ଭୁବନେଶ୍ୱର,୨୩।୮: ଦେଶର ପ୍ରମୁଖ ବୀମା କମ୍ପାନୀ ରିନ୍ୟୁବାଇ ଏବଂ ଡାଇ-ଇଚି ଲାଇଫ୍ ହୋଲ୍ଡିଂସ ଇଙ୍କ୍ ମଧ୍ୟରେ ଏକ ବାଣିଜି୍ୟକ ସହଭାଗିତା ନିକଟରେ ହୋଇଯାଇଛି। ଉଭୟ ସଂସ୍ଥାର ମିଳିତ ସହଯୋଗରେ ପାଣ୍ଠି ସଂଗ୍ରହ ସହ କାରବାର ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ଉଭୟ କମ୍ପାନୀ ଡି ଶୃଙ୍ଖଳା ପାଣ୍ଠି ରାଉଣ୍ଡରେ ୪୦ ମିଲିୟନ ଆମେରିକୀୟ ଡଲାର ପାଣ୍ଠି ସଂଗ୍ରହ ମଧ୍ୟ ପୂରା କରିଛି। ସେହିଭଳି ଅନେକ ମାର୍କୀ ନିବେଶକଙ୍କ ଆଗ୍ରହକୁ ଆକର୍ଷିତ କରୁଥିବା ଏବଂ ଖୁବ୍ଶୀଘ୍ର ବନ୍ଦ ହେବାକୁ ଆଶା କରାଯାଉଥିବା ଏହି ରାଉଣ୍ଡ ଉଭୟ କମ୍ପାନୀ ଜରିଆରେ ଚାଲୁଥିବା ଡି ଶୃଙ୍ଖଳା ପାଣ୍ଠି ସଂଗ୍ରହର ଏକ ଅଂଶ ବୋଲି କୁହାଯାଉଛି। ସେହିପରି ଏକ ସୁଗମ ଡିଜିଟାଲ ଅଭିଜ୍ଞତା ପ୍ରଦାନ କରିବାକୁ କମ୍ପାନୀ ୪୦ରୁ ଅଧିକ ବୀମା କମ୍ପାନୀଙ୍କ ସହ କାର୍ଯ୍ୟ କରିଥାଏ ଏବଂ ବର୍ତ୍ତମାନ କମ୍ପାନୀରେ ୫ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି। ଏପରିକି ୧୫୦୦ସହରରେ କମ୍ପାନୀର ବ୍ୟାପକ-ବିସ୍ତାରିତ ଫ୍ରାଞ୍ଚାଇଜ ରହିଛି। ଏ ସମ୍ପର୍କରେ ରିନ୍ୟୁବାଇର ସିଇଓ ବାଲାଚନ୍ଦର ଶେଖର କହିଥିଲେ, ବିଗତ ୭ ବର୍ଷ ମଧ୍ୟରେ କମ୍ପାନୀ ତା’ର ବୀମା ପ୍ରଦାନ କରିବାକୁ ପରାମର୍ଶଦାତାମାନଙ୍କୁ ଡିଜିଟାଲ କ୍ଷମତା ସହିତ ଅଭିଜ୍ଞ କରାଇଛି। ଏପରିକି କମ୍ପାନୀର ୭୦% ବ୍ୟବସାୟ ୩୦ରୁ ଅଧିକ ସହରରୁ ଆସୁଛି, ଅଧିକାଂଶ ବୀମା କମ୍ପାନୀ କେବଳ ଦେଶର ଶ୍ରେଷ୍ଠ ୩୦ଟି ସହର ଉପରେ ଧ୍ୟାନଦେବା ଜାରି ରଖିଛନ୍ତି। ସେହିଭଳି ଡାଇ-ଇଚି ଲାଇ ହୋଲ୍ଡିଂସ ଇଙ୍କ୍ର ପ୍ରତିନିଧି ନିର୍ଦ୍ଦେଶକ, ପରିଚାଳନା କାର୍ଯ୍ୟନିର୍ବାହୀ ଅଫିସର ହିତୋସି ୟାମାଗୁଚି କହିଥିଲେ, କମ୍ପାନୀର ନିରନ୍ତର ଉନ୍ନତି କରିବା ଏବଂ ଆମର ଗ୍ରାହକଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବାର ନୂତନ ଉପାୟ ଖୋଜିବା ପାଇଁ ଆମେ ଆମର ଇଚ୍ଛାକୁ ରିନ୍ୟୁବାଇ ଜରିଆରେ ବିନିଯୋଗ କରି ଦର୍ଶାଉଛୁ। ଏପରିକି ଏକଦା ଅପହଞ୍ଚ ବୋଲି ଚିନ୍ତା କରାଯାଉଥିବା ସେ ଆଲୋକପାତ କରିଥିଲେ।
ଚମକିଲେ କୁନି ଝିଅ: ଇଫ୍ରାତ୍ ଜୋଏଲ୍ଙ୍କୁ ଲିଟିଲ ମିସ୍ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍
ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...
ବ୍ଲକ୍ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା
ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍ ପ୍ରଶାସନ ପକ୍ଷରୁ ଏକ...
ପୁଣି ଟ୍ରେନ୍ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...
ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା
ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...
ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ
ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...
ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ
ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...
ଆର୍ସିବିକୁ ବଡ଼ ଝଟ୍କା, ଏହି କାରଣରୁ ଖେଳିବେ ନାହିଁ…
ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍କୁ...
ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ
ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...
Archives


