ସେନ୍‌ସେକ୍ସ ୩୬୭ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ଚଳିତ ସପ୍ତାହର କ୍ରମାଗତ ୩ୟ ଦିନ ଲାଗି ଶେୟାର ବଜାରରେ ଉସତ୍ାହ ବୃଦ୍ଧି ପାଉଛି। କୋଭିଡ କଟକଣା ଓ ଓମିକ୍ରନର ଭୟ ମଧ୍ୟରେ ଷ୍ଟକ ବଜାର କାରବାର ଆଶାନୁରୂପ ଭାବେ ବୃଦ୍ଧି ଘଟିଛି। ବୁଧବାର ଶେୟାର ବଜାରର ସୂଚନା ଅନୁସାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ର ସେନସେକ୍ସ ୩୬୭.୨୨ ପଏଣ୍ଟ (୦.୬୧%) ବୃଦ୍ଧି ପାଇ ୬୦,୨୨୩.୧୫ ଅଙ୍କରେ ରହିଥିଲା ବେଳେ ନିଫ୍ଟି ୧୨୦ ପଏଣ୍ଟ (୦.୬୭%) ବୃଦ୍ଧି ପାଇ ୧୭,୯୨୫.୨୫ ଅଙ୍କରେ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲନ୍‌ ମସ୍କଙ୍କୁ ୫୦ ବିଲିୟନ ଡଲାର କ୍ଷତି

ଲଗାତର ଦ୍ୱିତୀୟ ଦିନ ଧରି ଟେସ୍‌ଲାର ଶେୟାର କାରବାର ଖସିଛି। ଫଳରେ ଏଲନ୍‌ ମସ୍କଙ୍କର ସମ୍ପତ୍ତିରେ ୫୦ ବିଲିୟନ ଡଲାର ହ୍ରାସ ହୋଇଛି। ବ୍ଲୂମ୍‌ବର୍ଗ ବିଲିୟନେୟାର...

ତେଲ ଦର: ଟୁଇଟରରେ ଲୋକଙ୍କ ରୋଷ

ନୂଆଦିଲ୍ଲୀ: କରୋନା କାଳରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି। ବୁଧବାର ନୂଆଦିଲ୍ଲୀରେ ତେଲ ଦର ୧୦୦ ଟଙ୍କା ଛୁଇଁଛି। ତେଲର...

ଇଭି ଚାର୍ଜିଂ କରିଡର ନିର୍ମାଣ କରିବ ବିପିସିଏଲ୍‌

ନୂଆଦିଲ୍ଲୀ, ୧୪।୪:  ଦେଶର ୧ଶହ ବ୍ୟସ୍ତବହୁଳ ଜାତୀୟ ରାଜପଥରେ ୧୦୦ଟି ଫାଷ୍ଟ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି) କରିଡର ନିର୍ମାଣ ସମ୍ପର୍କରେ ରାଷ୍ଟ୍ରାୟତ୍ତ ପେଟ୍ରୋଲିୟମ୍‌ ମାର୍କେଟିଂ କମ୍ପାନୀ ଭାରତ...

ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୨ ବର୍ଷର ପରମ୍ପରା; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ଅନୁଷ୍ଠିତ

ମୁମ୍ବାଇ,୨୭।୧୦: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୨ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ରବିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ...

ଚାଇନା ବିରୋଧରେ ଏକାଠି ହେଲେ ବ୍ୟବସାୟୀ

ନୂଆଦିଲ୍ଲୀ,୧୮।୬: ଚାଇନା ସେନା ଦ୍ୱାରା ଭାରତୀୟ ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ନିନ୍ଦା କରାଯାଇଛି। ଚାଇନାର ଏଭଳି ନୀତିକୁ...

ବଜେଟ ୨୦୨୧-୨୨

ମୁଖ୍ୟାଂଶ ସ୍ବାସ୍ଥ୍ୟ ବଜେଟ ୯୪,୦୦୦ କୋଟିରୁ ୨.୩୮ ଲକ୍ଷ କୋଟିକୁ ବୃଦ୍ଧି ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା କୋଭିଡ୍‌ ଟିକା ପାଇଁ...

ଏନ୍‌ଆଇପିଏଫ୍‌ପିର ଅଧ୍ୟକ୍ଷ ଭାର ସମ୍ଭାଳିବେ ଉର୍ଜିତ

ନୂଆଦିଲ୍ଲୀ,୧୯।୬: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ଉର୍ଜିିତ ପଟେଲ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ ଫାଇନାନ୍ସ ଆଣ୍ଡ ପିଲିସି(ଏନ୍‌ଆଇପିଏଫ୍‌ପି)ର ଅଧ୍ୟକ୍ଷ ଭାର ସମ୍ଭାଳିବେ।...

ଇ-ଯାନର ଚାହିଦା ବଢ଼ିବ: ଅଖିଳ ପୋଦ୍ଦାର

ଓଡ଼ିଶାରେ ଦୁଇଚକିଆ ଯାନର ବେଶ୍‌ ଆଦର ରହିଛି। ସହର ହେଉ କିମ୍ବା ଗ୍ରାମାଞ୍ଚଳ, ସବୁ ବର୍ଗର ଲୋକେ ଦୁଇଚକିଆ ଯାନ ଉପରେ ନିର୍ଭର କରିଥାଆନ୍ତି। ତେଣୁ...

Advertisement
Archives

Model This Week