Posted inଖେଳ

୩ ଉଇକେଟ୍‌ରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଭାରତୀୟ ମହିଳା ପେସର ରେଣୁକା ସିଂହ ଏକାକୀ ୪ ଉଇକେଟ୍‌ ନେଇ ଅଷ୍ଟ୍ରେଲିଆକୁ ରୋକିବାରେ ସଫଳ ହୋଇଥିଲେ ସୁଦ୍ଧା ଭାରତ ମ୍ୟାଚ ଜିତିବାରେ ବିଫଳ ହୋଇଛି। ଗ୍ରେସ ହାରିସଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ ସହ ଆଶ୍ଲଗ୍‌ ଗାର୍ଡେନରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ମ୍ୟାଚକୁ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୧୫୪ ରନ୍‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୭ ଉଇକେଟ ହରାଇ ୬ ବଲ୍‌ ପୂର୍ବରୁ ବିଜୟ ଟାର୍ଗେଟ୍‌ ହାସଲ କରି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓସିଏ କର୍ମକର୍ତ୍ତା ନିର୍ବାଚନ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ; ୫ ପଦବୀ ପାଇଁ ୧୦ ପ୍ରାର୍ଥୀ

କଟକ ଅଫିସ,୨୩ା୯-  ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନ ନିମନ୍ତେ ରବିବାର ଘୋଷଣା ହୋଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ୫ ପଦବୀରେ ଏବେ ସାମ୍ନାସାମ୍ନି ହେବେ...

ଇଣ୍ଡିଆନ ସୁପରଲିଗ୍‌: ଓଡ଼ିଶା ଏଫ୍‌ସି ବନାମ ଚେନ୍ନାଇନ୍‌ ସୁଯୋଗ ହାତଛଡ଼ା, ମ୍ୟାଚ ଡ୍ର

ବାମ୍ବୋଲିମ୍‌, ୧୧।୧- ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ରେ ରବିବାର ଅନୁଷ୍ଠିତ ଓଡ଼ିଶା ଏଫ୍‌ସି-ଚେନ୍ନାଇନ୍‌ ମ୍ୟାଚ ଗୋଲ ଶୂନ୍ୟ ଡ୍ର ରହିଛି। ଉଭୟ ଦଳ ଏକାଧିକ ସୁଯୋଗ ହାତଛଡ଼ା...

ଜାତୀୟ ସିନିୟର ଭଲିବଲ: ଓଡ଼ିଶା ପୁରୁଷ ଦଳର କ୍ରମାଗତ ତୃତୀୟ ବିଜୟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶାର ଦଳର...

ଭାରତ ସହ ଖାସ୍‌ ଜର୍ସିରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ

ସିଡନୀ,୧୧।୧୧:ଅଷ୍ଟ୍ରେଲିଆ କ୍ରିକେଟ ଦଳ ଭାରତ ବିପକ୍ଷ ଆଗାମୀ ଟି -୨୦ ସିରିଜରେ ଏକ ସ୍ବତନ୍ତ୍ର ଡିଜାଇନ ହୋଇଥିବା ସ୍ବଦେଶୀ ଜର୍ସି ପିନ୍ଧିବେ। କ୍ରିକେଟରେ ଅଷ୍ଟ୍ରେଲିଆର ଦେଶବାସୀଙ୍କ...

ଗର୍ଲଫ୍ରେଣ୍ଡଙ୍କୁ କ୍ଷମା ମାଗିଲେ ଏହି କ୍ରିକେଟର୍‌

ଆଇପିଏଲ୍‌ ୨୦୨୧ କରୋନା ଯୋଗୁ ସ୍ଥଗିତ ରହିଛି। ଟୁର୍ନାମେଣ୍ଟ ସ୍ତଗିତ ହେବାରେ ଖେଳାଳିମାନେ ନିଜ ଘରକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ଖେଳାଳି ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି।...

ଇଂଲଣ୍ଡ ୨-୦ରେ ସିରିଜ ବିଜୟୀ

ଗାଲେ, ୨୬ା୧- ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ଇଂଲଣ୍ଡ ୬ ଉଇକେଟରେ ଜିତି ନେଇଛି। ଏହା ଦ୍ୱାରା ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜକୁ...

ବିରୁଷ୍କାଙ୍କୁ ଅନ୍‌ଫଲୋ କଲେ ରୋହିତ

ମୁମ୍ବାଇ,୨୬।୭- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଇନ୍‌ଷ୍ଟାଗ୍ରାମରେ ଜଣେ ବଡ଼ ଫଲୋଅର ହରାଇଛନ୍ତି। ଦଳର ଉପଅଧିନାୟକ...

ହକି ଷ୍ଟିକ୍‌ରେ ଖେଳାଳିଙ୍କ ମୁଣ୍ଡକୁ ମାଡ଼

ଟୋକିଓ,୨୪।୭: ଟୋକିଓ ଅଲିମ୍ପିକ୍ସ ମହାକୁମ୍ଭର ପ୍ରଥମ ଦିନରେ ସାମ୍ନାକୁ ଆସିଛି ପୂରା ଖେଳ ଜଗତକୁ ନିନ୍ଦିତ କଲା ଭଳି ଦୃଶ୍ୟ। ଶନିବାର ଆର୍ଜେଣ୍ଟିନା ଓ ସ୍ପେନ...

Advertisement
Archives

Model This Week