ୍କ, ସିଲ୍କ ବ୍ଲେଣ୍ଡ୍‌, ଆର୍ଟ ସିଲ୍କ, ଅର୍‌ନେଟ୍‌ ବ୍ରୋକେଡ୍‌, ଚନ୍ଦେରି ଓ ଜର୍ଜେଟ୍‌ ଭଳି ସୁନ୍ଦର ଓ ସମୃଦ୍ଧ ଫ୍ୟାବ୍ରିକ୍‌ର…

୩ ବିଲିୟନ ଡଲାରର ମେଟାଭର୍ସ ନିର୍ମାଣ କରିବ ଟ୍ରାନ୍ସଲୁସିଆ

ନୂଆଦିଲ୍ଲୀ,୧୨।୧୦: ଟି ଆଣ୍ଡ୍‌ ବି ମିଡିଆ ଗ୍ଲୋବାଲ (ଥାଇଲାଣ୍ଡ)ର ଏକ ସହାୟକ କମ୍ପାନୀ ଟ୍ରାନ୍ସଲୁସିଆ ୩ ବିଲିୟନ ଡଲାର ମୂଲ୍ୟର ଏକ ଭର୍ଚୁଆଲ ୱାଲର୍‌ଡ ସୃଷ୍ଟି କରିବା ପାଇଁ ମେଟାଭର୍ସ ଏଲିମେଣ୍ଟ ସହ ଏକ ବିସ୍ତୃତ ଇକୋସିଷ୍ଟମ ନିର୍ମାଣ କରିବା ଲାଗି…

ଆମେରିକା, ଲଣ୍ଡନ, ଦୋହାକୁ ଉଡ଼ିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୨।୧୦: ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍‌ ଅଧିଗ୍ରହଣ କରିବା ପରେ ଅନେକ ବଡ଼ ପରିବର୍ତ୍ତନ କରାଯାଉଛି। ଏପରିକି ଚଳିତ ବର୍ଷ ଅକ୍ଟୋବର ୩୦ରୁ ଦେଶର ପ୍ରମୁଖ ସହରରୁ ଅନେକ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଆମେରିକା, ଦୋହା ଏବଂ…

ତଳମୁହାଁ ଅର୍ଥନୀତି: ମାନ୍ଦାବସ୍ଥା ଜଳଜଳ

ନୂଆଦିଲ୍ଲୀ,୧୨।୧୦: କୋଭିଡ୍‌-୧୯ ମହାମାରୀ ବିଶ୍ୱ ଅର୍ଥନୀତିକୁ ବହୁ ତଳକୁ ଟାଣିନେବା ପରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଓ ଅନ୍ୟ ରପ୍ତାନିକାରୀ ରାଷ୍ଟ୍ରଗୁଡ଼ିକରେ ଲାଗିରହିଥିବା ସଂଘର୍ଷ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଏହି ପୃଷ୍ଠଭୂମିରେ ଭାରତ ସମେତ ବିଭିନ୍ନ ଦେଶରେ…

ଭାରତର ବିକାଶ ହାର ହ୍ରାସ କଲା ଆଇଏମଏଫ୍‌…

ନୂଆଦିଲ୍ଲୀ,୧୧।୧୦ : ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପୂର୍ବାନୁମାନକୁ ୬.୮ପ୍ରତିଶତକୁ ହ୍ରାସ କରିଛି। ଏହା ସହିତ ଆଇଏମଏଫ ବିଶ୍ୱସ୍ତରୀୟ ଏଜେନ୍ସିରେ ମଧ୍ୟ ଯୋଗ ଦେଇଛି ଯେଉଁମାନେ ଭାରତର ଜିଡିପି ହାରର ପୂର୍ବାନୁମାନକୁ ହ୍ରାସ କରିଛନ୍ତି।…

ୟୁଟ୍ୟୁବ୍‌ର ଦୀପାବଳି ଅଫର୍‌: ମାତ୍ର ୧୦ ଟଙ୍କା ଦେଇ ପାଆନ୍ତୁ ୩ ମାସର ସବ୍‌ସ୍କ୍ରିପ୍‌ଶନ୍‌

ନୂଆଦିଲ୍ଲୀ,୧୧।୧୦: ଦିପାବଳୀ ଉପଲକ୍ଷେ ଗ୍ରାହକଙ୍କୁ ବିଶେଷ ଅଫର ଦେଉଛି ୟୁଟ୍ୟୁବ୍‌। କମ୍ପାନୀ ଦ୍ୱାରା ରିହାତି ମୂଲ୍ୟରେ ତିନି ମାସର ସବସ୍କ୍ରିପଶନ ଦିଆଯାଉଛି। ତେବେ ଏହି ପ୍ରିମିୟମ ସେବା ଅଫର୍‌ କେବଳ ସେହି ଉପଭୋକ୍ତାଙ୍କୁ ମିଳିବ ଯିଏ ଏଯାବତ୍‌ ୟୁଟ୍ୟୁବ୍‌ ସବ୍‌ସ୍କ୍ରିପ୍‌ଶନ କରି…

ଏସ୍‌ବିଆଇର ଯୋଗାଯୋଗ କେନ୍ଦ୍ର ପୁନର୍ଗଠନ

ନୂଆଦିଲ୍ଲୀ,୧୧।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି ପୁନର୍ଗଠିତ ଯୋଗାଯୋଗ କେନ୍ଦ୍ରରେ ୩୦ ପ୍ରକାରରୁ ଅଧିକ ବ୍ୟାଙ୍କିଙ୍ଗ ସମାଧାନ ସହ ୧୨ଟି ଭାଷାରେ ୨୪ ଘଣ୍ଟା ଉପଲବ୍ଧ ହେବ, ଯାହାକୁ ବ୍ୟାଙ୍କର…

୮୪୯୦ ଶାଖାରେ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଉଛି ଆଇପି

ଭୁବନେଶ୍ୱର,୧୧।୧୦: ଗତ ବର୍ଷକ ମଧ୍ୟରେ ଭାରତୀୟ ଡାକ ବା ଇଣ୍ଡିଆନ ପୋଷ୍ଟ (ଆଇପି)ର ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କ (ଆଇପିପିବି) ଓଡ଼ିଶାର ଲୋକ ଓ ଗ୍ରାହକଙ୍କର ଆଦର ଲାଭ କରିଛି। ବିଶେଷକରି ଉଭୟ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି ଆଇପିପିବି…

ଆୟକର ବ୍ୟବସ୍ଥାରେ ଦକ୍ଷ କରାଇବ ଟ୍ୟାକ୍ସବଡ଼ି

ଭୁବନେଶ୍ୱର,୧୧।୧୦: ଦେଶର ପ୍ରମୁଖ ଇନ୍‌କମ୍‌-ଟ୍ୟାକ୍ସ ଇ-ଫାଇଲିଙ୍ଗ୍‌ ପ୍ଲାଟ୍‌ଫର୍ମ ଟ୍ୟାକ୍ସବଡ଼ି ପକ୍ଷରୁ ଏକ ‘ଇନ୍‌କମ୍‌-ଟ୍ୟାକ୍ସ ଏକ୍ସପର୍ଟ କୋର୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆୟକର ଦାଖଲ, ଟିକସ ସମ୍ବନ୍ଧିତ ପରାମର୍ଶ, ଟିକସ ଯୋଜନା ଏବଂ ବିଜ୍ଞପ୍ତି ପରିଚାଳନା ଭଳି ବିଭିନ୍ନ ବ୍ୟବହାରିକ…

ଜୈବବିବିଧତା କ୍ଷେତ୍ରରେ ଟିଏସ୍‌ଏମ୍‌ଏଲ୍‌ ସମ୍ମାନିତ

ଭୁବନେଶ୍ୱର,୧୧।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌)କୁ ‘ଗ୍ରୋ ଉଇଥ୍‌ ନେଚର’ ଏବଂ ‘ନେଚର ଆଣ୍ଡ ୱାଇଲ୍ଡ ଲାଇଫ୍‌ କଞ୍ଜରଭେଶନ୍‌ ସୋସାଇଟି ଅଫ୍‌ ଓଡ଼ିଶା’ (ଏନ୍‌ଡବ୍ଲ୍ୟସିଏସ୍‌ଓ) ପକ୍ଷରୁ ସମ୍ମାନିତ କରାଯାଇଛି। ବିଶେଷକରି ଜୈବବିବିଧତାର ସଂରକ୍ଷଣ ଦିଗରେ…

ସେନ୍‌ସେକ୍ସରେ ୨୦୦ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ,୧୦।୧୦: ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି କ୍ରମାଗତ ଭାବେ ଷ୍ଟକ୍‌ ବଜାରର କାରବାର ଉପର ତଳ ରହିବା ଏବଂ ଅନ୍ତଜାର୍ତୀୟ ଘଟଣା ଯୋଗୁ ଦଲାଲ ଷ୍ଟ୍ରିଟ୍‌ର କାରବାର ମଧ୍ୟ…

ନବରାତ୍ରରେ ରିଟେଲ ଭେହିକିଲ ବିକ୍ରି ୫୭% ବୃଦ୍ଧି

ନୂଆଦିଲ୍ଲୀ,୧୧।୧୦: ଚଳିତ ବର୍ଷ ନବରାତ୍ରରେ ରିଟେଲ ଭେହିକିଲ ବିକ୍ରି ପ୍ରାୟ ୫୭% ବୃଦ୍ଧି ସହ ୫୩୯,୨୨୭ ୟୁନିଟ୍‌ରେ ପହଞ୍ଚତ୍ଛି। ଏପରିକି ଅଟୋମୋବାଇଲ କ୍ଷେତ୍ର ବର୍ତ୍ତମାନ ଏକ ବଡ଼ ଅଭିବୃଦ୍ଧି ଏବଂ ପୁନରୁଦ୍ଧାରର ସଙ୍କେତରେ ରହିଛି। ବିଶେଷକରି ଗତ ବର୍ଷ ଏହି ସମୟ(୨୦୨୧-୨୨)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?