ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ କୁକୁର ତାର ମାଲିକଙ୍କୁ ବାଇକରେ ବସାଇ ନେଉଥିବା ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, ବାଇକରେ ୨ ଯୁବକଙ୍କ ସମେତ ଏକ କୁକୁର ବସିଛି। କୁକୁର ସଭା ଆଗରେ ବସି ବାଇକ ଚାଳନା କରୁଛି। ପଛରେ ବସିଥିବା ୨ ଯୁବକ ହେଲମେଟ ପିନ୍ଧିଥିବା ଦେଖାଯାଇଛି। ସେହିପରି ଖୁବ ଆନନ୍ଦରେ କୁକୁର ବାଇକ ଚଲାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
They see me rollin pic.twitter.com/59HxNpqLPA
— Klara Sjöberg (@klara_sjo) October 26, 2019