ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଗଛ ଜବତ କଲା ଛେଣ୍ଡିପଦା ପୋଲିସ

ଛେଣ୍ଡିପଦା,୧।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ କର୍ଣ୍ଣପାଳ କଦମଘାଟ ନିକଟରେ ଶୁକ୍ରବାର ବନବିଭାଗ ଓ ଛେଣ୍ଡିପଦା ପୋଲିସ ମିଳିତ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଗଛ ଜବତ କରିଛି। ଥାନାଧିକାରୀ ସତ୍ୟବ୍ରତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘାଟି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଏହି ଚଢ଼ାଉ କରାଯାଇ ଗଛଗୁଡ଼ିକୁ କାଟିବା ସହ ପୋଡ଼ି ନଷ୍ଟ କରିଦିଆଯାଇଛି। ଏହି ଚଢ଼ାଉରେ ଛେଣ୍ଡିପଦା ଥାନା ଏସ୍‌ଆଇ ଓ୍ବାସିମ୍‌ ଅବଦୁଲ ଖାନ୍‌ ଏବଂ ଫରେଷ୍ଟର କଳାକାର ପ୍ରଧାନ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୯ ନଂ ଜାତୀୟ ରାଜପଥ ଉପରେ ଗଛକାଟି ରାସ୍ତା ଅବରୋଧ: ୟାତାୟତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୨।୨(ଡି.ଏନ.ଏ): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିର ୧୩ ନଂ ବୁଲାଣିରେ କେହି ଦୁର୍ବୁତ୍ତ ବିରାଟକାୟ ଗଛ କାଟି ପକାଇଛନ୍ତି। ଫଳରେ...

ରେଲ୍‌ଓ୍ବେ ଜମି ଜବରଦଖଲ ମୁକ୍ତ କରି ଉନ୍ନୟନ କାର୍ଯ୍ୟ ହେଉ

ଗୁଣପୁର,୩୦।୬(ଡି.ଏନ୍‌.ଏ.): ପୂର୍ବତଟ ରେଳପଥ ଅର୍ନ୍‌ଗତ ବିଶାଖାପାଟଣା ଡିଭିଜନର ଡିଆର୍‌ଏମ୍‌ ଅନୁପ କୁମାର ଶତପଥୀ ବୁଧବାର ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଗୁଣପୁର ଗସ୍ତକରି ଏଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ...

ରେଳଧାରଣା ନିକଟରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର

ତିର୍ତ୍ତୋଲ,୧୦।୧୧(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦୀପ ରେଳଧାରଣାର ବନ୍ଧବାଟି ଲେବୁଲ କ୍ରସିଂ ନିକଟରୁ ରବିବାର ସକାଳେ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର...

୫ ପରାନୀ କୁଟୁମର ବୋଝ୍‌:ସରକାରୀ ଯୋଜନାରୁ ବଁଚିତ ଦିବ୍ୟାଙ୍ଗ ଗଣେଶ

ବିନିକା,୨୧ା୫(ଡି.ଏନ୍‌.ଏ.) ବିନିକା,୨୦ା୫(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗଁା ହାଇସ୍କୁଲ ପଡ଼ାର ଦିବ୍ୟାଙ୍ଗ ଗଣେଶ ବାଘ(୨୮)। ଜନମୁ ତାକର ଗୁଟେ ଆଏଁଖ୍‌ ନାଇଁ ଦିଶବାର।...

ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ: ୩୦୫୪.୬୯ କୋଟି ଋଣ ଯୋଗାଣ ଲକ୍ଷ୍ୟ

ବାରିପଦା ଅଫିସ,୨୦ା୬- ମୟୂରଭଞ୍ଜ ଜିଲା ଅଗ୍ରଣୀ ବ୍ୟାଙ୍କ୍‌ ତରଫରୁ ୧୭୬ତମ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ସ୍ବଧା ଦେବୀ...

ନିୟମିତ ପଞ୍ଜୀକରଣ, ନବୀକରଣ କର

ଅନୁଗୋଳ ଅଫିସ୍‌,୭।୩ – ଅନୁଗୋଳ ଶ୍ରମ ଜିଲାର ୫ଟି ବ୍ଲକର ନିର୍ମାଣ ଶ୍ରମିକମାନଙ୍କୁ ନେଇ ଶୁକ୍ରବାର ଅନୁଗୋଳ ପୌରପାଳିକା ଟାଉନ୍‌ ହଲ ଠାରେ ନିର୍ମାଣ ଶ୍ରମିକ...

ଆଜି ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା

ସମ୍ବଲପୁର,୧୨ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍‌ ଖୋଲାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୪ଟି ଗେଟ୍‌...

ରୋଗୀ ଚିକିତ୍ସାରେ ଅବହେଳା: ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା

ରସୁଲପୁର,୨୬।୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରମୁଖ ଡାକ୍ତରଖାନା ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ରୋଗୀ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ଅଭିଭାବକ ଓ ଡାକ୍ତର ମୁହାଁମୁହିଁ...

Advertisement
Archives

Model This Week