ବୈବାହିକ ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଥିଲେ…

ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସୁଦୃଢ଼ କରିବାକୁ ହେଲେ ଛୋଟଛୋଟ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ଏପରି ନ କରିବା ଦ୍ୱାରା ସମ୍ପର୍କ ମଧ୍ୟରେ ଦୂରତା ବଢ଼ିବାକୁ ଲାଗେ। ତେବେ ଜାଣନ୍ତୁ ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ସୁଦୃଢ଼ କରିବାକୁ କେତେକ ଉପାୟ।

ପରସ୍ପର ସହିତ ସମୟ ବିତାନ୍ତୁ
ସ୍ତ୍ରୀ-ସ୍ବାମୀ ପରସ୍ପର ସହିତ ସମୟ ବିତାଇବା ଉଚିତ୍‌। ପରସ୍ପର ସହିତ ସମୟ ବିତାଇଲେ ସମ୍ପର୍କ ସୁଦୃଢ଼ ହେବା ସହ ସମ୍ପର୍କରେ ପ୍ରେମ ଭରିଥାଏ।

ପରସ୍ପର ଉପରେ ବିଶ୍ୱାସ
ବିଶ୍ୱାସ ହେଉଛି ସମ୍ପର୍କର ମୂଳଦୁଆ। ଯେଉଁ ସମ୍ପର୍କରେ ବିଶ୍ୱାସ ନାହିଁ, ତାହା ଅଧିକ ଦିନ ତିଷ୍ଠି ନଥାଏ। ସ୍ତ୍ରୀ-ସ୍ବାମୀ ପରସ୍ପର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା ଉଚିତ୍‌।

ସଚ୍ଚୋଟତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ସ୍ତ୍ରୀ-ସ୍ବାମୀ ସମ୍ପର୍କରେ ସଚ୍ଚୋଟତା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଚ୍ଚୋଟତାର ଅଭାବ ଏକ ସମ୍ପର୍କ ଭାଙ୍ଗିପାରେ।

ପରସ୍ପରକୁ ସମ୍ମାନ
ସମ୍ପର୍କ ଯାହାବି ହେଉ ପରସ୍ପରକୁ ସମ୍ମାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସ୍ତ୍ରୀ-ସ୍ବାମୀ ପରସ୍ପରକୁ ସମ୍ମାନ ଦେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଳୟଙ୍କରୀ ଭୂମିକମ୍ପ

ନିକଟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହେଉଛି। ମଧ୍ୟପ୍ରାଚ୍ୟ ଭୂଖଣ୍ଡ ତୁର୍କୀ-ସିରିଆର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ବଡ଼ଧରଣର ପ୍ରଳୟଙ୍କରୀ ଭୂମିକମ୍ପ ଅନୁଭୂତ ହୋଇଯାଇଛି। ରିକ୍ଟର...

ମହୁ ବି ଦୂରକରେ ମେଦ ବହୁଳତା: ଜାଣନ୍ତୁ କିପରି

ଆଧୁନିକ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଯୋଗୁ ଅନେକେ ମେଦବହୁଳତାର ଶିକାର ହେଉଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି କେହି ଜିମ୍‌ ଯାଉଥିବା, କେହି କେହି...

ହାଇଟେକ୍‌ ଡିଭାଇସ୍‌

ଆଜିକାଲି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ନୂଆ ନୂଆ କଥା ଉଦ୍ଭାବିତ ହେଉଛି। ଫଳରେ ଅନେକ ରୋଗର ଚିକିତ୍ସା ପ୍ରଣାଳୀ ସରଳ ହେବାରେ ଲାଗିଛି।...

ଚର୍ମ ସମସ୍ୟା ଓ ମୋବାଇଲ

ଆଜିକାଲି ମୋବାଇଲ ବ୍ୟବହାର କରିବା ଏକ ସାଧାରଣ କଥା ପାଲଟି ଗଲାଣି। କାରଣ କେବଳ କାହା ସହ କଥାବାର୍ତ୍ତା ହେବା ନୁହେଁ, ବିଭିନ୍ନ ବିଷୟରେ ଜାଣିବାର...

ରିଙ୍କିଲ୍ସ ପାଇଁ ଚିନ୍ତିତ କି, ତାହେଲେ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା...

ରୁଟି…

ଭାରତୀୟ ଖାଦ୍ୟ ଭିତରେ ରୁଟି ପ୍ରମୁଖ। ଖାସ୍‌କରି ଉତ୍ତର ଭାରତ ଯେଉଁଠି ଗହମ ଉତ୍ପାଦନ ଅଧିକ, ସେଠାରେ ରୁଟି ଅଧିକ ଖିଆଯାଏ। ରୁଟି ଭାରତ ବ୍ୟତୀତ...

ରାତିରେ ପିଲା ବିଛଣାରେ ପରିସ୍ରା କରୁଛନ୍ତି କି… ଜାଣନ୍ତୁ, କିପରି ପାଇବେ ମୁକ୍ତି

ଖଜୁରି କୋଳି ସ୍ବାସ୍ଥ୍ୟ ଉପକାରୀ। ଏଥିରେ ଭିଟାମିନ୍‌ ଇ ଓ ବି ସହିତ ପୋଷକତତ୍ତ୍ୱ ରହିଥାଏ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଶୀତଦିନେ...

ବୁଦ୍ଧିମତ୍ତା ବିକାଶ ଅନ୍ତରାଳେ..

ଜଣେ ବ୍ୟକ୍ତିର ବୁଦ୍ଧିମତ୍ତା ତାଙ୍କର ବ୍ୟବହାର ଉପରେ ନିର୍ଭର କରେ। ନିଜର ବ୍ୟକ୍ତିତ୍ୱକୁ ଆହୁରି ପରିପ୍ରକାଶ କରିବା ପାଇଁ ଉତ୍ତମ ବ୍ୟବହାରର ଆବଶ୍ୟକତା ରହିଛି। ତେବେ...

Advertisement
Archives

Model This Week