ବାଣିଜ୍ୟ

ଦୀପାବଳିରେ ହେବ ସୁନାର ବର୍ଷା

ଭୁବନେଶ୍ୱର,୧୭।୧୦: ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନ ଭିତ୍ତିକ ଘରୋଇ ଚ୍ୟାନେଲ ଜୀ ସାର୍ଥକ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ (ପ୍ରତିଯୋଗିତା) ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଦୀପାବଳିରେ ଜୀ ସାର୍ଥକରେ ପ୍ରସାରିତ କାର୍ଯ୍ୟକ୍ରମଗୁଡିକ ମଧ୍ୟରୁ କିଛି ସରଳ ପ୍ରଶ୍ନର ଉତ୍ତର…

ରେନୋର ୩ଡି ପ୍ରଚାର ଅଭିଯାନ

ନୂଆଦିଲ୍ଲୀ,୧୭।୧୦: ଦେଶର ପ୍ରମୁଖ ଚାରି ଚକିଆ ଯାନ ନିର୍ମାତା ରେନୋ ଇଣ୍ଡିଆ ପକ୍ଷରୁ ୩ଡି ପ୍ରଚାର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହାର ୩ଡି ଆୟାମୀ ପ୍ରକ୍ଷେପଣ ପ୍ରଯୁକ୍ତି ଯୁକ୍ତ ପ୍ରଚାର ଅଭିଯାନକୁ ନିକଟରେ ଚେନ୍ନାଇ, ବେଙ୍ଗାଲୁରୁ ଓ…

ବିଓଆଇର ଡିବିୟୁ ଉଦ୍‌ଘାଟିତ

ଭୁବନେଶ୍ୱର,୧୭ା୧୦: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ (ଡିବିୟୁ) ଉଦ୍‌ଘାଟିତ ହୋଇଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍‌ରେ ଦେଶର ୭୫ଟି ଜିଲାରେ ୭୫ଟି ଡିଜିଟାଲ୍‌ ଡିବିୟୁ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲା…

ଅର୍ଚ୍ଚନା ଏକ୍କା ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୧୦: ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ଲ’ କଲେଜ ସମ୍ମୁଖ ଶହୀଦନଗରଠାରେ ଅର୍ଚ୍ଚନା ଏକ୍କା ମେକପ୍‌ ଷ୍ଟୁଡିଓ ଓ ଏକାଡେମୀ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକାଡେମୀ ଓ ମେକଅପ୍‌ ଷ୍ଟୁଡିଓର ମୁଖ୍ୟ ଅର୍ଚ୍ଚନା ଏକ୍କା ଏହାକୁ ଉଦ୍‌ଘାଟନ…

ଚନ୍ଦ୍ରଶେଖରପୁରରେ କ୍ୱିକ୍‌ୱାଶ୍‌ର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୧୭।୧୦: ଦେଶର ପ୍ରମୁଖ ଲଣ୍ଡ୍ରି ବ୍ରାଣ୍ଡ୍‌ ‘କ୍ୱିକ୍‌ୱାଶ୍‌’ର ଆଉ ଏକ ଏକ୍ସକ୍ଲୁସିଭ ଆଉଟଲେଟ ସ୍ଥାନୀୟ ଚନ୍ଦ୍ରଶେଖରପୁର (ଡିଷ୍ଟ୍ରିକ୍ଟ ସେଣ୍ଟର) ଠାରେ ଶନିବାର ଉଦଘାଟିତ ହୋଇଯାଇଛି। ଏହା ପୂର୍ବରୁ କମ୍ପାନୀର ପ୍ରଥମ ଆଉଟଲେଟ ଝାରପଡ଼ାଠାର ରହିଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା…

ପାତ୍ର ଇଲେକ୍‌ଟ୍ରୋନିକ୍ସର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୧୭ା୧୦: ଚଳିତ ପାର୍ବଣ (ଦୁର୍ଗାପୂଜା) ଅବସରରେ ଗ୍ରାହକମାନଙ୍କର ସୁବିଧା ପାଇଁ ସ୍ଥାନୀୟ ଶହୀଦନଗର ଦୁର୍ଗାପୂଜା ମଣ୍ଡପଠାରେ ପାତ୍ର ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ୍‌ ଖୋଲାଯାଇଛି। ଏଠାରେ ଏଲ୍‌ଜି କମ୍ପାନୀର ନୂଆ ନୂଆ ଡିଜାଇନ, ମଡେଲ, କଲର ଓ ଟେକ୍ନୋଲୋଜିର ଜିନିଷ…

ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବ ଜୟଆଲୁକ୍କାସ

ଭୁବନେଶ୍ୱର, ୧୭।୧୦: ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ ପକ୍ଷରୁ ରବିବାର ସ୍ଥାନୀୟ ଶହୀଦ ନଗର (ଭୁବନେଶ୍ୱର,ଓଡ଼ିଶା) ଠାରେ ତା’ର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ…

୨୦୨୮ ସୁଦ୍ଧା ପୃଥିବୀର ତୃତୀୟ ବୃହତ ଅର୍ଥନୀତି ହେବ ଭାରତ…

ନୂଆଦିଲ୍ଲୀ,୧୬।୧୦ : ଆସନ୍ତା ୨୦୨୮ ବର୍ଷ ବେଳକୁ ଭାରତ ଜର୍ମାନୀ ଏବଂ ଜାପାନକୁ ଅତିକ୍ରମ କରି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇପାରେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ୱାଲର୍‌ଡ ଇକୋନୋମିକ ଡାଟାବେସକୁ ଦର୍ଶାଇ ଦ ଇକୋନୋମିକ ଟାଇମ୍ସ ଦ୍ୱାରା ପ୍ରକାଶିତ…

୪ଜି ସ୍ପିଡ୍‌ରେ ଜିଓ ୧ ନମ୍ବର

ନୂଆଦିଲ୍ଲୀ,୧୬।୧୦: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ସହ ଅପ୍‌ଲୋଡ୍‌ ସ୍ପିଡ୍‌ରେ ମଧ୍ୟ ୧ ନମ୍ବର ସ୍ଥାନ ହାସଲ କରିଛି। ବିଶେଷକରି ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ଗତ…

ଜିଓ ମାର୍ଟ, ସ୍ମାର୍ଟ ଷ୍ଟୋରରେ ‘ବେଷ୍ଟିଭାଲ୍‌ ସେଲ୍‌’

ନୂଆଦିଲ୍ଲୀ,୧୬।୧୦: ରିଲାଏନ୍ସ ରିଟେଲ୍‌ର ଜିଓ ମାର୍ଟ ଏବଂ ସ୍ମାର୍ଟ ଷ୍ଟୋର ପକ୍ଷରୁ ‘ବେଷ୍ଟିଭାଲ୍‌ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସ୍ବତନ୍ତ୍ର ସେଲ୍‌ (ଅଫର) ଚଳିତ ବର୍ଷ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଏଥିରେ ଇ-ମାର୍କେଟ୍‌ପ୍ଳେସ୍‌ର ଦ୍ରୁତ ସମ୍ପ୍ରସାରଣ…

ଗ୍ରାମୀଣ ମହିଳାଙ୍କୁ ସକ୍ଷମ କରାଉଛି ବେଦାନ୍ତ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ପ୍ରତିଷ୍ଠାନ ବେଦାନ୍ତ ଆଲୁମିନିୟମ ହଜାର ହଜାର ଗ୍ରାମୀଣ ମହିଳାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇଛି। ବିଶେଷକରି ଦକ୍ଷତା, ଆର୍ଥିକ ସାକ୍ଷରତା, ସମ୍ବଳ, ପ୍ରଯୁକ୍ତିବିଦ୍ୟା ଏବଂ ବଜାର ସହାୟତା ଜରିଆରେ ସେମାନଙ୍କୁ ସକ୍ଷମ କରାଇ ଜାତୀୟ…

ଓଡ଼ିଶାର ଆମ୍ବଚାଷୀଙ୍କ ଆୟ ଦ୍ୱିଗୁଣିତ କରାଇବ କୋକା-କୋଲା

ଭୁବନେଶ୍ୱର,୧୫।୧୦:କୋକା-କୋଲା ଫାଉଣ୍ଡେଶନ ପକ୍ଷରୁ ଓଡ଼ିଶାରେ କୃଷିଭିତ୍ତିକ ପ୍ରକଳ୍ପ ‘ଉନ୍ନତି ଅମ୍ରିତ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଫାଉଣ୍ଡେଶନର ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ ଉନ୍ନତି ପ୍ରକଳ୍ପ, ଯାହାକି ଫଳ ସର୍କୁଲାର ଇକୋନୋମି ପଦକ୍ଷେପର ଏକ ପ୍ରମୁଖ ଅଂଶ। ଫାଉଣ୍ଡେଶନ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?