ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ ଅଫିସ,୧୮।୪: ନୟାଗଡ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ ଡ଼ିପାମାଳ ମୌଜାର ନଟି ଗଁ।ର ଲୋକମାନେ ଭୋଟ ବର୍ଜନ କରିଛନ୍ତି। ଦୀର୍ଘ ଦିନ  ଧରି ଗଁ।ରେ ରାସ୍ତା ଓ ପାଣି ସମସ୍ୟା ଲାଗି ରହିଥିବାରୁ  ୫୮୮ ଭୋଟର ଭୋଟ ବର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଜିଲା: ଭୋଟରଙ୍କ ପସନ୍ଦଯୋଗ୍ୟ ନ ଥିଲେ ପ୍ରାର୍ଥୀ, ନୋଟାକୁ ଯାଇଛି ୪,୯୮୩ ଭୋଟ

ପୁରୀ ଅଫିସ, ୨୬ା୫: ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତ୍ୟେକ ନାଗରିକଙ୍କ ଭୋଟ ଦେବାର ଅଧିକାର ରହିଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଯଦି ଭୋଟରଙ୍କ ପସନ୍ଦଯୋଗ୍ୟ...

ବିଜୟ ମୁହାଁ ଏଏପି …

ଚଣ୍ଡିଗଡ଼,୧୦।୩ : ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ବିଜୟ ମୁହାଁ ହୋଇଛି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନ ମଧ୍ୟରୁ...

୨ୟ ରାଉଣ୍ଡ : ଧାମନଗରରେ ଭାଜପା ଆଗରେ

ଧାମନଗର, ୨୩।୫-ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ୨୧୫୨, ଭାଜପା ପ୍ରାର୍ଥୀ ବିଷ୍ଣୁ ସେଠୀ ୨୨୮୭, ଏବଂ କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଯେନାଙ୍କୁ ୨୦୨ ଖଣ୍ଡ ଭୋଟ...

କରହଲରୁ ଜିତିଲେ ଅଖିଲେଶ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ଭାଜପା ବୃହତ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ବିରୋଧୀ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କରହଲ ବିଧାନସଭା ଆସନରୁ ବିଜୟୀ...

ଦିଦିଙ୍କୁ ‘ସଂସ୍କାର’ ପାଠ ପଢାଇଲେ ସ୍ମୃତି

କୋଲକତା,୧୫।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଥା କଟାକଟି ଚାଲିଛି। ଦେଶରେ କରୋନା ବୃଦ୍ଧି ପାଉଥିବାରୁ ମମତା ବାନାର୍ଜୀ...

ତୃଣମୂଳ-ଭାଜପା ମଧ୍ୟରେ କଡ଼ା ମୁକାବିଲା: ନନ୍ଦିଗ୍ରାମରେ ଶୁଭେନ୍ଦୁ ଆଗରେ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ଜାରି...

ହରିୟାଣା ବିଧାନସଭା ନିର୍ବାଚନ: ଯୋଗେଶ୍ୱର, ବବିତାଙ୍କୁ ଟିକେଟ

ନୂଆଦିଲ୍ଲୀ,୧ା୧୦(ପି.ଟି.)-୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ସୋମବାର ଭାଜପା ୭୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ...

ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ରାଜନଗର,୧୮ା୪(ଡି.ଏନ.ଏ): କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ଏବେ ଚଳଚଞ୍ଚଳ ହୋଇଉଠିଛି। ଗତମାସରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ବାବୁବାଲି ଦ୍ୱୀପରେ ସମୂହ ଅଣ୍ଡାଦାନ କରିଥିଲେ।...

Advertisement
Archives

Model This Week