ବୁଡ଼ିଲା ପୋଲ: ଆନ୍ଧ୍ର- ଓଡିଶା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି,୧୨।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ୪ ଦିନ ଧରି ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲାର ସିଲେରୁ, ସାବେରୀ, ପୋଟେରୁ ଓ କାଙ୍କୁରୁକୋଣ୍ଡା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ମୋଟୁ ସୀମାନ୍ତଠାରୁ ଦୁଇ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର କାଲେରୁ ଗାଁ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ୫ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଜିଲାର ମୋଟୁ ଓ ଆନ୍ଧ୍ର ପ୍ରଦେଶର ଚିନ୍ତୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୋଟୁ ସୀମାନ୍ତରେ ରବିବାର ଅନେକ ଯାନବାହାନ ଅଟକି ରହଥିଲା । ଗୋଦାବରୀ ନଦୀରେ ବିପଦ ସଙ୍କେତ ଛୁଇଁଥିବା ବେଳେ ଜିଲାର ମୋଟୁ ନିକଟରେ ଥିବା ତଳିଆ ଗ୍ରାମଗୁଡିକରେ ବନ୍ୟା ଆଶଙ୍କା ରହିଛି । ପରିସ୍ଥିତି ଉପରେ ନଜର ରଖିବା ଲାଗି ବିଡିଓ ଓ ତହସିଲଦାରଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ସନ୍ଦେହରେ ପଡ଼ୋଶୀ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ

ରାୟଗଡ଼ା ଅଫିସ,୬ା୯: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ବି ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇପାରିନାହିଁ । ଗ୍ରାମାଞ୍ଚଳ ଦୂରର କଥା ସହରୀ ଲୋକଙ୍କ ମାନସିକତାରେ...

ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅସହାୟତା: ଗୋଡ ନଥାଇ ମଧ୍ୟ କରୁଛନ୍ତି ଚାଷ

ଗୋବିନ୍ଦପାଲ୍ଲୀ, ୧୪ା୮(ଡି.ଏନ.ଏ.): ଇଚ୍ଛାଶକ୍ତି, ଦୃଢ ମନୋବଳ ଆଗରେ ସବୁକିଛି ସମ୍ଭବ । ଏହାକୁ ଜଣେ ଚାଷୀ କ୍ଷେତରେ ପ୍ରମାଣିତ କରି ଦେଖାଇଛନ୍ତି। ତାଙ୍କ ନାଁ ସନ୍ୟା...

ରାମଲୀଳା ଯାତ୍ରା : ସୀତାରାମଙ୍କ ବିବାହ ସୃଷ୍ଟି କଲା ଭକ୍ତିମୟ ପରିବେଶ

ବୋଲଗଡ଼,୨୦ା୫(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇ ଗ୍ରାମରେ ଆୟୋଜିତ ହେଉଛି ରାମଲୀଳା ଯାତ୍ରା ଉତ୍ସବ। ଏହା ୯ଦିନ ଧରି ଏଠାରେ ଚାଲିଛି। ପ୍ରତିବର୍ଷ ଗ୍ରାମବାସୀମାନଙ୍କ ପକ୍ଷରୁ ରାମଲୀଳା ଯାତ୍ରା...

ରାଜ୍ୟବ୍ୟାପୀ ଆନ୍ଦୋଳନ କଲା କଂଗ୍ରେସ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ କରାଯାଉଥିବା ଜେରାକୁ ନେଇ ଦେଶବ୍ୟାପୀ ବିରୋଧର ସ୍ବର ତେଜିବାରେ ଲାଗିଛି। ସମାନଭାବେ ଓଡ଼ିଶାରେ ମଧ୍ୟ...

ନକଲି ତେଲ କାରଖାନାରେ ଚଢ଼ାଉ ଘଟଣା, ମାଲିକ ଗିରଫ

ଟାଙ୍ଗୀ(କଟକ),୨୩ା୧(ଡି.ଏନ୍‌.ଏ.): ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଅଞ୍ଚଳରେ ଗତ ନଭେମ୍ବର ୨୩ ତାରିଖରେ ପୋଲିସ ପକ୍ଷରୁ ଏକ ଖାଇବା ତେଲ କାରଖାନାରେ ଚଢ଼ାଉ କରାଯାଇଥିଲା। ଖାଇବା...

ଷ୍ଟେଶନରେ ଅକ୍ସିଜେନ ଟ୍ୟାଙ୍କର ଲିକ୍‌

ରାୟଗଡ଼ା ଅଫିସ,୨୫।୫: ରାୟଗଡ଼ା ରେଳ ଷ୍ଟେଶନରେ ସୋମବାର ଏକ ଅକ୍ସିଜେନ ବୋଝେଇ ଟ୍ୟାଙ୍କର ଲିକ୍‌ ହୋଇଥିବାବେଳେ ଅଳ୍ପକେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ମାଲବାହୀ ଟ୍ରେନ୍‌...

‘ଥଣ୍ଡା, କାଶ ହୋଇଥିଲେ ପୁରୀ ନ ଆସି ଘରେ ବସି ରଥଯାତ୍ରା ଦେଖନ୍ତୁ ’

ଭୁବନେଶର,୩୦।୬(ବ୍ୟୁରୋ): ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ରଥଯାତ୍ରା ବେଳେ ଯେପରି ଭାବରେ କେହି...

ଦୁଇ ମହିଳା ପୋଲିସ ଅଫିସର ପାଇବେ ମୁଖ୍ୟମନ୍ତ୍ରୀ ପଦକ

ପୁରୁଷୋତ୍ତମପୁର,୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଦୁଇ ମହିଳା ପୋଲିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରବା ସହ ପୁରସ୍କାର ପ୍ରଦାନ ନେଇ ମନୋନୀତ କରିଛନ୍ତି। ଦୁଇ ଅଫିସର ହେଲେ...

Advertisement
Archives

Model This Week