Posted inVideo

ପୁରୁଣା ଗାଡି ଥିଲେ ସାବଧାନ !

Featured Video Play Icon

୨୦୨୨ ଏପ୍ରିଲ୍ ପରଠାରୁ ଆଉ ୨୦ ବର୍ଷରୁ ଅଧିକ ପୁରୁଣା ଗାଡିକୁ ଚଳାଇ ହେବ ନାହିଁ । ବଜେଟ୍‌ରେ ସରକାର ନୂଆ ସ୍କ୍ରାପ ନୀତି ଆଣିଛନ୍ତି । ଏହିନୀତି ଆସନ୍ତା ୨୦୨୨ ଏପ୍ରିଲ ମାସରୁ ଦେଶରେ ଲାଗୁ ହେବାକୁ ଯାଉଛି । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏମିତି ଏକ ନିୟମ କରାଯାଉଛି । ଅର୍ଥାତ୍ ଏହି ନୀତି ଅନୁସାରେ ୨୦ ବର୍ଷରୁ ଅଧିକ ବ୍ୟକ୍ତିଗତ ପୁରୁଣା ଗାଡି ଓ ୧୫ ବର୍ଷରୁ ଅଧିକ ବାଣିଜ୍ୟକ ଗାଡିକୁ ଆଉ ରାସ୍ତାରେ ଗଡିବାକୁ ଅନୁମତି ଦିଆଯିବ ନାହିଁ । ଏହି ପୁରୁଣା ଗାଡିକୁ ଆଉ ଫିଟନେସ ମିଳିବ ନାହିଁ । ଏହି ଗାଡି ଗୁଡିକ ଆପେ ଆପେ ଅଚଳ ହୋଇଯିବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Rakhee – the knot of protection | ସଂପର୍କର ପ୍ରତୀକ ରାଖୀ

Rakhee Purnima or Raksha Bandhan as it is known elsewhere is being celebrated across the country this Thursday with...

Featured Video Play Icon

ଶେଷ ହେଲା ଟୋକିଓ ଅଲିମ୍ପିକ୍ସ

ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ ୨୦୨୦ର ଆଜି ସମାପନ ସାମରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ଉଦଯାପନୀ ଉତ୍ସବରେ ଭାରତୀୟ ଖେଳାଳୀ ବଜରଙ୍ଗ ପୁନିଆ ଭାରତୀୟ...

Featured Video Play Icon

Eid Mubarak: Muslims across the state celebrate Eid-ul-Fitr

After a month of fasting, Muslims across the state celebrated Eid-ul-Fitr with great joy. People flocked to the mosques...

Featured Video Play Icon

ଗଲୱାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ

ଆଜିର ଏପିସୋଡରେ ଆମେ ଦେଖିବା ଗଲୱାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ । କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ମନୋଜ ବାଜପେୟୀ ।...

Featured Video Play Icon

ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ । ଚଳିତ ଥର ପାସ୍ ହାର ୭୪.୯୫ ପ୍ରତିଶତ ରହିଛି । ନୟାଗଡ ଜିଲାରେ ସବୁଠୁ ଅଧିକ...

Featured Video Play Icon

ୟୁଟ୍ୟୁବ୍ ଦେଖାଇଲା ବାଟ- ସ୍କୁଟର ଇଞ୍ଜିନ୍‌ରେ ପାୱାର ଟିଲର

ସାଇକେଲ୍ ମେକାନିକ୍ ତିଆରି କରିଛନ୍ତି ସ୍କୁଟର ଇଞ୍ଜିନ୍‌ରେ ପାୱାର ଟିଲର। ଏବେ କମ୍ ଖର୍ଚ୍ଚରେ ନିଜ ଜମିକୁ ଚାଷ କରି ପାରୁଛନ୍ତି। ତାଙ୍କର ଏହି ଉଦ୍ୟମ...

Featured Video Play Icon

Drones to keep hawk’s eye on Bhubaneswar traffic | ଏଣିକି ଟ୍ରାଫିକ ଜଗିବ ଡ୍ରୋନ୍ କ୍ୟାମେରା

Commissionerate Police – Bhubaneswar Tuesday started deploying drones to catch traffic violators. The stretch from Rabindra Mandap to Biju...

Featured Video Play Icon

ସବୁକିଛି ଉଜାଡିଦେଲା ବନ୍ୟା ।”The Flood Has Destroyed Everything “

ଲଘୁଚାପ ଜନିତ ବର୍ଷା ଉତ୍ତର ଓ ଉପକୂଳ ଓଡିଶା ଲାଗି ଭୟଙ୍କର ଜଳପ୍ରଳୟ ସୃଷ୍ଟି କରିଛି । ବ୍ରାହ୍ମଣୀ , ବୈତରଣୀ , ବୁଢାବଳଙ୍ଗ ,...

Advertisement
Archives

Model This Week