ବୁଗୁଡ଼ା ବ୍ଲକ, ଏନ୍‌ଏସିର ୪୦ ସଙ୍ଗରୋଧ କେନ୍ଦ୍ରରେ ୨୦୫୯ ପ୍ରବାସୀ ଓଡ଼ିଆ

ବୁଗୁଡ଼ା,୭ା୫(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଓ ଏନ୍‌ଏସିରେ ଥିବା ୪୦ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ସୁଦ୍ଧା ମୋଟ ୨୦୫୯ ପ୍ରବାସୀ ଓଡ଼ିଆ (ସୁରାଟ ଫେରନ୍ତା) ଆସି ରହିଛନ୍ତି। ରବିବାର ଠାରୁ ବୁଧବାର ରାତି ସୁଦ୍ଧା ଏହି ପ୍ରବାସୀ ଓଡ଼ିଆମାନେ ଟ୍ରେନ ଓ ବସରେ ଆସି ୪୦ କେନ୍ଦ୍ରରେ ରହିଛନ୍ତି। ବୁଗୁଡ଼ା ବ୍ଲକର ୩୬ ସଙ୍ଗରୋଧ କେନ୍ଦ୍ରରେ ୧୭୪୫ ପୁରୁଷ, ୧୦୩ ମହିଳା ଓ ୧୫ ଶିଶୁ ଏପରି ମୋଟ ୧୯୨୩ ଜଣ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ୧୮ ଜଣ ଅନ୍ୟ ପ୍ରବାସୀଙ୍କୁ ମିଶାଇ ମୋଟ ୧୯୪୧ ଜଣ ଅଛନ୍ତି। ସେହିପରି ବୁଗୁଡ଼ା ଏନ୍‌ଏସିର ୪ କେନ୍ଦ୍ରରେ ୧୦୪ ପୁରୁଷ, ୮ ମହିଳା ଓ ୬ ଜଣ ଶିଶୁ ଏପରି ୧୧୮ ଜଣ ପ୍ରବାସୀ ଓଡ଼ିଆ ରହିଛନ୍ତି। ସ୍ଥାନୀୟ ବିଡିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ଆଇଆଇସି ଚିତ୍ତରଞ୍ଜନ ବେହେରା ଏବଂ ଏନଏସି ନିର୍ବାହୀ ଅଧିକାରୀ ରଶ୍ମୀରଞ୍ଜନ ଦାଶ ପ୍ରମୁଖଙ୍କ ତତ୍ତ୍ବାବଧାନରେ କେନ୍ଦ୍ରମାନଙ୍କରେ ପ୍ରବାସୀଙ୍କ ସକାଶେ ଖାଦ୍ୟ, ପାନୀୟ, ସ୍ବାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ହଟିଲେ, ନୂଆ ଗାନ୍ଧୀ ଆସୀନ

ନୟାଗଡ଼ ଅଫିସ,୨୭।୩: ନୟାଗଡ଼ ସହରର ତ୍ରିନାଥ ଛକରେ ଆମ ପାଇଁ ବଡ଼ ଆମ ନୟାଗଡ଼ ସେଲଫି ପଏଣ୍ଟ ରବିବାର ଲୋକାର୍ପିିତ ହେବା ପରେ ସେଲଫି ନେବାକୁ...

ଭାଜପାର ନାମାଙ୍କନ ପରେ ବିଜେଡି, କଂଗ୍ରେସ ପ୍ରାର୍ଥୀ ଉପରେ ନଜର

ଭଦ୍ରକ ଅଫିସ,୧୧।୧୦: ଧାମନଗର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ମଙ୍ଗଳବାର ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂର୍ଯ୍ୟବଂଶୀ ସୂରଜ...

ମେଡିକାଲ କାନ୍ଥ ଡେଇଁ କରୋନା ଆକ୍ରାନ୍ତ ଚମ୍ପଟ୍‌

ନବରଙ୍ଗପୁର,୬।୭(ଡି.ଏନ.ଏ.)-ନବରଙ୍ଗପୁରସ୍ଥିତ କୋଭିଡ୍‌ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ଚମ୍ପଟ ମାରିଛନ୍ତି। ଏ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷ କୁମାର ନାଗ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି।...

ପିତୃହନ୍ତା ପୁତ୍ରଙ୍କୁ ଆଜୀବନ ଜେଲ୍‌

ଆନନ୍ଦପୁର,୨୭। ୬(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ୨୦୧୬ ମସିହାରେ ଘଟିଯାଇଥିବା ଏକ ହତ୍ୟା ମାମଲାର ବିଚାର କରି ପିତୃହନ୍ତା...

ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ ଜଣଙ୍କ ଜୀବନ ଗଲା

ସୋନପୁର,୭ା୩(ନି.ପ୍ର.): ସୋନପୁର ଜିଲା ରାମପୁର ଥାନା ବଡ଼କର୍ଲେ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋରେ ବରଯାତ୍ରୀ...

ଲାଇବ୍ରେରି ବହି କିଣା ପାଇଁ ଚାଲିଛି ଷଡ଼ଯନ୍ତ୍ର

ଜଗତ୍‌ସିଂହପୁର ଅଫିସ, ୨୨ା୮: ବିଦ୍ୟାଳୟ ଲାଇବ୍ରେରି ପାଇଁ ବହି କିଣା ବାବଦରେ ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି। ଏଥିରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ପସନ୍ଦର ବହି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪.୭୧ ଲକ୍ଷ ଟଙ୍କା ପ୍ରଦାନ

ବ୍ରହ୍ମପୁର ଅଫିସ,୨୩ା୪: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଗଞ୍ଜାମ ଜିଲାର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଗୁରୁବାର ୪ଲକ୍ଷ ୭୧ ହଜାର...

ରାତିଅଧରେ ଦୋକାନରେ ଲାଗିଲା ନିଆଁ, ଜଳିଗଲା ସବୁ

ଭବାନୀପାଟଣା,୯।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଜିଲାପାଳ ଅଫିସ ସମ୍ମୁଖରେ ଥିବା ଏକ ତେଜରାତି ଦୋକାନରେ ରବିବାର ବିଳମ୍ବିତ ରାତିରେ ଶର୍ଟ ସର୍କିଟ ଯୋଗୁ ନିଆଁ...

Advertisement
Archives

Model This Week