ଭୁବନେଶ୍ୱର, ୬।୨: ଆଗ୍ରୋକ୍ଷେତ୍ର ମାର୍କଟେକ୍ ପ୍ରାଇଭେଟ ଲିମିଟେଡ଼୍ ପକ୍ଷରୁ ନିକଟରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ସ୍ଥାନୀୟ ରେଡ଼କ୍ରସ୍ ଭବନରେ ଅନୁଷ୍ଠିତ ହୋଇଥିଲା। ବିଶେଷ କରି କେନ୍ଦ୍ର ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିୀନସ୍ଥ ସାରାଦେଶରେ ଗଠନ ହେଉଥିବା ୧୦,୦୦୦କୃଷକ ଉପତ୍ାଦକ ସଂଗଠନ କରାଯାଇଛି, ଯାହା ଆମ ରାଜ୍ୟରେ ପ୍ରତି ବ୍ଲକ୍ରେ ଗୋଟିଏ ଗୋଟିଏ କୃଷକ ଉପତ୍ାଦକ ସଂଗଠନ ଗଠନ ହେବା ବ୍ୟବସ୍ଥା କରାଯାଇଛି। ଏହି ଅବସରରେଆଗ୍ରୋ କ୍ଷେତ୍ରରେ ବିକାଶକୁ ଗୁରୁତାରୋପ ଦେବାକୁ ସର୍ବ ସମ୍ମତ୍ତି କ୍ରମେ କୁହାଯାଇଥିଲା। ତାହା ହେଉଛି ଆଗ୍ରୋକ୍ଷେତ୍ର ମାର୍କଟେକ୍ ପ୍ରାଇଭେଟ ଲିମିଟେଡ଼୍, ଯାହା କମ୍ପାନୀ ଅଧିନିୟମରେ ପଞ୍ଜିକୃତ ହୋଇଛି। ଏହି ଆଗ୍ରୋକ୍ଷେତ୍ରର ମୁଖ୍ୟ ଲକ୍ଷ୍ୟ ହେଲା ଏହି ସଂଗଠନ ସମସ୍ତ କୃଷକ ଉପତ୍ାଦକ ସଂଗଠନ ଗୁଡ଼ିକର ଚାଷ ପାଇଁ ଆବଶ୍ୟୀୟ ସାମଗ୍ରୀ ଓ ଚାଷରୁ ଉପତ୍ାଦିତ ସମସ୍ତ ସାମଗ୍ରୀକୁ ଅନ୍ତରାଷ୍ଟ୍ରୀୟ, ରାଷ୍ଟ୍ରୀୟ, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ବିକ୍ରୟ କରିବା। ଏହି ଆଗ୍ରୋକ୍ଷେତ୍ର ରେ ୨ ପ୍ରକାର ସଦସ୍ୟତା ରହିବ। ଲାଲ ସଂଗଠନର ସଂପାଦକ କ୍ଷେତ୍ର ମୋହନ ବେହେରାଙ୍କ ଆବାହକରେ ବିପିନ ଦାସ ବିଶିଷ୍ଟ ଅର୍ଥନୀତିଞ୍ଚ ଆଗ୍ରୋ କ୍ଷେତ୍ରର ଚେୟାରମ୍ୟାନ୍ ତାଙ୍କ ବକ୍ତବ୍ୟରେ ରଖିଲେ। ଆଗ୍ରୋ କ୍ଷେତ୍ର ହେଉଛି ଏକ ସଂକଳ୍ପ ଏହାକୁ ଆମେ ଆଗେଇ ନେଲେ ଆମ ପାଖରେ ଥିବା ୨୪,୦୦୦ କ୍ଷୁଦ୍ର ଚାଷୀ ଭାଇଙ୍କର ପରିବାରର ଆର୍ଥିକ ଉନ୍ନିତ ହୋଇପାରିବ। ଅନ୍ୟତମ ବକ୍ତା ରୂପେ ଅଶୋକ ଦାଶ ଆଗ୍ରୋକ୍ଷେତ୍ରରେ ସାମଗ୍ରୀ ଗୁଡ଼ିକ ଡିଜିଟାଲ ମାକେଟିଂରେ କିପରି ଭାରତ ବାହାରେ ବିକ୍ରୟ କରିହେବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ।
AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ
ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...
ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ
ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...
ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ
ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...
ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...
ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ
ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...
ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ
ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...
MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...
ଭଞ୍ଜନଗର ଏନ୍ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍ଏସି ମାନ୍ୟତା ମିଳିଛି। ଆଜି...
Archives


