ୟୁକ୍ରେନକୁ ଏମ୍‌-୨୭୦ ମଲ୍ଟିପୁଲ ରକେଟ ଲଞ୍ଚର ପଠାଇବ ବ୍ରିଟେନ…

ଲଣ୍ଡନ/କ୍ୱିଭ୍‌, ୬।୬ : ବ୍ରିଟେନ ଅତ୍ୟାଧୁନିକ ଏମ୍‌-୨୭୦ ମଲ୍ଟିପୁଲ ରକେଟ ଲଞ୍ଚର ୟୁକ୍ରେନକୁ ଯୋଗାଇବାକୁ ଘୋଷଣା କରିଛି। ଏହି ରକେଟ ଲଞ୍ଚରର ପ୍ରଭାବଶାଳୀ ଫାୟାରିଂ ପରିସର ୮୦ କିଲୋମିଟର ବୋଲି କୁହାଯାଉଛି। ରୁଷିଆ ସହିତ ଯୁଦ୍ଧ ଆରମ୍ଭରୁ ବ୍ରିଟେନ ୟୁକ୍ରେନକୁ ବିଭିନ୍ନ ସାହାଯ୍ୟ ଯୋଗାଇ ଦେଇଛି। ଚଳିତ ବର୍ଷ ମାର୍ଚ୍ଚରେ ବ୍ରିଟେନ ୟୁକ୍ରେନକୁ ଆଣ୍ଟି-ଏୟାରକ୍ରାଫ୍ଟ କ୍ଷେପଣାସ୍ତ୍ର ପଠାଇଥିଲା।

ବ୍ରିଟେନର ପ୍ରତିରକ୍ଷା ସଚିବ ବେନ ୱାଲେସ କହିଛନ୍ତି ଯେ ୟୁକ୍ରେନ ପାଇଁ ବ୍ରିଟେନର ସମର୍ଥନ ଜାରି ରହିବ। କିଛି ଦିନ ପୂର୍ବରୁ ଆମେରିକା ମଧ୍ୟ ୟୁକ୍ରେନକୁ ହରପୁନ ଆଣ୍ଟି-ଶିପ ମିସାଇଲ ଏବଂ ଏମ୍‌-୧୪୨ ହାଇ ମୋବିଲିଟି ଆର୍ଟିଲିରି ରକେଟ ସିଷ୍ଟମ ଦେବାକୁ ଘୋଷଣା କରିଥିଲା।

ବ୍ରିଟେନ କହିଛି ଏହା ୟୁକ୍ରେନର ପ୍ରତିରକ୍ଷା ପାଇଁ ଉପଯୋଗୀ ହେବ। ବ୍ରିଟେନର ପ୍ରତିରକ୍ଷା ସଚିବ ବେନ ୱାଲେସ କହିଛନ୍ତି ଯେ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ରକେଟ ଲଞ୍ଚର ୟୁକ୍ରେନର ଦୀର୍ଘ ଦୂରଗାମୀ ଆର୍ଟିଲିରି ବ୍ୟବସ୍ଥାକୁ ସୁଦୃଢ଼ କରାଇବ। ବ୍ରିଟେନ କହିଛି ଯେ ନୂତନ ଲଞ୍ଚ ର କିପରି ବ୍ୟବହାର କରାଯିବ ସେନେଇ ୟୁକ୍ରେନ ସୈ ନ୍ୟମାନଙ୍କୁ ତାଲିମ ଦିଆଯିବ। ସମ୍ପ୍ରତି ବ୍ରିଟିଶ ସେନା ୟୁକ୍ରେନ ସୈନିକମାନଙ୍କୁ ସଶସ୍ତ୍ର ଯାନ ବ୍ୟବହାର ପାଇଁ ତାଲିମ ଦେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିଶା ସେବନକୁ ବିରୋଧ କଲେ ପୁଅ, କୀଟନାଶକ ପିଇଦେଲେ ବାପା: ଆଉ ତା’ପରେ…

ଦାରିଙ୍ଗବାଡି, ୧୨।୫ (ଅରୁଣ ସାହୁ):ନିଶା ସେବନ କରି ଘରକୁ ଫେରିଥିଲେ ଜଣେ ବୃଦ୍ଧ। ଆଉ ନିଶା ସେବନକୁ ପୁଅ ବିରୋଧ କରିବାରୁ ବୃଦ୍ଧ ବାପା କୀଟନାଶକ ପିଇଦେଇ…

ମୋଦି କହୁଛନ୍ତି ସୁନା କିଣ ନାହିଁ, ତେଲ କମ ଖର୍ଚ୍ଚ କର, ମାୟାବତୀ କହିଲେ ‘ହରାଇବା ପାଇଁ ଆଉ କିଛି ବାକି ନାହିଁ’

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବା, ସାଧାରଣ ପରିବହନ ଗ୍ରହଣ କରିବା ଏବଂ ସୁନା କିଣିବା ବନ୍ଦ କରିବା ପାଇଁ…

ଗ୍ଲାମର ଇଣ୍ଡଷ୍ଟ୍ରିରେ ପୁଣି ଏକ ଛାଡ଼ପତ୍ର: ବିବାହର ୪ ବର୍ଷ ପରେ ଅଲଗା ହେବେ ଏହି ଯୋଡ଼ି

ଗ୍ଲାମର ଇଣ୍ଡଷ୍ଟ୍ରିରେ ସମ୍ପର୍କ ଗଢ଼ିବା ଏବଂ ଭାଙ୍ଗିବା ଏକ ସାଧାରଣ ଘଟଣା। ଏବେ ଆଉ ଏକ ଦମ୍ପତିଙ୍କ ବିଚ୍ଛେଦକୁ ନେଇ ଗୁଜବ ଘୁରି ବୁଲୁଛି। ଅଭିନେତ୍ରୀ ମୌନି…

‘ଲାଇଫ ସପୋର୍ଟ ସିଷ୍ଟମରେ ଯୁଦ୍ଧବିରତି’: ରାଗିଲେ ଟ୍ରମ୍ପ, ସମୁଦ୍ରରେ ମୁତୟନ କଲେ ପରମାଣୁ ବୁଡ଼ାଜାହାଜ

ତେହରାନ,୧୨।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ମଧ୍ୟରେ, ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ପରି ମନେ ହେଉଛି। ଇରାନ ସଂସଦର ବାଚସ୍ପତି…

ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଆହତ

ଝାରସୁଗୁଡା/ବେଲପାହାଡ,୧୨।୫(ଆଶିଷ ରଞ୍ଜନ ଦାଶ/ସୁବାସ ପ୍ରଧାନ): ବେଲପାହାଡ଼ ଥାନା ଅନ୍ତର୍ଗତ ସୁଲଦିଆ କୋଇଲା ଖଣି ଅଞ୍ଚଳରେ ଥିବା ଅଇଲାଝରନ ଜଙ୍ଗଲରେ ଆଜି ବ୍ରଜରାଜନଗର ଓ ବନହରପାଲି ଥାନା ପୋଲିସ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଫ୍ଲୋର ଟେଷ୍ଟ ପୂର୍ବରୁ AIADMK ଦୁଇଟି ଗୋଷ୍ଠୀରେ ବିଭକ୍ତ, ଗୋଟିଏ ବିଜୟଙ୍କ TVK କୁ କରିବ ସମର୍ଥନ

ଚେନ୍ନାଇ,୧୨।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। AIADMK ଭିତରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇଛି। ସୂତ୍ର…

ଦ୍ୱିତୀୟଥର ଲାଗି ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ, ମୋଦିଙ୍କ ସହ ଉପସ୍ଥିତ ରହିବେ ଅନେକ ବରିଷ୍ଠ ନେତା

ଗୁଆହାଟି,୧୨।୫: ଆସାମରେ, ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ସକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri