ରାଶି ଅନୁସାରେ ଭାଇଙ୍କ ହାତରେ ବାନ୍ଧନ୍ତୁ ରାଖୀ

ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାଖୀ ପୂର୍ଣ୍ଣିମା। ଏହିଦିନ ଭଉଣୀ ଭାଇ ହାତରେ ରେଶମର ଡୋରି ବାନ୍ଧି ଆଜୀବନ ସୁରକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି ନେଇଥାଏ। ତେବେ ରାଶି ଅନୁସାରେ ଯଦି ଭାଇଙ୍କ ହାତରେ ରାଖୀ ବାନ୍ଧିବେ ଭାଇଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ବୋଲି ବାସ୍ତୁ ଶାସ୍ତ୍ର କହେ…

ମେଷ ରାଶି- ଭାଇଙ୍କ ରାଶି ମେଷ ହୋଇଥିଲେ ଲାଲ, ନାରଙ୍ଗି କିମ୍ବା ଗୋଲ୍ଡେନ୍‌ କଲର୍‌ ରାଖୀ ପିନ୍ଧାଇବା ଭଲ।
ବୃଷ ରାଶି-ସିଲ୍‌ଭର୍‌, ନୀଳ କିମ୍ବା ବାଦାମୀ ରଙ୍ଗର ରାଖୀ ଅବା ରୁପା ରାଖୀ ବାଛିପାରିବେ।
ମିଥୁନ ରାଶି- ସବୁଜ ରଙ୍ଗର ସବୁ ଶେଡ୍‌ସ ଏହି ରାଶି ପାଇଁ ଭଲ।
କର୍କଟ ରାଶି- ମୋତି କିମ୍ବା ଚମକଦାର୍‌ ଓ ହାଲ୍‌କା ବାଦାମୀ ରଙ୍ଗର ରାଖୀ ଏହି ରାଶି ପାଇଁ ଭଲ।
ସିଂହ ରାଶି- ଏହି ରାଶି ପାଇଁ ନାରଙ୍ଗୀ, ସବୁର୍ଣ୍ଣ ରଙ୍ଗ କିମ୍ବା ହଳଦିଆ ରଙ୍ଗର ରାଖୀ ବାଛିପାରିବେ।
କନ୍ୟା ରାଶି- ସବୁଜ କିମ୍ବା ରାମା ଗ୍ରୀନ୍‌ ରାଖୀ ପିନ୍ଧାଇପାରିବେ।
ତୁଳା ରାଶି- ଡାଇମଣ୍ଡ, ଜରଦୋଜୀ ଅଥବା ବହୁତ ସଜ୍ଜା ଯାଇଥିବା ମଲ୍ଟି କଲର୍‌ର ରାଖୀ ବାନ୍ଧି ପାରିବେ।
ବିଛା ରାଶି-ମାଜେଣ୍ଟା, ଗୋଲାପୀ, କମଳା ରଙ୍ଗର ରାଖୀ ଆଣିପାରିବେ।
ଧନୁ ରାଶି- ବ୍ରାଇଟ୍‌ ହଳଦିଆ ରଙ୍ଗ ବା ହଳଦିଆ ରଙ୍ଗର ରାଖୀ ଏହି ରାଶି ପାଇଁ ଭଲ।
ମକର ରାଶି- ପର୍ପଲ,ଗାଢ ଗୋଲାପୀ ଅବା ଗାଢ ନୀଳ ରଙ୍ଗର ରାଖୀ କିଣିପାରିବେ।
କୁମ୍ଭ ରାଶି- ନୀଳ ରଙ୍ଗର ଯେକୌଣସି ଶେଡ୍‌ସର ରାଖୀ ଭାଇଙ୍କୁ ପିନ୍ଧାଇପାରିବେ।
ମୀନ ରାଶି- କେଶରୀ, ହଳଦିଆ କିମ୍ବା ଲାଲ ରଙ୍ଗର ରାଖୀ ଆଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଦିଅନ୍ତୁ କଲରଫୁଲ୍‌ ଲୁକ୍‌

କଲରଫୁଲ୍‌ ଡେକୋରେଟିଭ୍‌ ଆଇଟମ୍‌ ଘରକୁ ଆକର୍ଷଣୀୟ ଓ ଫ୍ରେସ୍‌ ଲୁକ୍‌ ଦେଇଥାଏ। ଯଦି ଦୀପାବଳିରେ ଆପଣ ନିଜ ଘରକୁ ଏପରି ସଜାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ...

ରିଲାକ୍ସ ଥେରାପି

ବ୍ୟାୟାମର ସୁପ୍ରଭାବ ଆମ ଶରୀର ଉପରେ କେତେକ ପଡିଥାଏ ତାହା ଅନୁଭବୀ ହିଁ ଜାଣେ। ସେଥିପାଇଁ ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ...

ମନକୁ ହାଲକା କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ବିଭିନ୍ନ ସମସ୍ୟା ଯୋଗୁ ମନ ବେଳେବେଳେ ଭାରାକ୍ରାନ୍ତ ହୋଇଯାଇଥାଏ। ମାନସିକ ଅବସ୍ଥାର ସାଧାରଣ ସ୍ଥିତି ଫେରାଇ ଆଣିବାରେ ଭାବର ଆଦାନପ୍ରଦାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।...

ଡାଇବେଟିସ ନିୟନ୍ତ୍ରଣ କରେ ମେଥି

ଆୟୁର୍ବେଦିକ ବିଶେଷଜ୍ଞଙ୍କ ଅନୁସାରେ, ଡାଇବେଟିସ ନିୟନ୍ତ୍ରଣ କରିବା ପାଇଁ ମେଥି ସବୁଠୁ ଭଲ। ଏଥିପାଇଁ ଗଜା ମେଥି ମଧ୍ୟ ବ୍ୟବହାର କରିପାରିବେ। ରାତିରେ କିଛି ମେଥିକୁ...

ଆଲର୍ଜିରୁ ରକ୍ଷା କରେ ଭିଟାମିନ୍‌ ‘ଇ’

ଭିଟାମିନ୍‌ ‘ଇ’ ଆମ ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ବିଶେଷଭାବରେ ଏଥିରେ ଥିବା ସ୍ବାସ୍ଥ୍ୟୋପକାରୀ ଗୁଣ ଆଲର୍ଜି ପରି ସମସ୍ୟାରୁ ଅନେକାଂଶରେ ରକ୍ଷା...

ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ତୁଳସୀପତ୍ରର କାଢ଼ା

ନ୍ୟାଶନାଲ ସେଣ୍ଟର ଫର୍‌ ବାୟୋଟେକ୍ନୋଲୋଜି ଇନ୍‌ଫର୍‌ମେଶନ ଅନୁସାରେ, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ତୁଳସୀପତ୍ର ବେଶ୍‌ ଲାଭଦାୟକ। ପ୍ରତି ସଂକ୍ରାମକ ରୋଗରୁ ଏହି ପତ୍ର...

ମର୍ଣ୍ଣିଓ୍ବାକ୍‌ ପରେ ପାଦତଳ ଦରଜ ଠିକ୍‌ କରେ ସୋରିଷ

ଦୀର୍ଘ ସମୟ ଧରି ଠିଆ ହେଲେ ଅବା ବସି ରହିଲେ ପାଦତଳ ଦରଜ ହୋଇଥାଏ। ବେଳେବେଳେ ପାଦ ଫୁଲି ଯାଇଥାଏ। ଫଳରେ ଚାଲିବା ବୁଲିବାରେ କଷ୍ଟ...

ମସଲାକୁ କିପରି ରଖିବେ ସତେଜ

ଭାରତୀୟ ଖାଦ୍ୟରେ ମସଲାର ମହତ୍ତ୍ୱ ରହିଛି। ଏକା ସଙ୍ଗେ ସବୁ ମସଲା ଯଦି ଖୋଲା ରହେ ତାହା ଖରାପ୍‌ ହେବାର ଆଶଙ୍କା ରହିଛି। ଏଥିଲାଗି କିଛି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *