ମହଙ୍ଗା ମାଡ଼ ଜାରି
ନୂଆଦିଲ୍ଲୀ, ୧୩ା୧: ଦେଶରେ ମହଙ୍ଗା ମାଡ଼ ଜାରି ରହିଛି। ଖାଉଟିଙ୍କୁ ଦରଦାମ ବୃଦ୍ଧିଜନିତ ବୋଝରୁ ଆଶ୍ୱସ୍ତି ମିଳିପାରୁନାହିଁ। ଖାଦ୍ୟ ସାମଗ୍ରୀରେ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ଗତ ନଭେମ୍ବର ତୁଳନାରେ ଡିସେମ୍ବରରେ ଲମ୍ବା ଡିଅଁା ମାରିଛି। ଖାଉଟି ମୂଲ୍ୟ...
ପୁଣି ବଢ଼ିଲା ଆୟକର ରିଟର୍ଣ୍ଣ ଅବଧି, ଜାଣନ୍ତୁ…
ନୂଆଦିଲ୍ଲୀ,୧୧।୧: ପୁଣିଥରେ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ(ଆଇଟିଆର୍) ଅବଧିକୁ ବଢ଼ାଇ ଦେଇଛନ୍ତି। ଏବେ ଆଇଟିଆର୍ ଦାଖଲର ଶେଷ ତାରିଖକୁ ୨୦୨୨ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରାଯାଇଛି। କରୋନା ପାଇଁ ଟିକସଦାତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି...
ବିଭିନ୍ନ ବ୍ୟାଙ୍କରେ ରହିଛି ୬୨୦୮.୦୩ କୋଟି ଟଙ୍କା, ହାଇକୋର୍ଟରେ ଡିଏମଆରସିର ସୂଚନା…
ନୂଆଦିଲ୍ଲୀ, ୧୧।୧ : ଦିଲ୍ଲୀ ମେଟ୍ରୋ ରେଳ ନିଗମ ଲିମିଟେଡ (ଡିଏମଆରସି)ର ବିଭିନ୍ନ ବ୍ୟାଙ୍କରେ ମୋଟ ୬୨୦୮.୦୩ କୋଟି ଟଙ୍କା ରହିଛି। ଏନେଇ ଡିଏମଆରସି ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମୁଖରେ ସୂଚନା ପ୍ରଦାନ କରାଯାଇଛି। ଦିଲ୍ଲୀ ବିମାନ ବନ୍ଦର ମେଟ୍ରୋ...
ଏସଟିପିଆଇରେ ୫ ଲକ୍ଷ କୋଟି କାରବାର ଲକ୍ଷ୍ୟ
ନୂଆଦିଲ୍ଲୀ,୧୦।୧: ଓମିକ୍ରନ୍ ଭାରିଆଣ୍ଟ କାରବାର ବୃଦ୍ଧିର ପ୍ରତିବନ୍ଧକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ସଫ୍ଟୱେର୍ ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆ (ଏସ୍ଟିପିଆଇ)ର ଜଣେ ଉଚ୍ଚ ପଦାଧିକାରୀଙ୍କ ସୂଚନା ଅନୁଯାୟୀ ଏସଟିପିଆଇ ସ୍କିମ୍ ଅଧୀନରେ ପଞ୍ଜୀକୃତ ୟୁନିଟ୍ ଗୁଡିକର କାର୍ଯ୍ୟଦକ୍ଷତାକୁ...
ଆହୁରି ବଢ଼ିବ କଞ୍ଜୁମର ପ୍ରଡକ୍ଟ ମୂଲ୍ୟ
ଚଳିତବର୍ଷ ପ୍ରଥମ ମାସରୁ ହିଁ କଞ୍ଜୁମର ଉତ୍ପାଦଗୁଡ଼ିକର ଦର ବୃଦ୍ଧି ଘଟିଛି। ବିଶେଷ କରି ଏୟାର କଣ୍ଡିଶନର ଏବଂ ରେଫ୍ରିଜରେଟରଗୁଡ଼ିକର ମୂଲ୍ୟ ବୃଦ୍ଧି ଘଟିଛି। ଦେଶର ପ୍ରମୁଖ ସାମଗ୍ରୀ ନିର୍ମାତା ସଂସ୍ଥାଗୁଡ଼ିକ ନିରୁପାୟ ବୋଲି ସେମାନେ କହିଛନ୍ତି। କାରଣ କଞ୍ଚାମାଲର...
ତୀବ୍ର ହେଉଛି ଫ୍ୟୁଚର ଡିଲ୍ ମାମଲା
ନୂଆଦିଲ୍ଲୀ, ୧୦।୧: ଦେଶର ସବୁଠାରୁ ଚର୍ଚ୍ଚାର ମାମଲା ହେଉଛି ଫ୍ୟୁଚର ଗ୍ରୁପ ଡିଲ୍। ୨୦୧୯ରେ ହୋଇଥିବା ଡିଲ୍ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଆମାଜନ ନ୍ୟାଶନାଲ କମ୍ପାନୀ ଲ’ ଆପିଲ ଟ୍ରିବ୍ୟୁନାଲରେ (ଏନ୍ସିଏଲ୍ଏଟ) ପ୍ରତିଯୋଗିତା ଆୟୋଗର ଭାରତ (ସିସିଆଇ) ସ୍ଥଗିତା...
ଜନଧନରେ ୧.୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଞ୍ଚୟ
ନୂଆଦିଲ୍ଲୀ,୧୦।୧: ଗତ ୭ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜନ ଧନ ଯୋଜନା’ ନିକଟରେ ଏକ ବିରଳ ରେକର୍ଡ ହାସଲ କରିଛି। ଏହି ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକରେ ବର୍ତ୍ତମାନ ୧.୫ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜମା...
ଉର୍ଜିତ ପଟେଲ ଏଆଇଆଇବି ଉପାଧ୍ୟକ୍ଷ
ବେଜିଂ,୧୦ା୧: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କୁ ଏସିଆନ୍ ଇନ୍ଫ୍ରାଷ୍ଟ୍ରକ୍ଚର ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି) ଭାଇସ୍-ପ୍ରେସିଡେଣ୍ଟ ଭାବେ ନିଯୁକ୍ତି ମିଳିଛି। ସେ ଆସନ୍ତା ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଏହି ଗୁରୁଦାୟିତ୍ୱ ତୁଲାଇବେ। ଉକ୍ତ ବହୁପାକ୍ଷିକ ଫଣ୍ଡିଂ ପ୍ରତିଷ୍ଠାନ...
ବିଳାଶପୂର୍ଣ୍ଣ ହୋଟେଲ କିଣିଲେ ମୁକେଶ ଅମ୍ବାନୀ, ଦିନକର ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମୁମ୍ବାଇ,୯।୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆମେରିକାର ନ୍ୟୁୟର୍କ ସହରରେ ଥିବା ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ କିଣିଛନ୍ତି। ଏହି ହୋଟେଲକୁ ସେ ୭୨୮ କୋଟି ଟଙ୍କା କିଣିଛନ୍ତି। ମୁକେଶ ଅମ୍ବାନୀ ଏହା ପୂର୍ବରୁ ବ୍ରିଟେନର କଣ୍ଟ୍ରି କ୍ଲବ...
ଘଣ୍ଟାଏ ହେଲା ଚାଲୁନି ଗୁଗଲ ପେ, ଫୋନ ପେ
ନୂଆଦିଲ୍ଲୀ,୯।୧: ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ଗୁଗଲ ପେ, ଫୋନ ପେ, ପେଟିଏମ୍ ଭଳି ବିଭିନ୍ନ ୟୁପିଆଇ ଆପ୍ଲିକେଶନରେ ଅନଲାଇନ ପେମେଣ୍ଟ ହୋଇପାରୁ ନାହିଁ। ଏଥିଯୋଗୁ ବହୁ ସଂଖ୍ୟାରେ ୟୁପିଆଇ ୟୁଜର୍ସ ପେମେଣ୍ଟ ହେଉ ନ ଥିବା ଏବଂ...
କୋଭିଡ୍ର ୩ୟ ଲହର ଯୋଗୁ ବ୍ୟବସାୟ ହ୍ରାସ
ମୁମ୍ବାଇ,୯।୧: ସାରା ଦେଶରେ କୋଭିଡ୍ ସଂକ୍ରମଣର ସଂଖ୍ୟା ବୃଦ୍ଧି ଯୋଗୁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କଟକଣା ଜାରି କରାଯାଉଛି। କୋଭିଡ୍ ମାମଲା ବୃଦ୍ଧି ବ୍ୟବସାୟ ତଥା ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ବେଶ୍ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି...
ଏୟାରଟେଲ-ପାର୍କ+ ମଧ୍ୟରେ ଚୁକ୍ତି
ଭୁବନେଶ୍ୱର,୯।୧: ଫାସ୍ଟାଗ୍ ଆଧାରିତ ସ୍ମାର୍ଟ ପାର୍କିଂ ସମାଧାନ ଯୋଗାଇବା ଲାଗି ଭାରତର ଅଗ୍ରଣୀ ଫାସ୍ଟାଗ୍ ପ୍ରଦାନକାରୀଙ୍କ ମଧ୍ୟରୁ ଅନ୍ୟତମ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ପାର୍କ ସହିତ ଏକ ଚୁକ୍ତି ସ୍ବାକ୍ଷର ସମ୍ପର୍କରେ ଘୋଷଣା କରାଯାଇଛି। ପାର୍କ+ ଫାସ୍ଟାଗ୍ ମାଧ୍ୟମରେ...
Archives


