ବାଲେଶ୍ୱରର ୩ ପର୍ଯ୍ୟଟନ ସ୍ଥଳୀରେ ୧୪୪ ଧାରା ଜାରି

ସଜନାଗଡ଼,୧୮।୩(ଡି.ଏନ୍‌.ଏ.): ରାଜ୍ୟରେ କରୋନା ରୋଗୀ ଚିହ୍ନଟ ପରେ ସଚେତନତା ନେଇ ପ୍ରଶାସନ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ବାଲେଶ୍ୱର ଜିଲାର ୩ ପର୍ଯ୍ୟଟନ ସ୍ଥଳୀରେ ୧୪୪ ଧାରା ଜାରି ହୋଇଛି। ପଞ୍ଚଲିଙ୍ଗେଶ୍ୱର ଶୈବପୀଠ, ତୃତୀୟ ଶୀକ୍ଷେତ୍ର କୁହାଯାଉଥିବା ଜଗନ୍ନାଥ ମନ୍ଦିର ଏବଂ ସଜନାଗଡ଼ସ୍ଥିତ ମା’ ଭୂଧାରଚଣ୍ଡୀ ଦେବୀପୀଠରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସେଠାରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ବଢ଼ୁଛି କରୋନା ମୃତ୍ୟୁ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ଏବେ ଚିନ୍ତାଜନକ ହେଲାଣି। ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାରୁ ଯେତିକି ଆଶ୍ୱସ୍ତି ମିଳିଛି ମୃତ୍ୟୁ ସଂଖ୍ୟା ବୃଦ୍ଧି...

ଜିଲାପାଳ ଅଫିସରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ,୧୯।୧୧: ଖରିଫ ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧକରି ମଙ୍ଗଳବାର ଚାଷୀମାନେ ବରଗଡ଼ ଜିଲାପାଳଙ୍କ ଅଫିସରେ ତାଲା ପକାଇଛନ୍ତି। ଓଡ଼ିଶା ରାଜ୍ୟ କୃଷକ ସଂଗଠନର...

ଓପିଏସ୍‌ସି ପରୀକ୍ଷା ସ୍ଥଗିତ

କଟକ ଅଫିସ,୪।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ତେବେ ଏନେଇ...

ଭିନ୍ନକ୍ଷମ ଯୁବତୀଙ୍କୁୁ ବଳାତ୍କାର, ଅଭିଯୁକ୍ତ ଗିରଫ

କପ୍ତିପଦା,୪ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଶରତ ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାକତ୍ାର କରିବା ଅଭିଯୋଗରେ ଶନିବାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ...

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କୋକସରା,୨୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ପକ୍ଷରୁ ଥାନା ଅଧିକାରୀ ପୁଷ୍ପାଞ୍ଜଳି ନେଗୀଙ୍କ ନେତୃତରେ ସଡକ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଶନିବାର...

ଗୁଳିମାଡ଼ କରି ଦୋକାନରୁ ଲୁଟ୍‌

ଭଦ୍ରକ ଅଫିସ,୧୧ା୧୧: ଗୁଳିମାଡ଼ କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତ ଆରଡ଼ି ଛକ ନିକଟରେ ଥିବା ଏକ ଔଷଧ ଦୋକାନରୁ ଲୁଟ୍‌ ହୋଇଛି।...

ଶିଶୁ ନିର୍ଯାତନା ବିରୋଧରେ କାମ କରିବି

୨୦୧୩ରୁ ସମ୍ବଲପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଭାବେ କାର୍ଯ୍ୟରତ ଶୁଚିସ୍ମିତା ପଟ୍ଟନାୟକ ଅନାଥ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଲାଗି ଉଦ୍ୟମ ଜାରି...

ଭିଜିଲାନ୍ସ ଜାଲରେ ବ୍ୟାସନଗର ପୌରପରିଷଦ ସହକାରୀ ଯନ୍ତ୍ରୀ

ଯାଜପୁର ରୋଡ, ୨୧।୮(ନି:ପ୍ର.): ଲାଞ୍ଚ ନେବା ଅଭିଯୋଗରେ ଯାଜପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ୟାସ ନଗର ପୌରପରିଷଦର ସହକାରୀ ଯନ୍ତ୍ରୀ ପ୍ରହ୍ଲାଦ ମହାପାତ୍ରଙ୍କୁ ଗିରଫ କରାଯାଇଛି।...

Advertisement
Archives

Model This Week