ଏଇ ଭାରତରେ

କେତେଜଣ ବ୍ୟକ୍ତି ନିଜର ଉଦ୍ୟମ ଓ ଅଧ୍ୟବସାୟ ବଳରେ ନୂଆ ଉଦ୍‌ଭାବନ କରି ଅନ୍ୟମାନଙ୍କର ପ୍ରଶଂସାଭାଜନ ହେବା ସହିତ ଦେଶର ଓ ସମାଜର କଲ୍ୟାଣ ସାଧନ କରିଥାଆନ୍ତି। ବର୍ତ୍ତମାନ ଆମେ ଅନେକ ଯନ୍ତ୍ରପାତି ଉପରେ ନିର୍ଭର କରି ଅତି ସହଜରେ ଓ କମ୍‌ ସମୟ ମଧ୍ୟରେ କଷ୍ଟକର କାର୍ଯ୍ୟ କରିବାକୁ ସମର୍ଥ ହୋଇପାରୁଛୁ। ତେବେ ଏହା ପଛରେ ଥିବା କେତେଜଣ ବ୍ୟକ୍ତିଙ୍କ ଉଦ୍ଭାବନ ଆମକୁ ଆଧୁନିକ ଜୀବନ ଯାପନ ପାଇଁ ସହାୟକ ହୋଇପାରିଛି। ଆଉ ସେଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ମାଙ୍ଗାଲୁର୍‌ର ଗଣପତି ଭଟ୍ଟ। ନଡ଼ିଆ ଓ ଗୁଆ ଗଛରେ ଚଢି ଫଳ ତୋଳିବା ପାଇଁ ସେ ଏକ ଅଦ୍ଭୁତ ବାଇକ୍‌ ଉଦ୍‌ଭାବନ କରିଛନ୍ତି। ବାଇକ୍‌ଟି ୬୦-୮୦ କିଲୋମିଟର ବେଗରେ ଗତି କରିବ ବୋଲି ସେ ଦାବି କରିଛନ୍ତି। ଏହାସହ ଉକ୍ତ ବାଇକ୍‌ରେ ୮୦ କିଲୋଗ୍ରାମ୍‌ ଓଜନର ସାମଗ୍ରୀ ମଧ୍ୟ ବହନ କରାଯାଇପାରିବ। ଗୋଟିଏ ଲିଟର ପେଟ୍ରୋଲରେ ଏହା ୮୦ଟି ଗଛ ଚଢିପାରିବ। ଏଥିସହ ବର୍ଷାଦିନେ ଗଛରେ ଔଷଧ ସିଞ୍ଚନ କାର୍ଯ୍ୟରେ ଏହା ସହାୟକ ହୋଇପାରିବ ବୋଲି ଗଣପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବନ ସଂରକ୍ଷଣରେ ବ୍ରତୀ ମଣିପୁରର ମୋଇରଙ୍ଗଥେମ ଲୋଇଆଙ୍କ ଜୀବନ ଅତ୍ୟନ୍ତ ପ୍ରେରଣାଦାୟକ। ସେ ଚାକିରି ଛାଡ଼ି ଦୀର୍ଘ ୨୦ ବର୍ଷ ହେଲା ୩୦୦ ଏକର ପାହାଡ଼ି...

ଗାନ୍ଧୀ ଲିଗାସି ଲିଭାଇବା ପ୍ରୟାସ

ତୁଷାର ଗାନ୍ଧୀ ଭାରତ ସରକାର ଗୁଜରାଟ ସରକାରଙ୍କ ମାଧ୍ୟମରେ ସାବରମତି ଆଶ୍ରମର ପୁନଃବିକାଶ କରି ତାହାକୁ ବିଶ୍ୱସ୍ତରୀୟ ସ୍ମାରକୀ ପ୍ରତିଷ୍ଠା କରିବା ସମ୍ପର୍କିତ ଖବର ଗଣମାଧ୍ୟମରେ...

୩୦ ସୁଦ୍ଧା ୩୦

ଆଲେଖ୍ୟର ଶୀର୍ଷକଟି ପାଠକଙ୍କ ମନରେ ବିସ୍ମୟ ସୃଷ୍ଟିର କାରଣ ହେବା ସ୍ବାଭାବିକ। ଏବେ କିନ୍ତୁ ବିଶ୍ୱ ସ୍ତରରେ ପରିବେଶ ସଚେତନ ନାଗରିକ ଏବଂ ସଂରକ୍ଷଣବାଦୀଙ୍କ ମହଲରେ...

ଗଣତନ୍ତ୍ରରେ କିଏ ମାଲିକ, କିଏ ସେବକ

ଈପ୍ସିତା ମହାନ୍ତି   ୱିନ୍‌ଷ୍ଟନ ଚର୍ଚ୍ଚିଲଙ୍କ ଏକ ପ୍ରସିଦ୍ଧ ବାଣୀ ଥିଲା- ”ଗଣତନ୍ତ୍ର ହେଉଛି ସବୁଠାରୁ ନିକୃଷ୍ଟ ଶାସନ ପଦ୍ଧତି, ଯାହା ପୂର୍ବରୁ ଅନେକ ଥର...

ଧର୍ମୀୟ ସ୍ବାଧୀନତା କ୍ଷୁଣ୍ଣ

ଆକାର ପଟେଲ ‘ଲୋକମାନଙ୍କର ଧର୍ମ ଚୟନ କରିବା ପାଇଁ ସ୍ବାଧୀନତା ରହିଛି : ସୁପ୍ରିମକୋର୍ଟ’- ଗତକାଲି ପ୍ରକାଶିତ ଏହି ଶୀର୍ଷକ ଖବରଟି ଏକ ଜନସ୍ବାର୍ଥ ମାମଲା...

ଜଙ୍ଗଲ ସୁରକ୍ଷା ବୋଝ ଆଦିବାସୀଙ୍କ ଉପରେ

ଅମରେନ୍ଦ୍ର ଦାସ   ପ୍ରାୟ ପ୍ରତି ସପ୍ତାହରେ କୌଣସି ଏକ ଦୁର୍ଗମ ଅଞ୍ଚଳରେ ଜଣେ ଗର୍ଭବତୀ ଆଦିବାସୀ ମହିଳା ଖଟିଆରେ ବୁହା ହୋଇ ଡାକ୍ତରଖାନା ଗଲେ...

ପ୍ରେମ ପରୀକ୍ଷାର ଖେଳ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ ଥିଲେ ଜଣେ ପ୍ରେମିକ ପ୍ରବର। ପ୍ରେମ ହିଁ ଥିଲା ତାଙ୍କ ପୁରୁଷାର୍ଥର ପ୍ରମୁଖ ପରିଚୟ। ସେ ସବୁବେଳେ କହୁଥିଲେ, ପ୍ରେମରେ ମୋ...

ଇଲେକ୍ଟୋରାଲ ବଣ୍ଡ୍‌: ଏସ୍‌ବିଆଇର ମିଛ

ନୀତିନ୍‌ ସେଠୀ ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁସାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ତଥ୍ୟ ମଗାଗଲା ବେଳେ ଏହା ତ୍ରୁଟିପୂର୍ଣ୍ଣ,...

Advertisement
Archives

Model This Week