
ରସୁଲଗଡ଼ ବାଲିଆପାଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶ।
ରସୁଲଗଡ଼ ବାଲିଆପାଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶ।
କଟକ ନରାଜ ଆନିକଟ ମହାନଦୀ କୂଳରେ ଡଙ୍ଗା ଭେଳା
ସିଆର୍ପିଏଫ୍ କ୍ୟାମ୍ପସ୍ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି।
ପିଆଜର ଅହେତୁକ ଦରବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ।
କଟକରେ ପାକ୍ ମୌସୁମୀ ବର୍ଷା
ମାଣବସା ଗୁରୁବାରରେ ପୂଜାର୍ଚ୍ଚନା ଲାଗି କଟକ ରାଣୀହାଟ ରାସ୍ତାପାର୍ଶ୍ୱରେ ଫୁଲ ବିକ୍ରି କଟକ ଛତ୍ରବଜାର ପରିବା ମାର୍କେଟରେ ଟ୍ରକରୁ କଖାରୁ ଖଲାସି କରୁଛନ୍ତି ଶ୍ରମିକ...
ଶରତର କଅଁଳ ସ୍ପର୍ଶରେ କାଶତଣ୍ଡୀର ସମ୍ଭାର ରାଜନଗର ହଂସୁଆ ନଦୀ ତଟରେ ପ୍ରକୃତିର ରୁପା ଓଢଣୀ ..
ପୁରୀ ଲଙ୍ଗୁଳି ମଠ କୋଠାକୁ ଜେସିବି ଦ୍ୱାରା ଭଙ୍ଗାଯାଉଛି।
ଲଣ୍ଡନର ବଙ୍କିଙ୍ଗହାମ ପ୍ୟାଲେସରେ ବ୍ରିଟେନ ରାଣୀ ଏଲିଜାବେଥ୍ଙ୍କ ସହ ବିଶ୍ୱକପ୍ରେ ଅଂଶଗ୍ରହଣକାରୀ ୧୦ ଦଳର ଅଧିନାୟକ।