Odisha Elections 2024
Posted inଫୁରସତ

କରୋନା ଭାଇରସକୁ ନେଇ ଆୟୋଜିତ ହେଲା ଖବରଦାତା ସମ୍ମିଳନୀ: ଘଷି ଜଳାଇ ପିଲା କହିଲେ ସଫା ହେବ ପରିବେଶ

ଔରଙ୍ଗାବାଦ,୧୩।୩: ସରକାରୀ ଆୟୁର୍ବେଦ କଲେଜର ଏକ ଟିମ୍‌ ଗୁରୁବାର ଉସମନାବାଦ ସହରରେ କରୋନା ଭାଇରସକୁ ସେଇ ଜିଲା ପ୍ରଶାସନ ଦ୍ୱାରା ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲା। ଏହି ସମୟରେ କିଛି ଘଷି ବା ଗାଈ ଗୋବରରେ ତିଆରି ଜାଳେଣିକୁ ଜଳାଯାଇଥିଲା। ଏହାଦ୍ୱାରା ବାୟୁରେ ଥିବା ଜୀବାଣୁ ନଷ୍ଟ ହୋଇଯିବେ ବୋଲି କହିଥିଲେ କେତେଜଣ ଆୟୁର୍ବେଦ ଛାତ୍ର। ହେଲେ ଏହି ଘଷି ଜାଳିବା ସହ ଖବରଦାତା ସମ୍ମିଳନୀର କୌଣସି ସମ୍ପର୍କ ନ ଥିଲା। ଏହା ଆୟୁର୍ବେଦ କଲେଜର ଏକ ଟିମ୍‌ ଦ୍ୱାରା ଘର ନିକଟରେ କିପରି ବାୟୁ ପ୍ରଦୂଷଣକୁ ଦୂରେଇ ଦେଇ ହେବ ତାହା ଉପରେ ଆଲୋଚନା କରାଯାଉଥିଲା। ହେଲେ ଗୋଟିଏ ପଟେ କରୋନା ଭାଇରସକୁ ନେଇ ଖବରଦାତା ସମ୍ମିଳନୀ ଆୟୋଜିତ ହେଉଥିବାରୁ ଅନ୍ୟପଟେ ଏପରି ଘଷି ଜାଳିବାର ଦୃଶ୍ୟକୁ ଦେଖି କେହି କେହି ଏହାକୁ କରୋନା ଭାଇରସ ସହ ଯୋଡି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅଧା ରହିଗଲା ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ

ବେଙ୍ଗାଲୁରୁ,୨୫।୫: କନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିକଟରେ ତାଙ୍କ ପ୍ରେମ କାହାଣୀକୁ ମନେ ପକାଇ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଯାହା ଅନେକ ଲୋକଙ୍କୁ ଚକିତ କରି...

ଜାହାଜର ୧୦ ଟଙ୍କିଆ ନୋଟ୍‌ ନିଲାମ ହେବ

ନୂଆଦିଲ୍ଲୀ: ୧୯୧୮ରେ ବ୍ରିଟିଶ୍‌-ଭାରତୀୟ ମୁଦ୍ରା, ଗୋଳାବାରୁଦ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ବମ୍ବେରୁ ଲଣ୍ଡନ ଯାଉଥିବା ଏସ୍‌ଏସ୍‌ ଶିରାଲା ନାମକ ଜାହାଜ ଜର୍ମାନ ୟୁ-ବୋଟ୍‌ରୁ ଛଡ଼ାଯାଇଥିବା...

ଆଖି ବୁଜିଲା କାବୋସୁ,ମେମେ ଜଗତରେ ପକାଇଥିଲା ଚହଳ

ସୋସିଆଲ ମିଡିଆରେ ଲୋକପ୍ରିୟ ଜାପାନୀ କୁକୁର ‘କାବୋସୁ’ର ମୃତ୍ୟୁ ହୋଇଛି। ତାକୁ ୧୯ ବର୍ଷ ହୋଇଥିଲା। ଏକ ବ୍ଲଗ୍‌ ପୋଷ୍ଟରେ ତାର ମୃତ୍ୟୁକୁ ନେଇ ମାଲିକ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓସ୍‌ମା ବିନ୍‌ ବିୟର, ଦାମ୍‌ ରହିଛି…

ଲଣ୍ଡନ,୨୩ା୫: ଭାରତର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ନେତା ଓସ୍‌ମା ବିନ୍‌ ଲାଡେନଙ୍କ ନାମରେ ଏକ ବିୟର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିୟର ସୋସିଆଲ...

ଜଳବାୟୁ ପରିବର୍ତ୍ତନ ଆଣୁଛି ଭୟଙ୍କର ଟର୍ବୁଲେନ୍ସ, ବିମାନ ଭିତରେ ନିଜ ସିଟ୍‌ରୁ ଉଡ଼ିବାରେ ଲାଗୁଛନ୍ତି ଯାତ୍ରୀ…

ନୂଆଦିଲ୍ଲୀ,୨୩।୫:  ଯାତ୍ରାବେଳେ ଉଚ୍ଚ ଆକାଶରେ ବିମାନ ଟର୍ବୁଲେନ୍ସକୁ ସାମ୍ନା କରିବା ସ୍ବାଭାବିକ। କିନ୍ତୁ ଯାତ୍ରୀ ମୃତାହତ ହେବା ଭଳି ସିଭିଅର୍‌ ଟର୍ବୁଲେନ୍ସ ବିରଳ। ଏହି କାରଣରୁ...

ଜୁନ୍‌ ୩ରେ ଆକାଶରେ ଧାଡ଼ିବାନ୍ଧିବେ ୬ ଗ୍ରହ, ଭୋରରେ ଦେଖିହେବ ଏହି ବିରଳ ଜାଗତିକ ଦୃଶ୍ୟ

ଜୁନ୍‌ ୩ରେ ସୌରଜଗତର ୬ ଗ୍ରହ ଗୋଟିଏ ଧାଡ଼ିରେ ଦୃଶ୍ୟ ହେବେ। ସେଦିନ ଭୋର ସମୟର ଆକାଶରେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ କଇଁଛ ଦିବସ…

ବିଶ୍ୱ କଇଁଛ ଦିବସ ପ୍ରତିବର୍ଷ ମେ’ ୨୩ରେ ପାଳନ କରାଯାଇଥାଏ। କଇଁଛ ପୃଥିବୀର ଦୀର୍ଘଦିନ ବଞ୍ଚୁଥିବା ଜୀବ ଅଟେ। ମାତ୍ର ଏବେ ଏହାର ଅନେକ ପ୍ରଜାତି...

ବାପା ମନାକଲେ, ଆଉ ବ୍ଲଗ୍‌ କରିବିନି

ଇସ୍‌ଲାମାବାଦ: ପାକିସ୍ତାନର ବେଶ୍‌ ପରିଚିତ ଶିଶୁ ୟୁଟ୍ୟୁବର ମହମ୍ମଦ ଶିରାଜ(୬) ତାଙ୍କର ଶେଷ ବ୍ଲଗ୍‌ ଶେୟାର କରିଛନ୍ତି। ସେ ଏହି ବ୍ଲଗରେ ତାଙ୍କ ପ୍ରଶଂସକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri