ବିନା ପତିତପାବନ ବାନାରେ ନୀତି ବନ୍ଦ

ଭାରତରେ କୌଣସି ମନ୍ଦିର ଶିଖରରେ ବନ୍ଧା ହୋଇଥିବା ପତାକାକୁ ପତିତପାବନ ବାନା ବା ପତାକା କୁହାଯାଏ ନାହିଁ।
ଶ୍ରୀମନ୍ଦିର ବାନା ଦୂରରୁ ଦର୍ଶନ କଲେ ଯେଉଁ ଆବେଗ, ଯେଉଁ ଭାବ ହୃଦୟରେ ଜାଗ୍ରତ ହୁଏ ତାହା ହିଁ ସମତାର ଭାବ। ମନରେ ଥିବା ଭକ୍ତିକୁ ଚଳଚଞ୍ଚଳ କରିଦିଏ। ପୁଲକ ଭରିଦିଏ। ପୁଲକିତ ମନ ଉପର ଅଭିମୁଖୀ ହୁଏ।ତଳକୁ ଗତି କରେ ନାହିଁ।
ଦୃଷ୍ଟିରୁ ନୀଳଚକ୍ରରେ ପତିତପାବନ ବାନା ନ ଥିଲେ ବନ୍ଧା ହେବା ପର୍ଯ୍ୟନ୍ତ ପ୍ରଭୁଙ୍କ ନୀତି ବନ୍ଦ ରହେ। ରହସ୍ୟମୟ ସଂଯୋଗର ଦାର୍ଶନିକ ଦୃଷ୍ଟିକୋଣ ରହିଛି। ତା’ ମଧ୍ୟରେ ଥିବା ଚନ୍ଦ୍ରବିନ୍ଦୁ ହେଉଛି ଅର୍ଦ୍ଧଚନ୍ଦ୍ର ପ୍ରକୃତି। ବିନ୍ଦୁ ହେଉଛନ୍ତି ପୁରୁଷ। ଶ୍ରୀପୁରୁଷୋତ୍ତମ ଜଗନ୍ନାଥ। ଅର୍ଦ୍ଧ ଚନ୍ଦ୍ରଙ୍କୁ ‘ନାଦ’ କୁହାଯାଏ। ତନ୍ତ୍ରରେ ଅଛି- ବିରଜା ନାଦରୂପା ଚ ବିନ୍ଦୁଶ୍ରୀପୁରୁଷୋତ୍ତମ। ଦେବୀ ବିରଜା ପ୍ରକୃତିର ପ୍ରତିନିଧି। ନାଦ/ବିନ୍ଦୁ ଥିବା ପତିତପାବନ ବାନା ଗଳାରେ ଧାରଣ କଲେ ‘କଣ୍ଠଚକ୍ର’ କ୍ରିୟାଶୀଳ ହୁଏ। ଏହା ଯୋଗ ଦର୍ଶନର କଥା…..।


Enter your email to get our daily news in your inbox.

All Right Reserved By Dharitri.Com

ଡିଭାଇଡରରେ ପିଟି ହୋଇ ପଡ଼ିବା ପରେ ମାଡ଼ିଗଲା ଟ୍ୟାଙ୍କର

ରାୟଗଡ଼ା,୧୩।୬(ଆଶିଷ ରଞ୍ଜନ ପଣ୍ଡା): ଏକ ଟ୍ୟାଙ୍କର ମାଡ଼ିଯିବାରୁ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ରାୟଗଡା ଜିଲା ଚାନ୍ଦିଲି ଥାନା ଅଧୀନ ଭାକୁରଗୁଡା ଗାଁ ନିକଟରେ...

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବାଚସ୍ପତି ନିଯୁକ୍ତ

ଭୁବନେଶ୍ୱର,୧୩।୬: ରାଜ୍ୟପାଳ ରଘୁବର ଦାସ ଗୁରୁବାର ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି। ନୂଆ ବିଧାୟକଙ୍କୁ ଶପଥ ପାଠ...

ହାଇସ୍କୁଲରୁ ହଟିବ ୫ଟି ଚାର୍ଟର୍‌

ଭୁବନେଶ୍ୱର,୧୩।୬: ରୂପାନ୍ତରିତ ହାଇସ୍କୁଲଗୁଡ଼ିକରୁ ହଟିବ ୫ଟି ଚାର୍ଟର୍‌। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରିନ୍ସପାଲ ସେକ୍ରେଟାରୀଙ୍କ ଏକ ନିର୍ଦ୍ଦେଶ କ୍ରମେ...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ୍‌ ଆଇଡି: ସ୍ପଷ୍ଟ କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ୱର,୧୩।୬: ମୁଖ୍ୟମନ୍ତ୍ରୀଙ୍କ ଅସଲି ‘x’ ହ୍ୟାଣ୍ଡେଲକୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ...

ସୁଭଦ୍ରା ଯୋଜନାରେ ସାମିଲ କରିବାକୁ କହି ମହିଳାଙ୍କୁ ଠକେଇ

ଖଡ଼ିଆଳ,୧୩ା୬(ସୁଜିତ କୁମାର ପ୍ରଧାନ)- ଚଳିତ ସାଧାରଣ ନିର୍ବାଚନରେ ଭାଜପା ତା’ର ନିର୍ବାଚନୀ ଇସ୍ତାହାରରେ ସୁଭଦ୍ରା ଯୋଜନାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚି ଥିଲା। ନିର୍ବାଚନ ସରିବା...

ପଳାଶୁଣି ଛକରେ ସିରିଜ ଦୁର୍ଘଟଣା: ୫ ଆହତ,ରାସ୍ତାରୋକୋ

ଭୁବନେଶ୍ୱର,୧୩।୬: ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣି ଛକରେ ଗୁରୁବାର ଅପରାହ୍ନରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର...

କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୬(ସୁନୀଲ ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନ ପାଖ ହୋଟେଲ ଇନ୍ଦ୍ରପ୍ରସ୍ଥର ୨୧୨ ନମ୍ବର ରୁମ୍‌ରୁ ଗତ ମେ’ ୧୭ରେ ପୋଲିସ କନଷ୍ଟେବଳ ଶଙ୍କରଭାନୁ ବେହେରାଙ୍କ ହାତଗୋଡ଼,...

ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର,୧୩ା୬: ଆଗାମୀ ୫ ଦିନ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମୟୂରଭଞ୍ଜ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri