Posted inVideo

ବାବୁ ମହଲ: ଅନଲାଇନ୍ ପାଠପଢ଼ା

Featured Video Play Icon

ପରିସ୍ଥିତି ଅନେକ ବଦଳିଛି ଏବଂ ବଦଳିଛି ଶିକ୍ଷା ବ୍ୟବସ୍ଥା। ଏବେ ହେଉଛି ଅନଲାଇନରେ ପାଠ ପଢ଼ା। କିନ୍ତୁ କେଉଁଠି ମୋବାଇଲ ନେଟୱର୍କ ନାହିଁ ତ ଆଉ କେଉଁଠି ଇଣ୍ଟରନେଟ କାମ କରୁନି। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ ଅନଲାଇନ୍ ପାଠପଢ଼ା’।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଲକଡାଉନ ପ୍ରଭାବ

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ସାରା ରାଜ୍ୟକୁ ମେ ୧୯ ତାରିଖ ପର୍ଯ୍ୟନ୍ତ ତାଲା ବନ୍ଦ କରାଯାଇଛି। ଅତ୍ୟାବଶ୍ୟକ ସେବାକୁ ଛାଡି...

Featured Video Play Icon

Mental disorder – Prevention and treatment | ମାନସିକ ଦୁର୍ବଳତାର କାରଣ ଓ ଚିକିତ୍ସା

Mental disorder is a behavioral or mental pattern that causes significant distress or impairment to the functioning of a...

Featured Video Play Icon

ଡିପ୍ରେସନରେ କେତେବେଳେ ସୁଇସାଇଡ୍ ଚିନ୍ତା ଆସେ | Health Tips | Dr.Amrit Pattojoshi

ଡିପ୍ରେସନ୍ ଯୋଗୁ ଅନେକ ଲୋକ ଏବେ ଚିନ୍ତାରେ ପଡୁଛନ୍ତି ଏବଂ କିଛି ଲୋକ ସୁଇସାଇଡ ମଧ୍ୟ କରୁଛନ୍ତି । ତେବେ କଣ ଏହି ଡିପ୍ରେସନ ଏବଂ...

Featured Video Play Icon

ବାବୁ ମହଲ: ସନିଆର ଆଖିଦୋଷ

ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ସବୁଜ ପନିପରିବା ଖାଇବା ନିହାତି ଦରକାର, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଖାଇବା ଦ୍ଵାରା ତାହା ଆମ ଶରୀର...

Featured Video Play Icon

ଜୀବନରେ କେତେ ଖୁସି ଦେଇଥାଏ ଟଙ୍କା | Can money bring happiness?

ଖୁସି ରହିବାକୁ ସମସ୍ତେ ଚାହାଁନ୍ତି । ଏଥିପାଇଁ ସମସ୍ତେ ଅନେକ ପରିଶ୍ରମ ବି କରିଥାନ୍ତି । ତେବେ ପ୍ରକୃତ ଖୁସି ଆମକୁ କେଉଁଠି ମିଳିଥାଏ ସେ...

Featured Video Play Icon

ଅନଲାଇନରେ ଟିକେଟ୍ ବୁକିଂ ଆରମ୍ଭ

କରୋନା ଭାଇରସ ଓ ଲକଡାଉନ୍ ପାଇଁ ଗତ କିଛି ଦିନ ହେବ ଠପ୍ ପଡିଥିବା ରେଳ ସେବାକୁ ଭାରତୀୟ ରେଳ ବିଭିନ୍ନ ଚରଣରେ କାର୍ଯ୍ୟକ୍ଷମ କରୁଛି...

Featured Video Play Icon

ଅଜୟଙ୍କ ପାଇଁ ଫ୍ଲାଇଟ୍‌ରେ ଗଲା ଓଡ଼ିଆ ଖାଦ୍ୟ

ଭୁବନେଶ୍ୱରରୁ ଓଡିଆ ଖାଦ୍ୟ ଅର୍ଡର କରି ଖାଇଲେ ଅଜୟ ଦେବ୍‌ଗନ । ଫ୍ଲାଇଟ୍‌ରେ ଏହି ସବୁ ଖାଦ୍ୟ ମୁମ୍ବାଇ ପଠାଯାଇଛି । କଙ୍କଡା ଆଳୁ ଝୋଳ,...

Featured Video Play Icon

ରାଜ୍ୟର ୭ଟି ସହରରେ ନିଟ୍ ପରୀକ୍ଷା

ଆଜି ଅନୁଷ୍ଠିତ ହେଉଛି ନିଟ୍ ପରୀକ୍ଷା। କୋଭିଡ୍-୧୯ କଟକଣା ମଧ୍ୟରେ ଅଫଲାଇନରେ ହେଉଥିବା ଏହି ପରୀକ୍ଷାରେ ଦେଶର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ...

Advertisement


Archives

Model This Week