ବାଣିଜ୍ୟ

ବାଣିଜି୍ୟକ କାର୍ଯ୍ୟକଳାପରେ ଆର୍‌ପିଏ ପ୍ରଚଳନ

ଭୁବନେଶ୍ୱର,୧୮ା୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରୋବୋଟିକ୍‌ ପ୍ରୋସେସ୍‌ ଅଟୋମେଶନ(ଆର୍‌ପିଏ)ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ତା’ର ବାଣିଜି୍ୟକ କାର୍ଯ୍ୟକଳାପରେ ଆର୍‌ପିଏ ପ୍ରଚଳନ କରୁଥିବା ଜଣାପଡ଼ିଛି। ଏହା ଭାରତର ଧାତୁ ଓ ଖଣି ଉଦ୍ୟୋଗ ପାଇଁ ପ୍ରଥମ…

୨୦୨୩ ସୁଦ୍ଧା ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ କରିବାକୁ ଲକ୍ଷ୍ୟ: ଏଲନ୍‌ ମସ୍କ

ନୂଆଦିଲ୍ଲୀ,୧୭।୨: ୨୦୨୩ ଶେଷ ସୁଦ୍ଧା ଟୁଇଟରକୁ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଏଲନ୍‌ ମସ୍କ କହିଛନ୍ତି। ଏଥିପାଇଁ କମ୍ପାନୀ ଖର୍ଚ୍ଚକୁ ହ୍ରାସ କରୁଥିବା ଜଣାପଡିଛି। ଇତିମଧ୍ୟରେ ଟୁଇଟର ମାଲିକ ଏଲନ୍‌ ମସ୍କ ଭାରତରେ ଥିବା ୩ଟି କାର୍ଯ୍ୟାଳୟ…

୩ରୁ ୨କାର୍ଯ୍ୟାଳୟକୁ ବନ୍ଦ କଲା ଟୁଇଟର ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ବିଶ୍ୱର ଆଇଟି କମ୍ପାନୀଗୁଡିକ ଦ୍ୱାରା ବଡ଼ ଧରଣର ଛଟେଇ କରାଯାଉଛି। ଭାରତ ଏଥିରୁ ବାଦ୍‌ ପଡ଼ିନାହିଁ। ଏହି କ୍ରମରେ ଟୁଇଟର ଇଣ୍ଡିଆ ଦେଶରେ ଥିବା ମୁମ୍ବାଇ ଏବଂ ଦିଲ୍ଲୀ କାର୍ଯ୍ୟାଳୟ ବନ୍ଦ କରିଦେଇଛି । ବର୍ତ୍ତମାନ କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ…

ଟିପିସିଓଡିଏଲ୍‌ ପକ୍ଷରୁ ଓଟିଏସ୍‌ ସେବା

ଭୁବନେଶ୍ୱର,୧୭।୨:ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକକାଳୀନ ସମାଧାନ ସ୍କିମ୍‌ (ଓଟିଏସ୍‌) ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅତୀତର ବକେୟା ବିଲ୍‌ ପେମେଣ୍ଟ ଉପରେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ…

ମହିନ୍ଦ୍ରା ପକ୍ଷରୁ ମାଗଣା ଚେକ୍‌ଅପ୍‌ ଶିବିର

ଭୁବନେଶ୍ୱର,୧୭।୨:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ଏକ ମେଗା ଚେକ୍‌ଅପ୍‌ ଶିବିର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଉତ୍କଳ ମହିନ୍ଦ୍ରା ପରିସରରେ ଗୁରୁବାରଠାରୁ ଆନୁଷ୍ଠାନିକ ଭାବେ ଉକ୍ତ ଶିବିରର ଶୁଭାରମ୍ଭ କରାଯାଇଛି।…

ହୋଣ୍ଡା ଆକ୍ଟିଭା ସ୍ମାର୍ଟ କି’ ମଡେଲର ଅନାବରଣ

କଟକ,୧୭।୨:ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ହୋଣ୍ଡା ଆକ୍ଟିଭା ସ୍ମାର୍ଟ କି-୨୦୨୩କୁ ନିକଟରେ ଉନ୍ମୋଚନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ସହରର ସ୍ବୀକୃତିପ୍ରାପ୍ତ ହୋଣ୍ଡା ଡିଲର ଉତ୍କଳ…

ପୋଖରୀପୁଟରେ ଏଚ୍‌ଡିଏଫ୍‌ସିର ନୂତନ ଶାଖା

ଭୁବନେଶ୍ୱର,୧୭।୨:ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଆଉ ଏକ ନୂତନ ଶାଖା ଆନୁଷ୍ଠାନିକ ଭାବେ ଗୁରୁବାର ସ୍ଥାନୀୟ ପୋଖରୀପୁଟ ଅଞ୍ଚଳରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି…

ଗହମ ମୂଲ୍ୟରେ ୫ଟଙ୍କା ହ୍ରାସ

ନୂଆଦିଲ୍ଲୀ,୧୭।୨:ଗତ କିଛିଦିନ ହେବ ଦରଦାମକୁ ନେଇ ସବୁ ସ୍ଥରରେ ବିରୋଧ ପ୍ରଦର୍ଶନ କରାଯାଥିଲା। ଫଳରେ କେନ୍ଦ୍ର ସରକାର ଗୁରୁବାର ପାଇକାରୀ ଓ ଖୁଚୁରା ବଜାରରେ ଗହମ କେଜି ପିଛା ୫ ଟଙ୍କା ହ୍ରାସ କରିଥିବା କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା…

ଆଉ ୩୭୦ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨:ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଗୁରୁବାର ଏକ ବାଣିଜି୍ୟକ ଅର୍ଡର ସମ୍ପର୍କରେ ଘୋଷଣା କରିଛି। ଏପରିକି କମ୍ପାନୀ ବର୍ତ୍ତମାନ ଆଉ ୩୭୦ ବେସାମରିକ ବିମାନ ଜେଟ୍‌ କିଣିବାକୁ ଚାହୁଁଛି। ନିକଟରେ…

୨୦୨୪ ସୁଦ୍ଧା ୧୫ କୋଟି ୫ଜି ବ୍ୟବହାରକାରୀ

ନୂଆଦିଲ୍ଲୀ,୧୭।୨:ଗତ କିଛିଦିନ ୫ଜି ସେବାକୁ ନାନା ପ୍ରକାର ଚର୍ଚ୍ଚା ଓ ଆଲୋଚନା ହେଉଥିଲା। ଏପରିକି ବର୍ତ୍ତମାନ ସମୟରେ ଦେଶର ପ୍ରମୁଖ ସହରରେ ୫ଜି ସେବା ସେବା ପହଞ୍ଚତ୍ନାହିଁ। ସାରା ଦେଶରେ ୫ଜି ସେବା ଓ ସୁବିଧା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସେହିଭଳି…

ଟାଟା ଷ୍ଟିଲ୍‌ ପକ୍ଷରୁ ଟିଏମ୍‌ଟି ବାର୍‌ ପରିବହନ

ଭୁବନେଶ୍ୱର,୧୭।୨:ଟାଟା ଷ୍ଟିଲ୍‌ ପକ୍ଷରୁ ଇଣ୍ଡୋ-ବାଂଲାଦେଶ ପ୍ରୋଟୋକଲ୍‌ ରୁଟ୍‌କୁ ବ୍ୟବହାରକରି ପଶ୍ଚିମବଙ୍ଗରୁ ତ୍ରିପୁରାକୁ ମଲ୍ଟି-ମୋଡାଲ ମାଧ୍ୟମରେ ଟିଏମ୍‌ଟି ବାର୍‌ ପରିବହନ କରାଯାଇଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଉପସଭାପତି ଜିଏସ୍‌ପି ଆଣ୍ଡ୍‌ ସପ୍ଲାଏ ଚେନ୍‌ ପୀୟୂଷ ଗୁପ୍ତା କହିଛନ୍ତି, ଅନ୍ତର୍ଦ୍ଦେଶୀୟ ଜଳପଥକୁ ବ୍ୟବହାର…

ଗୋଦ୍‌ରେଜ୍‌ର ଲିକ୍‌ ପ୍ରୁଫ୍‌ ସ୍ପ୍ଲିଟ୍‌ ଏୟାର କଣ୍ଡିସନର

ଭୁବନେଶ୍ୱର,୧୭।୨:ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ଆଣ୍ଟି ଲିକ୍‌ ପ୍ରଯୁକ୍ତିକୁ ବ୍ୟବହାରକରି ପ୍ରସ୍ତୁତ କରାଯାଇଥିବା ଲିକ୍‌ ପ୍ରୁଫ୍‌ ସ୍ପ୍ଲିଟ୍‌ ଏୟାର କଣ୍ଡିସନରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ପକ୍ଷରୁ ମଧ୍ୟ ଉକ୍ତ ପ୍ରଯୁକ୍ତିର ପେଟେଣ୍ଟ ପାଇଁ ଆବେଦନ କରାଯାଇଛି। ବିଶେଷକରି ଚିନ୍ତାଶୀଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?