Posted inଜାତୀୟ

ହିଜାବ୍‌ ପରେ ବାଇବେଲ ବିବାଦ…

ବେଙ୍ଗାଲୁରୁ, ୨୫।୪ : କର୍ନାଟକରେ ହିଜାବ ପରେ ଏବେ ବାଇବଲ ବିବାଦ ଆରମ୍ଭ ହୋଇଛି। ବେଙ୍ଗାଲୁରୁର ଏକ ବିଦ୍ୟାଳୟ ଅଭିଭାବକମାନଙ୍କୁ ପଚାରିଛି ଯେ ପିଲାମାନେ ବିଦ୍ୟାଳୟରେ ବାଇବଲ ଆଣିଲେ କିଛି ଆପତ୍ତି ଅଛି କି ? ପିତାମାତାଙ୍କ ମତ ଯାହା ହେଉନା କାହିଁକି, ଦକ୍ଷିଣପନ୍ଥୀ ହିନ୍ଦୁବାଦୀ ସଂଗଠନ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି।

ବେଙ୍ଗାଲୁରୁର ବେସରକାରୀ ’କ୍ଲିୟରାନ୍ସ ହାଇସ୍କୁଲ’ ପକ୍ଷରୁ ପିଲାମାନଙ୍କର ପିତାମାତାଙ୍କଠାରୁ ଲିଖିତ ଭାବେ ଗ୍ରହଣ କରାଯାଇଛି ଯେ ପିଲାମାନେ ପବିତ୍ର ବାଇବଲ ସହିତ ଶ୍ରେଣୀକୁ ଆସିଲେ ସେମାନଙ୍କର କିଛି ଆପତ୍ତି ରହିଛି କି? ହିନ୍ଦୁ ଜନଜାଗରଣ ସମିତି ବିଦ୍ୟାଳୟର ଏହି ପଦକ୍ଷେପକୁ ବିରୋଧ କରିଛି।

ସଂଗଠନର ମୁଖପାତ୍ର ମୋହନ ଗୌଡା କହିଛନ୍ତି ଯେ ଏହିପରି ଭାବରେ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଧର୍ମଗ୍ରନ୍ଥ ପଢ଼ିବାକୁ ବାଧ୍ୟ କରୁଛି। ଅପରପକ୍ଷରେ ବିଦ୍ୟାଳୟ ପରିଚାଳନା ଏନେଇ କହିଛନ୍ତି ଯେ ବିଦ୍ୟାଳୟ ବାଇବଲ ଆଧାରିତ ଶିକ୍ଷା ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ବଢୁଛିି ଅତି-ଧନୀଙ୍କ ସଂଖ୍ୟା: ଆସିଲା ଚକିତ କଲା ଭଳି ରିପୋର୍ଟ

ନୂଆଦିଲ୍ଲୀ, ୨୪ା୪ (ଆଇଏଏନ୍‌ଏସ୍‌):ଭାରତରେ ଅତି ଧନୀ ବ୍ୟକ୍ତି ବା ‘ଅଲଟ୍ରା-ରିଚ୍‌’ ଲୋକଙ୍କ ସଂଖ୍ୟାରେ ବଡ଼ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ଗୁରୁବାର ପ୍ରକାଶିତ ‘ନାଇଟ୍‌ ଫ୍ରାଙ୍କ୍‌’ ରିପୋର୍ଟ ଅନୁଯାୟୀ,…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇସ୍ରାଏଲ-ଲେବାନନ୍‌ରେ ୩ ସପ୍ତାହ ପାଇଁ ଅସ୍ତ୍ରବିରତି

ଓ୍ବାଶିଂଟନ,୨୪।୪: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ବୃଦ୍ଧି ପାଇଁ ପ୍ରୟାସ ଚାଲିଥିବା ବେଳେ, ଅନ୍ୟ ପକ୍ଷରେ ପରିସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି । ଏକ ପ୍ରମୁଖ ଘୋଷଣା…

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ

କୋଲକାତା/ଚେନ୍ନାଇ,୨୩ା୪: ପଶ୍ଚିମବଙ୍ଗ ବିଧାନସଭାର ୧୫୨ ଆସନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସା, ବୋମାମାଡ଼, ସଂଘର୍ଷ ଖବର…

କର୍ମଚାରୀଙ୍କ ରୋଷର ଶିକାର ହେଲେ ଅଧୀକ୍ଷଣ ଯନ୍ତ୍ରୀ: ସୁନ୍ଦରଗଡ଼ କ୍ଷୁଦ୍ର ଜଳସେଚନ ବିଭାଗରେ ହୋହଲ୍ଲା, ବଦଳି ଦାବିରେ ଅଟଳ କର୍ମଚାରୀ

ସୁନ୍ଦରଗଡ,୨୩।୪(ଜୟ ନାରାୟଣ ମେଣ୍ଡୁଳି): କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିବା ଅଧିକାରୀଙ୍କୁ ପଡିଛି ମହଙ୍ଗା । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସୁନ୍ଦରଗଡ ସହର ମଧ୍ୟ ଭାଗରେ…

ସର୍ଭେ ବେଳେ କାମୁଡ଼ିଦେଲା କୁକୁର: ଶିକ୍ଷକ ଆହତ, ଡାକ୍ତରଖାନାରେ ପହଞ୍ଚି ତଦାରଖ କଲେ ତହସିଲଦାର

ପଟ୍ଟାଙ୍ଗି,୨୩।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଜନଗଣନା ବା ସର୍ଭେ କାର୍ଯ୍ୟ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅମ୍ପାବାଲି ପଞ୍ଚାୟତର କମାରପାଡୁ ଗ୍ରାମରେ…

‘ଇରାନ ଖାଲି କରନ୍ତୁ ଭାରତୀୟ’: ଟ୍ରମ୍ପଙ୍କ ଧମକ ମଧ୍ୟରେ ବିଗୁଡୁଛି ମଧ୍ୟପ୍ରାଚ୍ୟ ପରିସ୍ଥିତି , ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ,୨୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ତେହରାନରେ ଥିବା ଭାରତୀୟ ଦୂତାବାସ ଗୁରୁବାର (୨୩ ଏପ୍ରିଲ, ୨୦୨୬) ଏକ ନୂତନ…

ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ: ସମ୍ବର୍ଦ୍ଧିତ ହେଲେ ୧୮ ଉଦ୍ୟୋଗୀ

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା)-  ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ ଗୁରୁବାର ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି…

ସ୍ପିଡବୋଟ, ମାସ୍କ ଏବଂ ରାଇଫଲ… ହର୍ମୁଜରେ ଭୟଙ୍କର ଦୃଶ୍ୟ: ଦେଖନ୍ତୁ ଭାରତ ଅଭିମୁଖେ ଯାଉଥିବା ଜାହାଜକୁ ଅଟକାଇବାର ଛାତିଥରା ଭିଡିଓ

ତେହରାନ,୨୩।୪: ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଏକ ଭିଡିଓ ଜାରି କରିଛି, ଯାହା ହର୍ମୁଜ ପ୍ରଣାଳୀରେ ଭାରତ ଅଭିମୁଖେ ଯାଉଥିବା ଜାହାଜଗୁଡ଼ିକୁ ଅଟକାଇବାର ଦୃଶ୍ୟ ପ୍ରଦାନ କରୁଛି। ଫୁଟେଜରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri