ଏଚ୍‌ ଆଣ୍ଡ ଏମ୍‌ର ଏକ୍ସକ୍ଲୁସିଭ କଲେକ୍ସନ

ଭୁବନେଶ୍ୱର,୧୮ା୩: ଦେଶର ପ୍ରମୁଖ ରିଟେଲ ଗାର୍ମେଟ ଚେନ୍‌ ‘ଏଚ୍‌ ଆଣ୍ଡ ଏମ୍‌’ର ଏକ୍ସକ୍ଲୁସିଭ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ବସନ୍ତଋତୁ ଅବସରରେ ଉକ୍ତ ସଂଗ୍ରହ ନୂତନ ଋତୁ ପାଇଁ ଷ୍ଟାଇଲ ପରିବର୍ତ୍ତନର ସମ୍ଭାବନାକୁ ଅନୁସନ୍ଧାନ ଜାରି ରଖିଛି। ଏପରିକି ପୌରାଣିକ ଦ୍ୱୀପ ଇସ୍ଲା ହେନେସ୍‌ ଦ୍ୱାରା ଅନୁପ୍ରାଣିତ ହୋଇଛି। ଉକ୍ତ ସଂଗ୍ରହ ଗ୍ରାହକମାନଙ୍କୁ ପରୀକ୍ଷଣ କରିବାକୁ ସୁଯୋଗ ଦେଇଥାଏ। ସେହିଭଳି ବିଭିନ୍ନ ପ୍ରକାର କ୍ରାଫ୍ଟ ସଫ୍ଟ ଟୋନ୍‌, ବୋଲ୍ଡ ଆକୃତି ଏବଂ ଟ୍ୟାକ୍ଟିଲ୍‌ ଟେକ୍ସଚର ପ୍ରଦାନ କରିଥାଏ। ଏଚ୍‌ ଆଣ୍ଡ ଏମ୍‌ ବସନ୍ତ ୨୦୨୩ ସଂଗ୍ରହ ଦୁଇଟି ଡ୍ରପ୍‌ରେ ଆରମ୍ଭ ହେବ। ପ୍ରି-ସ୍ପ୍ରିଙ୍ଗ୍‌ ଚଳିତ ବର୍ଷ ମାର୍ଚ୍ଚ ୨ୟ ସପ୍ତାହରୁ ଏବଂ ମାର୍ଚ୍ଚ ୩୦ରେ ସ୍ପ୍ରିଙ୍ଗ୍‌ କଲେକ୍ସନ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ଷ୍ଟୋରରେ ଉପଲବ୍ଧ ହେବ। ଏ ସମ୍ପର୍କରେ କନ୍‌ସେପ୍ଟ ଡିଜାଇନର ଏଲିନା ମାସ୍‌ଗାଲୋସ୍‌ କହିଛନ୍ତି, ଏଚ୍‌ ଆଣ୍ଡ ଏମ୍‌ରେ ଆମେ ସମ୍ଭାବନାର ଏକ ନୂତନ ପରିଚୟ ଦେଖୁ। ଆମେ ଆଶା କରୁ ଉପରୋକ୍ତ ସଂଗ୍ରହ ଆମ ଗ୍ରାହକମାନଙ୍କୁ ବିଭିନ୍ନ ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ଭ୍ରମଣ କରିବାକୁ ଉତ୍ସାହିତ କରିବ ଏବଂ ଇଲେକ୍ଟିକ୍‌ ଖଣ୍ଡ ଦ୍ୱାରା ଅନୁପ୍ରାଣିତ ହୁଅନ୍ତି। ଅପରପକ୍ଷରେ ଏହି ସଂଗ୍ରହକୁ ୨ଟି ଭାଗରେ ବିଭକ୍ତ କରାଯାଇଛି, ଯଥା ପ୍ରି-ସ୍ପ୍ରିଙ୍ଗ୍‌ ଏବଂ ସ୍ପ୍ରିଙ୍ଗ୍‌। ପ୍ରତ୍ୟେକ ଉନ୍ମୋଚନରେ ୪ଟି ଥିମ୍‌ ଏକ ଭିନ୍ନ କାହାଣୀ କହିଥାଏ,ଯାହା ଇସ୍ଲା ହେନେସରେ ପରିବର୍ତ୍ତନ ପାଇଁ ଯୋଗ ଦେଖାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର,୨ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ୧୦୦ ଟପିଛି ପେଟ୍ରୋଲ ଦର। ତେବେ ଡିଜେଲ ଦର ବଢ଼ି ନ ଥିବା ଜଣାପଡ଼ିଛି। ପେଟ୍ରୋଲ ଲିଟର ପିଛା ୧୦୦.୦୧...

ଜାନୁୟାରୀରେ ୨,୯୮,୦୯୩ ୟୁନିଟ୍‌ ଘରୋଇ ପିଭି ବିକ୍ରି

ନୂଆଦିଲ୍ଲୀ, ୧୪।୨: ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସ ପରେ ଦେଶରେ ଘରୋଇ ଯାତ୍ରୀବାହୀ ଗାଡ଼ି (ପିଭି) ବିକ୍ରିରେ ବୃଦ୍ଧି ଘଟିଛି। ଏପରିକି ଯାତ୍ରୀବାହୀ ଗାଡ଼ି...

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୯ା୧୦: ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଜାରି ସତ୍ତ୍ୱେ ଶେୟାର ବଜାର କାରବାର କ୍ରମାଗତ ୨ୟ ଦିନ ଲାଗି ଭଲ ରହିଛି। ଫଳରେ...

ଅକ୍ଷୟ ଶକ୍ତିକୁ ନେଇ ଡବ୍ଲ୍ୟୁଟିଓରେ ମାମଲା;ଭାରତ ସପକ୍ଷ ରାୟକୁ ଆମେରିକାର ବିରୋଧ

ନୂଆଦିଲ୍ଲୀ,୧୭ -୮: ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ର ବିବାଦ ସମାଧାନ କମିଟି ଦ୍ୱାରା ଅକ୍ଷୟ ଶକ୍ତି ମାମଲାରେ ଭାରତ ସପକ୍ଷରେ ରାୟ ପ୍ରକାଶ ପରେ ଆମେରିକା ଏହାକୁ...

ଆଖୁ ଉପରେ ଏଫ୍‌ଆର୍‌ପି ୧୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୨୦।୮: କେନ୍ଦ୍ର କ୍ୟାବିନେଟ ଆଖୁ ଉପରେ ପ୍ରଦାନ କରାଯାଉଥିବା ଫେୟାର ଆଣ୍ଡ ରେମୁନରେଶନ ପ୍ରାଇସ(ଏଫ୍‌ଆର୍‌ପି)କୁ ୧୦ ଟଙ୍କା ବଢାଇବା ନେଇ ନିଷ୍ପତ୍ତି ନେଇଛି। ଏହାକୁ ସାଧାରଣତଃ...

ଅସାବଧାନତା ଯୋଗୁ ଭୁଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ କରି ଦେଇଛନ୍ତି କି? ଜାଣନ୍ତୁ କିପରି ଫେରି ପାଇବେ

ନୂଆଦିଲ୍ଲୀ,୨୪।୭: ଆଜିକାଲି ବ୍ୟାଙ୍କ ନଚେତ ଏଟିଏମ୍‌ରେ ଟଙ୍କା ନେଣଦେଣ ସାଧାରଣ କଥା ପାଲଟିଲାଣି। ହେଲେ ବେଳେବେଳେ ଆମେ ଭୁଲବଶତଃ ନିଜ ଆକାଉଣ୍ଟ ବଦଳରେ ଅନ୍ୟ ଆକାଉଣ୍ଟରେ...

ଚେକ୍‌ ପେମେଣ୍ଟକୁ ନେଇ ନିୟମ ବଦଳାଇଲା ପିଏନ୍‌ବି

ନୂଆଦିଲ୍ଲୀ,୪।୩: ଗ୍ରାହକଙ୍କୁ ଚେକ୍‌ର ନକଲି ପେମେଣ୍ଟରୁ ରକ୍ଷା କରିବା ପାଇଁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଏକ ନୂତନ ପଦକ୍ଷେପ ନେଇଛି। ବ୍ୟାଙ୍କ ବର୍ତ୍ତମାନ ୫ ଲକ୍ଷରୁ...

ଡିଇପିଏମ୍‌ ରେଟ୍‌ ସିଷ୍ଟମ ଜାରି ରହିବ; ଏମ୍‌ଏସ୍‌ଏମ୍‌ଇଙ୍କୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ(ଡିଇପିଏମ୍‌) ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ରେଟ୍‌ କଣ୍ଟ୍ରାକ୍ଟ ସିଷ୍ଟମ ପୂର୍ବଭଳି ଜାରି ରହିବ। ରାଜ୍ୟ ସରକାର ଶିଳ୍ପ...

Advertisement
Archives

Model This Week