Posted inଫୁରସତ

ଏକ କଖାରୁ ଉଠାଇବା ପାଇଁ ଆସିଲା କ୍ରେନ୍‌, ଏହାର ଓଜନ ଜାଣିଲେ…

ସମସ୍ତେ କଖାରୁ ଦେଖିଥିବେ ନିଶ୍ଚିତ। ମାତ୍ର ୧ କ୍ୱିଣ୍ଟାଲ ଓଜନର କଖାରୁ କେବେ ଦେଖିଛନ୍ତି। ଯଦି ନା ତେବେ ବାର୍ନେସିଭିଲ୍‌ରେ ଏପରି ଦେଖିବାକୁ ମିଳିଛି। ଏହି କଖାରୁରୁ ଓଜନ ଏତେ ଥିଲା ଯେ, ଉଠାଇବା ପାଇଁ କ୍ରେନ୍‌ ଦରକାର ପଡ଼ିଲା।

ବାର୍ନେସିଭିଲ୍‌ର ୫୭ ତମ ବାର୍ଷିକ ଉତ୍ସବକୁ ଏକ କଖାରୁ ଆସିଥିଲା। ଯାହାର ଓଜନ ୧୦୦୦ କିଗ୍ରା ଅର୍ଥାତ୍‌ ୧ କ୍ୱିଣ୍ଟାଲ ଥିଲା। ଏହି କଖାରୁ ଆଉ ତରାଜୁରେ ଓଜନ ହୋଇପାରି ନ ଥିଲା। ଏଥିପାଇଁ କ୍ରେନ୍‌ ଡକାଯାଇଥିଲା। ଏହାକୁ ଜେଫ୍‌ ଥିଲ୍‌ ନାମକ ଜଣେ ବ୍ୟକ୍ତି ଫଳାଇଥିଲେ। ଏହାର ଶ୍ରେୟ ସେ ତାଙ୍କ ବନ୍ଧୁଙ୍କୁ ଦେଇଛନ୍ତି। ସେ କହିଛନ୍ତି, ମୋ ବନ୍ଧୁଙ୍କ ସାହାଯ୍ୟ ଯୋଗୁ ମୁଁ ଏହି ପ୍ରତିଯୋଗିତାରେ ଜିତିବାର ସୌଭାଗ୍ୟ ଅର୍ଜନ କରିଛି।

ସେ କହିଛନ୍ତି, ମୁଁ ଏମିତି ଜଣେ ବ୍ୟକ୍ତିଙ୍କଠାରୁ ମଞ୍ଜି ଆଣିଥିଲି ଯିଏ କି କ୍ୟାନସରରେ ପ୍ରାଣ ହରାଇଥିଲେ। ମୁଁ ତାଙ୍କ ସ୍ତ୍ରୀଙ୍କୁ ଇମେଲ କରିଥିଲି। ସେତେବେଳେ କଖାରୁ ଲଗାଇବା ୫୦ ଦିନ ହୋଇଥିଲା। ଧିରେ ଧିରେ ଏହି କଖାରୁର ଓଜନ ବଢ଼ିବାକୁ ଲାଗିଥିଲା। ଓଜନ ଏତେ ହୋଇଥିଲା ଯେ, ଏହାକୁ ଉଠାଇବା ସମ୍ଭବପର ହୋଇ ନ ଥିଲା। ଶେଷରେ କ୍ରେନ୍‌ ସାହାଯ୍ୟରେ ଉଠାଯାଇ ପ୍ରତିଯୋଗିତାକୁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri