Posted inଫୁରସତ

ମଦ ନିଶାରେ ୩ ସାଙ୍ଗ ରଖିଲେ ଅଜବ ସର୍ତ୍ତ, ଏହାକୁ ପୂରା କରିବା ପାଇଁ ନେଲେ ଏହି ନିଷ୍ପତ୍ତି

ମଦ ନିଶାରେ ତିନି ସାଙ୍ଗ କଥା ହେଉ ହେଉ ଅଜବ ସର୍ତ୍ତ ଲଗାଇଲେ। ଯାହାକୁ ପୂରଣ କରିବା ପାଇଁ ଏକ ଆବେଗରେ ପରିଣତ ହେଲା। ସର୍ତ୍ତ ପୂରଣ କରିବା ପାଇଁ ତିନିଜଣଯାକ ପ୍ରବଳ ଖରାରେ ଯାହା କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ତିନି ସାଙ୍ଗ ଜାଡି ବ୍ରେଗର, ଗୋଲ୍ଡ ଏବଂ ଗେବେ ଦିନେ ମଦ ପାର୍ଟି କରିଥିଲେ। ଯେଉଁଥିରେ ସେମାନେ ଅଜବ ସର୍ତ୍ତ ଲଗାଇଥିଲେ। ଯାହାକୁ ପୂରଣ କରିବା ପାଇଁ ୩ ଜଣ ପ୍ରାୟ ୪୦୦ କିଲୋମିଟର ଦୌଡ଼ିଲେ। ଏହା କରିବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା।

ଏହି ୩ ଜଣ କଥା ହୋଇଥିଲେ ଗ୍ଲୋବ ବୁଲାଇଲେ ଆଉ ଯିଏ ଗ୍ଲୋବର ଯେଉଁ ସ୍ଥାନରେ ହାତ ରଖିବ ସେ ସେପର୍ଯ୍ୟନ୍ତ ଦୌଡ଼ିବ। ସର୍ତ୍ତ ଅନୁଯାୟୀ, ଏମାନଙ୍କୁ ତାଜିକିସ୍ତାନ ଯିବାକୁ ପଡ଼ିଥିଲା। ଯାହା ଆଫଗାନିସ୍ତାନ ସୀମାକୁ ଲାଗିଛି। ଆଶ୍ଚର୍ଯ୍ୟର କଥା ଯେଉଁସ୍ଥାନ କି ଦୁନିଆର ସବୁଠୁ ଉତ୍ତପ୍ତ ଏବଂ ନିର୍ଜନ ସ୍ଥାନ। ଏମାନେ ପାମିର ପର୍ବତରୁ ଯାତ୍ରା ଆରମ୍ଭ କରିଥିଲେ। ଏହି ତିନି ସାଙ୍ଗଙ୍କ ଲମ୍ବ ଦୌଡ଼କୁ ନେଇ ଡକ୍ୟୁମେଣ୍ଟଡ୍‌ କରାଯାଇଛି। କୁହାଯାଉଛି ମାରାଥନଠାରୁ ବି ଏମାନେ ଅଧିକ ଦୌଡ଼ିଛନ୍ତି। ତିନି ସାଙ୍ଗ ଏବେ ଅଦ୍ଭୁତପୂର୍ବ କାରନାମାକୁ ନେଇ ଚର୍ଚ୍ଚାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri