Posted inଜାତୀୟ

ଆଇଏନ୍‌ଏସ୍ ଭେଲା: ନୌସେନାର ଶକ୍ତି, ବୃଦ୍ଧି କରିବ ସମୁଦ୍ରର ‘ସାଇଲେଣ୍ଟ କିଲର’

ନୂଆଦିଲ୍ଲୀ,୨୫ ।୧୧: ଦେଶ ଲଗାତାର ଭାବେ ତା’ର ସେନା ଶକ୍ତିକୁ ବୃଦ୍ଧି କରି ଚାଲିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଝାନ୍‌ସୀରେ କିଛି ଇକ୍ୟୁପମେଣ୍ଟସକୁ ଅଫିସିୟାଲି ସେନାକୁ ଦେଇଥିବା ବେଳେ ନୌସେନାରେ ଇତିମଧ୍ୟରେ ସାମିଲ ହୋଇଛି ଆଇଏନ୍‌ଏସ୍ ବିଶାଖାପଟ୍ଟନମ୍ । ଏହାଦ୍ୱାରା ସମୁଦ୍ରରେ ନୌସେନାର ଶକ୍ତି ବୃଦ୍ଧି ହୋଇଛି । ଆଉ ଏବେ ମହାସାଗରର ଅଥଳ ଗର୍ଭରେ ସେନା ତା’ର ୪ ଗୁଣା ଶକ୍ତି ବୃଦ୍ଧି କରିବାକୁ ଯାଉଛି । ଏବେ କଲାୱରୀ କ୍ଲାସର ବୁଡାଜାହାଜ ଆଇଏନ୍‌ଏସ୍ ଭେଲା ନୌସେନାରେ ସାମିଲ ହେବ । ଏହା କଲାୱରୀ କ୍ଲାସର ଚତୁର୍ଥ ବୁଡାଜାହାଜ । ୨୨୧ ଫୁଟ ଲମ୍ବ, ୪୦ ଫୁଟ ଉଚ୍ଚା ଓ ୧୫୬୫ ଟନ ଓଜନ ହେଉଛି ଭେଲା । ଏଥିରେ ମେଶିନାରୀ ସେଟ କରିବାକୁ ପାଖାପାଖି ୧୧ କିଲୋମଟର ଲମ୍ବା ପାଇପ ଓ ୬୦ କିଲୋମିଟର କେବୁଲ ଫିଟିଂ କରାଯାଇଛି । ଏହି ବୁଡାଜାହାଜ ସ୍ପେଶାଲ ଷ୍ଟିଲରେ ତିଆରି କରାଯାଇଛି । ଏଥିରେ ହାଇ ଟେଂସାଇଲ ଷ୍ଟ୍ରେଂଥ ରହିଛି ଯାହା ପାଣି ଭିତରକୁ ଯାଇ ଅପରେଟ କରିବାକୁ ସକ୍ଷମ ହେବ । ଏହାକୁ ରାଡାର ଟ୍ରାକ କରିପାରିବ ନାହିଁ । ଶତ୍ରୁକୁ ଖବର ହେବା ପୂର୍ବରୁ ଏହା ତା’ର କାମ ଶେଷ କରିଦେଇଥିବ । ଏହାସହ ଏହାକୁ ଯେକୌଣସି ପାଗରେ ଅପରେଟ କରିହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri