ବସ୍‌-ପିକ୍‌ଅପ୍‌ ମୁହାଁମୁହିଁ: ୩ ମୃତ, ୪ ଆହତ

ଗଞ୍ଜାମ,୨୬ା୧: ଗଞ୍ଜାମ ଜିଲା ୫୯ନମ୍ବର ଜାତୀୟ ରାଜପଥ ଖଡ଼ଭାଗ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଏକ ପିକ୍‌ଅପ୍‌ ଓ ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ପୂର୍ବାହ୍ନରେ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ବ୍ରହ୍ମପୁରରୁ ସୋରଡ଼ା ଅଭିମୁଖେ ଯାଉଥିଲା। ଏହି ସମୟରେ ଆସିକା ଅଭିମୁଖେ ଆସୁଥିବା ପିକ୍‌ଅପ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପିକ୍‌ଅପ୍‌ରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଆହତମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ଛୁଟି, ଖୋର୍ଦ୍ଧା ଜିଲାରେ କାଲିଠୁ ସକାଳୁଆ ସ୍କୁଲ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାରେ ଶୁକ୍ରବାରଠାରୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌ ଚାଲିବା…

ଜିଲା ବିକାଶ ସମନ୍ବୟ ଓ ପରିଚାଳନା କମିଟି ବୈଠକ: ଜିଲାର ସମସ୍ତ ଗ୍ରାମରେ ପାନୀୟଜଳ ଯୋଗାଣକୁ ତ୍ୱରାନ୍ବିତ କରିବାକୁ ଏମ୍‌ପିଙ୍କ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲା ବିକାଶ ସମନ୍ବୟ ଏବଂ ପରିଚାଳନା କମିଟି(ଦିଶା)ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ…

ମିଳୁନି ଇନ୍ଧନ, ୨୦ ହଜାରରୁ ଅଧିକ ବିମାନ ରଦ୍ଦ, ଟିକେଟ ବୁକିଂ ପୂର୍ବରୁ ଜାଣି ନିଅନ୍ତୁ…

ବର୍ଲିନ,୨୩।୪: ଆମେରିକା-ଇରାନ ବିବାଦ ମଧ୍ୟରେ, ବିଶ୍ୱବ୍ୟାପୀ ଇନ୍ଧନ ଅଭାବ ସ୍ପଷ୍ଟ ଦେଖାଯାଉଛି। ଫଳରେ, ଇନ୍ଧନ ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏହାର ପ୍ରଭାବ ଏବେ ବିମାନ…

ବେଆଇନ କରତକଳ ଉପରେ ଚଢ଼ାଉ; କାଠ-ଯନ୍ତ୍ରପାତି ଜବତ, ଲମ୍ବୁ ତାରିଣୀ ଗିରଫ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଭଞ୍ଜନଗର ଓ ଗାଙ୍ଗପୁର ପୋଲିସ ମିଳିତ ଭାବେ ବେଆଇନ କରତକଳ ଉପରେ ଚଢ଼ାଉ କରିଛନ୍ତି…

ଭାରତ ସହ ପୂରା ବିଶ୍ୱରେ ବନ୍ଦ ହୋଇଯିବ ଇଣ୍ଟରନେଟ୍‌? ଇରାନ ଦେଲା ସାଂଘାତିକ ଧମକ

ନୂଆଦିଲ୍ଲୀ,୨୩।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ; ପ୍ରକୃତରେ, ଏହା ଦିନକୁ ଦିନ ବୃଦ୍ଧି ପାଉଛି। ସଦ୍ୟତମ ସୂଚନା ଅନୁଯାୟୀ, ଏହି ସଂଘର୍ଷ ଏବେ ଏକ…

ଅଶାନ୍ତ ପଶ୍ଚିମବଙ୍ଗ, ହେଲେ ଭାଙ୍ଗିଲାନି ଭୋଟରଙ୍କ ମନୋବଳ

କୋଲକାତା,୨୩।୪: ପଶ୍ଚିମବଙ୍ଗରେ ପ୍ରବଳ ଗରମ ଏବଂ ହିଂସା ମଧ୍ୟରେ, ଦିନ ପ୍ରାୟ ୩ଟା ସୁଦ୍ଧା ମତଦାନ ହାର ୭୮ ପ୍ରତିଶତ ଅତିକ୍ରମ କରିଛି। ଏହି ସମୟରେ, ତାମିଲନାଡୁରେ…

ପୁଅକୁ କ୍ରିକେଟର କରିବାକୁ ପିତା ହୋଇଗଲେ ଶ୍ରମିକ, ହେଲେ ଗୋଟିଏ ଭୁଲ ପାଇଁ ସବୁ ହୋଇଗଲା ନଷ୍ଟ!

ନୂଆଦିଲ୍ଲୀ,୨୩।୪: ୨୦୨୬ ଆଇପିଏଲ ସିଜିନରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏକ ମ୍ୟାଚ ସମୟରେ ଦ୍ରୁତ ବୋଲର ମୟଙ୍କ ଯାଦବ ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ଏହି…

କେସିଙ୍ଗାରେ ପ୍ରବଳ ଗ୍ରୀଷ୍ମପ୍ରବାହ; ଜନଜୀବନ ଅସ୍ତବ୍ୟସ୍ତ, ରାସ୍ତାଘାଟ ଜନଶୂନ୍ୟ

କେସିଙ୍ଗା,୨୩।୪(ତୁମେଶ୍ୱର ସାହୁ): ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖାଯାଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପୂର୍ବାହ୍ନ ସାଢେ଼ ଦଶଟାରେ ରାସ୍ତାଘାଟ ଜନଶୂନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri