ବାଣିଜ୍ୟ

ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟର ୨ୟ ସମାବର୍ତ୍ତନ ଉତ୍ସବ

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟ ଏପି’ର ୨ୟ ସମାବର୍ତ୍ତନ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଏପିଜେ ଅବଦୁଲ କଲାମ ଅଡିଟୋରିୟମ୍‌ ପରିସରରେ ଉକ୍ତ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ.…

ଅନୁଭା-ବାଲ୍‌କୋ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ କର୍କଟ ଚିକିତ୍ସାଳୟ ବେଦାନ୍ତର ବାଲକୋ ମେଡିକାଲ୍‌ ସେଣ୍ଟର (ବିଏମ୍‌ସି) ଏବଂ ଅନୁସନ୍ଧାନ ସଂସ୍ଥା ଅନୁଭା ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର ନିକଟରେ ସ୍ବାକ୍ଷରିତ ହୋଇଛି। ସେହି ଅନୁଯାୟୀ ବାଲକୋରେ କର୍କଟ ଜେନୋମିକ୍ସ ବାୟୋ ବ୍ୟାଙ୍କ ପାଇଁ…

ହାଭେଲ-ଫିନ୍‌ଲେକ୍ସର ରିଟେଲ୍‌ ପଏଣ୍ଟ

ଭୁବନେଶ୍ୱର,୧୦।୧୦: ଦେଶର ପ୍ରମୁଖ ବୈଦ୍ୟୁତିକ ଉତ୍ପାଦକ କମ୍ପାନୀ ହାଭେଲ,ଫିନ୍‌ଲେକ୍ସ ଭଳି ପ୍ରମୁଖ ଇଲେକ୍ଟ୍ରିକାଲ କମ୍ପାନୀର ରିଟେଲ ଏବଂ ହୋଲସେଲର ଆଉଟଲେଟ ସ୍ଥାନୀୟ ଡମଣା ନିକଟସ୍ଥ ଅରବିନ୍ଦ ନଗର ମାର୍କେଟ କମ୍ପ୍ଲେକ୍ସଠାରେ ଶୁଭାରମ୍ଭ ହୋଇଯାଇଛି। ଜେନ ଇଲେକ୍ଟ୍ରିକାଲସ ଆନୁକୂଲ୍ୟରେ ଉପରୋକ୍ତ କମ୍ପାନୀଗୁଡିକର ଷ୍ଟୋର…

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ମହାଳୟା’

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ନୂତନ କଲେକ୍ସନ ‘ମହାଳୟା’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଏହି ନୂତନ କଲେକ୍ସନ ମହାରାଷ୍ଟ୍ରର କଳା, ସଂସ୍କୃତି ଓ ଗୌରବ ଦ୍ୱାରା ଅନୁପ୍ରେରିତ ହୋଇଛି। ମହାଳୟା ନାମଟି ସମୃଦ୍ଧି…

‘ଆକ୍ସିସ ନାସଦାକ୍‌ ୧୦୦ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୧୦: ଭାରତର ଅଗ୍ରଣୀ ସମ୍ପତ୍ତି ପରିଚାଳନା କମ୍ପାନୀ ଆକ୍ସିସ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପକ୍ଷରୁ ‘ଆକ୍ସିସ୍‌ ନାସଦାକ୍‌ ୧୦୦ ଫଣ୍ଡ୍‌ ଅଫ୍‌ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି ା ଏହା ହେଉଛି ଏକ ଓପନ୍‌ ଏଣ୍ଡେଡ୍‌ ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌ ସ୍କିମ୍‌, ଯେଉଁଥିରେ ପାଣ୍ଠିକୁ…

ପ୍ରତ୍ୟକ୍ଷ ଟିକସ ଆଦାୟ ୨୪% ବୃଦ୍ଧି

ନୂଆଦିଲ୍ଲୀ,୧୦।୧୦: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଅକ୍ଟୋବର ୮ ପର୍ଯ୍ୟନ୍ତ ପ୍ରାୟ ୯ (୮.୯୮) ଟ୍ରିଲିୟନ ଟଙ୍କା ରହିଛି ବୋଲି ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ଗତ ବର୍ଷ ଏହି ସମାନ ଅବଧି ମଧ୍ୟରେ…

ଷ୍ଟାର୍ଟଅପ୍‌କୁ ମିଳିବ ବନ୍ଧକମୁକ୍ତ ଋଣ

ନୂଆଦିଲ୍ଲୀ,୯।୧୦: ସରକାର ଷ୍ଟାର୍ଟଅପ୍‌ କ୍ଷେତ୍ରକୁ ବଢ଼ାଇବା ସହ ଏଥିପ୍ରତି ସବୁ ବର୍ଗଙ୍କୁ ଆକୃଷ୍ଟ କରାଇବା ଲାଗି ବିଭିନ୍ନ ସୁବିଧା ପ୍ରଣୟନ କରିଛନ୍ତି। ବିଶେଷକରି ଦେଶରେ ଷ୍ଟାର୍ଟଅପ୍‌ ଉଦ୍ୟୋଗୀଙ୍କୁ ଯେଭଳି ସହଜରେ ଋଣ ମିଳିପାରିବ ସେ ନେଇ ମଧ୍ୟ ସରକାର ଅନେକ ବ୍ୟବସ୍ଥା…

ଆଜି ଜୀ ସାର୍ଥକରେ ‘ନବଦୁର୍ଗା’

ଭୁବନେଶ୍ୱର,୯।୧୦: ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଚଳିତ ପାର୍ବଣ ଅବସରରେ ଦର୍ଶକମାନଙ୍କୁ ମା’ଙ୍କର ମହିମା ସମ୍ପର୍କରେ ଅବଗତ କରାଇବା ପାଇଁ ରବିବାର ସନ୍ଧ୍ୟା ୬ଟା ୩୦ରେ ଜୀ ସାର୍ଥକର ସ୍ବତନ୍ତ୍ର…

ଆମେରିକାର ତୈଳ ରଣନୀତି ବିଫଳ, ଉତ୍ପାଦନ ହ୍ରାସ ଯୋଜନାରେ ଅଟଳ ଓପେକ୍‌…

ଓ୍ବାଶିଂଟନ,୯।୧୦ : ତୈଳ ଉତ୍ପାଦନକାରୀ ଦେଶ ସଂଗଠନ ଓପେକ୍‌ ପ୍ଲସ ଗତ ସପ୍ତାହରେ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲା। ଆମେରିକା ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା। ତେବେ ଆମେରିକା ତୈଳ ରଣନୀତି ବିଫଳ ହୋଇଛି। ତୈଳ ଉତ୍ପାଦନ ହ୍ରାସ କରିବା…

ମୁଡିଜ୍‌ର ଝଟ୍‌କାରେ ପାକିସ୍ତାନ ଅର୍ଥନୀତିରେ ଭୂକମ୍ପ…

ଇସଲାମାବାଦ,୮।୧୦ : ମୁଡିଜ୍‌ ଇନଭେଷ୍ଟର୍ସ ସର୍ଭିସ ଏହାର କ୍ରେଡିଟ ରେଟିଂକୁ ହ୍ରାସ କରି ପାକିସ୍ତାନର ସମସ୍ୟାକୁ ସଙ୍କଟ ଜନକ କରିଛି। ଫଳରେ ପାକିସ୍ତାନର ଅର୍ଥନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ମୁଡିଜ୍‌ ପାକିସ୍ତାନର ସୋଭରେନ୍‌ କ୍ରେଡିଟ ରେଟିଂକୁ ବି-୩ ରୁ ସିଏଏ-୧ କୁ…

ଗୁଗଲ ଟ୍ରେଣ୍ଡରେ ଦିଭମଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ,୮।୧୦: ଉଦୀୟମାନ ଯୁବ କଳାକାର ଦିଭମ ଜୁନେଜା ଗୁଗଲ ଟ୍ରେଣ୍ଡରେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ଏପରିକି ସେ ଗୁଗଲ ଟ୍ରେଣ୍ଡରେ ଦେଶର ପ୍ରମୁଖ ସେଲିବ୍ରିଟ ଓ ଅନ୍ୟମାନଙ୍କୁ ମଧ୍ୟ ପଛରେ ପକାଇଦେଇଥିଲେ। ବିଶେଷକରି ଫାୟାର ଏଗେନ ଏବଂ ନୟି…

ହିରୋର ଇଭି ସ୍କୁଟର ଉନ୍ମୋଚିତ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟକର୍ପର ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରି ଭେଇକିଲ (ଇଭି) ଯାନର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଶୁକ୍ରବାର ତା’ର ପ୍ରଥମ ଇଲେକ୍ଟ୍ରିକ୍‌ ସ୍କୁଟର ଭିଡା ଭି୧ର ଉନ୍ମୋଚନ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?