Odisha Elections 2024
Posted inଜାତୀୟ

ଆମେ ବୃଦ୍ଧାବୃଦ୍ଧ ହେଲୁଣୁ, ସନ୍ତାନଙ୍କୁ ବିବାହ ଦେବାକୁ ଚାହୁଁଛୁ କହିଲେ ସମଲିଙ୍ଗୀ ଦମ୍ପତି

ନୂଆଦିଲ୍ଲୀ,୨୬ା୪: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ସମଲିଙ୍ଗୀ ମାତାପିତା ପ୍ରଧାନ ବିଚାରପତି (CJI) ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଏକ ଚିଠି ଲେଖିଛନ୍ତି। ପ୍ରକୃତରେ ୪୦୦ରୁ ଅଧିକ ସମଲିଙ୍ଗୀ ମାତାପିତା ଏକ ଗୋଷ୍ଠୀ ‘ଦ ରେନ୍‌ବୋ ପ୍ୟାରେଣ୍ଟ୍‌ସ’ ଗଠନ କରିଛନ୍ତି। ଏହି ଗୋଷ୍ଠୀ ଭାରତର ସମଲିଙ୍ଗୀ ବିବାହକୁ ଆଇନଗତ କରିବାକୁ ଅନୁରୋଧ କରି ଚନ୍ଦ୍ରଚୂଡ଼ଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି।

ସେ କହିଛନ୍ତି, ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ, ସେ ତାଙ୍କ ସନ୍ତାନ ଏବଂ ସେମାନଙ୍କ ପାର୍ଟନରଙ୍କ ସମ୍ପର୍କକୁ ଆଇନଗତ ବୈଧତା ଦେଖିବାକୁ ଚାହୁଁଛନ୍ତି। ସେମାନେ ଏହି ଚିଠିରେ ଲେଖିଛନ୍ତି କି, ସେମାନେ ବୃଦ୍ଧାବୃଦ୍ଧ ହୋଇ ଯାଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ୮୦ ଛୁଇଁଲାଣି। ତେଣୁ ‘ରେନ୍‌ବୋ ପ୍ୟାରେଣ୍ଟ୍‌ସ’ ନିଜ ପିଲାମାନଙ୍କର ‘ରେନ୍‌ବୋ ମ୍ୟାରେଜ’କୁ ସେମାନଙ୍କ ଜୀବନକାଳରେ ଆଇନଗତ ହେବାକୁ ଦେଖିବେ ବୋଲି ଆଶା କରୁଛନ୍ତି।

ଭାରତରେ ସମଲିଙ୍ଗୀ ଅଭିଭାବକ ପରସ୍ପରକୁ ସମର୍ଥନ କରିବା ଏବଂ ନିଜ ପିଲାମାନଙ୍କୁ ଯେପରି ଗ୍ରହଣ କରନ୍ତି ଏବଂ ଏକ ପରିବାର ଭାବରେ ଖୁସି ହେବା ପାଇଁ ଏହି ଗୋଷ୍ଠୀ ଗଠନ କରିଛନ୍ତି। ଏହି ଗୋଷ୍ଠୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ସହମତି ଭିତ୍ତିକ ଯୌନ ସମ୍ପର୍କକୁ ଅପରାଧୀକରଣ କରିବା ନିଷ୍ପତ୍ତି ସମାଜ ଉପରେ ଏକ ବଡ଼ ପ୍ରଭାବ ସୃଷ୍ଟି କରିଛି। ସେମାନେ ଅନୁଭବ କରୁଛନ୍ତି ଯେ, ସେମାନଙ୍କ ପିଲାମାନଙ୍କର ଜୀବନ, ଭାବନା ଏବଂ ଇଚ୍ଛା ବୈଧ ବୋଲି ବିବେଚନା କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ନାତି ପାଇଁ ଏଥର ଜନ୍ମଦିନ ପାଳିବେ ନାହିଁ ଦେବେଗୌଡା

ବେଙ୍ଗାଲୁରୁ,୧୬।୫: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ଗୁରୁବାର ସେ କହିଛନ୍ତି ଯେ ତାଙ୍କ ନାତି ତଥା...

ଦିଗବିଜୟ ପହଞ୍ଚିଲେ ସୁପ୍ରିମକୋର୍ଟ, କଂଗ୍ରେସ କହିଲା ପରିଣାମ ପୂର୍ବରୁ ଘାବରେଇଲାଣି ଭାଜପା

ନୂଆଦିଲ୍ଲୀ,୧୬।୫: ରାଜଭର ଷ୍ଟ୍ରଙ୍ଗରୁମରେ ସିମ୍ବଲ ଲୋଡିଂ ୟୁନିଟ (SLU) ନ ମିଳିବା ସମ୍ପର୍କରେ ଦିଗବିଜୟ ସିଂ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କଂଗ୍ରେସ କହିଛି ଯେ ଫଳାଫଳ...

ସମାଜବାଦୀ ପାର୍ଟିକୁ ବଡ ଝଟ୍‌କା

ମଉ,୧୬।୫: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ଦଳର ଜାତୀୟ ସଚିବ ରାମହରି ଚୌହାନ ବୁଧବାର ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଲୋକ ସଭା...

ଭାଜପାର ଖେଳ ବିଗାଡିଦେଲେ ରାଜା ଭାୟା

ନୂଆଦିଲ୍ଳୀ,୧୬।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପୂର୍ବରୁ ଉତ୍ତରପ୍ରଦେଶରେ ରାଜନୈତିକ ହଲଚଲ ତୀବ୍ର ହୋଇଛି। ଏହର ସବୁଠାରୁ ବଡ କାରଣ ହେଉଛି ରାଜ ଭାୟା।...

ମୁମ୍ବାଇ ରାଲିରେ ସାମିଲ ହେବେ ନାହିଁ ମମତା, ଅଖିଳେଶ କି ଗାନ୍ଧୀ ପରିବାରର କୌଣସି ସଦସ୍ୟ

ନୂଆଦିଲ୍ଲୀ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ ଏବଂ ରାଲି ପରେ ଏବେ ବିରୋଧୀ ଇଣ୍ଡିଆ ଆଲାଏନ୍ସ ମଧ୍ୟ ଦେଶର ଆର୍ଥିକ ରାଜଧାନୀରେ ଏକ ମେଗା...

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ଓହ୍ଲାଇଲେ ଯାତ୍ରୀ

ନୂଆଦିଲ୍ଲୀ,୧୬।୫: ଆଇଜିଆଇ ବିମାନ ବନ୍ଦରରେ ଦିଲ୍ଲୀ-ଭଡୋଦରା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ ଖେଳିଯାଇଛି। ଜଣେ କ୍ରୁ ସଦସ୍ୟ ବିମାନର ଶୌଚାଳୟରେ ବୋମା ଶବ୍ଦ ଲେଖାଥିବା...

ଅମିତ ଶାହାଙ୍କ ଚେତାବନୀ, ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କର ଓଲଟା ଲଟକେଇ..

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ମଧ୍ୟରେ ବିହାରର ମଧୁବନୀରେ ଏକ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ...

‘ଇଣ୍ଡିଆ’ ମେଣ୍ଟ ସରକାର ଗଢିଲେ କିଏ ହେବେ ପ୍ରଧାନମନ୍ତ୍ରୀ? ମନର କଥା କହିଲେ ଦିଗବିଜୟ

ନୂଆଦିଲ୍ଲୀ,୧୬।୫: ଭୁପେଶ ବାଘେଲଙ୍କ ପରେ ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ ରାହୁଲ ରାଗ ଛାଡିଛନ୍ତି। ରାହୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri