ଭୁବନେଶ୍ୱର,୨୩ା୧୦, (ସରୋଜ ଜେନା): ଆସନ୍ତା ଅକ୍ଟୋବର ୨୬ ତାରିଖରେ ଗୋଆରେ ହେବାକୁ ଥିବା ୩୭ ତମ ଜାତୀୟ କ୍ରୀଡା ପାଇଁ ଓଡ଼ିଶା ସେଭେନ୍ ଏ ସାଇଡ୍ ପୁରୁଷ ଓ ମହିଳା ରଗ୍ବୀ ଦଳ ରବିବାର ଘୋଷଣା କରାଯାଇଛି। ଉଭୟ ଦଳରେ ୧୨ ଜଣ ଲେଖାଏ ଖେଳାଳି ରହିଥିବା ବେଳେ ୩ ଜଣ ସପୋର୍ଟ ଷ୍ଟାଫଙ୍କୁ ସାମିଲ କରାଯାଇଛି।
ପୁରୁଷ ଦଳ: ସୁଗୁଡା ମାଝି, ବିନୋଦ ମାରାଣ୍ଡି, ଅଶୋକ ହାଁସଦା, ଯୁଗଳ କିଶୋର ମାଝି, ରାଜକିଶୋର ମୁର୍ମୁ, ବିଭୂତି ଭୂଷଣ ସେଠୀ, ଆଶୁ ସବର, ଶାହାନଓ୍ବାଜ ଅହମଦ, ନାରାୟଣ ସାହୁ, ଅଜିତ କୁମାର ହାଁସଦା, ଗଣେଶ ଧାଙ୍ଗଡା ମାଝି, ସାଲେ ମାଝି।
କୋଚ୍: ଉପେନ୍ଦ୍ର କୁମାର ମହାନ୍ତି, ମ୍ୟାନେଜର: ଭରତ କୁମାର ସାହୁ, ଫିଜିଓ: ଶିବାଶିଷ ପତି।
ମହିଳା ଦଳ: ହୁପି ମାଝି, ନିର୍ମାଲ୍ୟ ରାଉତ, ତରୁଲତା ନାଏକ, ସନ୍ଧ୍ୟାରାଣୀ ଟୁଡୁ, ଡୁମୁଣି ମାରାଣ୍ଡି, ମାମା ନାଏକ, ସୁନୀତା ହାଁସଦା, ପାର୍ବତୀ ହାଁସଦା, ମାଲିନ୍ ସୟ, ରୀନା ସିଂଘା, କବିତା କସ୍ତୁରୀ ପଢିହାରୀ, ଆରତୀ ମୁର୍ମୁ।
କୋଚ୍: ମାନସ କୁମାର ଜେନା, ମ୍ୟାନେଜର: ପ୍ରଜ୍ଞା ପରିମିତା ଗରାବଡୁ, ଫିଜିଓ: ସୌମ୍ୟାଶ୍ରୀ ମିଶ୍ର।
Rahul Dravid Net Worth: ରାହୁଲ ଦ୍ରାଭିଡଙ୍କ ନେଟ ଓ୍ବର୍ଥ କେତେ? ଜାଣନ୍ତୁ କେଉଁଠୁ ଆସୁଛି ଏହି ଅର୍ଥ
ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆଜି ଜାନୁଆରୀ ୧୧ ତାରିଖରେ ତାଙ୍କର ୫୩ତମ ଜନ୍ମଦିନ ପାଳନ...
ଧାନବିକ୍ରି ଅବ୍ୟବସ୍ଥା ପ୍ରତିବାଦ: ଆନ୍ଦୋଳନରତ ଚାଷୀଙ୍କୁ ଉଠାଇ ନେଲା ପୋଲିସ
ବରଗଡ଼/ଅତାବିରା,୧୧।୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ ମାସ ପୂରିବ। କିନ୍ତୁ ଏପର୍ଯ୍ୟନ୍ତ ଧାନବିକ୍ରି ଅବ୍ୟବସ୍ଥା...
ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ବାହାରିଗଲେ ଏହି ଖେଳାଳି, ଜାଣନ୍ତୁ ବଡ଼ କାରଣ
ନୂଆଦିଲ୍ଲୀ,୧୧।୧: ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ଜାନୁଆରୀ ୧୧ରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି,...
ସିରିଆ ଉପରେ ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଆଇଏସ୍ ଆତଙ୍କବାଦୀ ଶିବିର
ଫ୍ଲୋରିଡା,୧୧।୧: ଆମେରିକା ପୁଣି ଥରେ ସିରିଆରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ବାହିନୀ, ସହଯୋଗୀ ବାହିନୀ...
ଥଣ୍ଡାରେ କମ୍ପୁଛି ଉତ୍ତର ଭାରତ, ପାରଦ ଛୁଇଁଲା ୧.୧ ଡିଗ୍ରୀ
ଚଣ୍ଡିଗଡ଼,୧୧।୧: ଉତ୍ତର ଭାରତର ପାହାଡିଆ ଏବଂ ସମତଳ ଅଞ୍ଚଳରେ ଶନିବାର ପ୍ରବଳ ଥଣ୍ଡା ଦିନ ଥିଲା, ଲୋକମାନେ ପ୍ରବଳ ଥଣ୍ଡାରେ ଥରୁଥିଲେ। ଗତ କିଛି ଦିନ...
ରାଜା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ
ଖଡ଼ିଆଳ,୧୧ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଗସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଖଡିଆଳର ସ୍ବର୍ଗତ ରାଜା ଡ. ଜିତାମିତ୍ର ପ୍ରସାଦ...
ଏଇ ଭାରତରେ
ଘିକୁଆଁରି ଚାଷ ଲାଭଜନକ ବୋଲି ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହୃଷୀକେଶ ଜୟସିଂ ଧାନେ । ସତାରା ଜିଲା ପଡାଲି ଗାଁରେ ରୁହନ୍ତି ଜୟସିଂ। ସେଠାରେ ସେ...
ଇରାନର ନିର୍ବାସିତ ଯୁବରାଜ
ଇରାନରେ ଅର୍ଥନୈତିକ ସମସ୍ୟା ତୀବ୍ର ରୂପ ଧାରଣ କରିବା ସହ ଏହାର ମୁଦ୍ରା ‘ରିୟାଲ’ର ମୂଲ୍ୟ ବହୁ ମାତ୍ରାରେ ହ୍ରାସପାଇବା ପରେ ସେଠାରେ ଅରାଜକତା ସୃଷ୍ଟି...
Archives


