ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା

ଛୋଟ ପରଦାର ଲୋକପ୍ରିୟ ଅଭିନେତା କରଣଭୀର ବୋହରା ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କର ସ୍ତ୍ରୀ ଟିଜେ ସିଦ୍ଧୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ପୂର୍ବରୁ ଅର୍ଥାତ୍‌ ୨୦୧୬ରେ ଏହି ଦମ୍ପତି ଯାଆଁଳା ଝିଅ ଭେଲା ବୋହରା ଏବଂ ଭିଲନା ବୋହରାଙ୍କୁ ଜନ୍ମ ଦେଇଥିଳେ।
ଏହି ଦମ୍ପତି ଦ୍ୱିତୀୟ ଥର ପାଇଁ ମା’ବାପା ହେବାକୁ ଯାଉଥିବା ନେଇ ଗତ ଅଗଷ୍ଟ ମାସରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଥିଲେ। କରଣଭୀର ରବିବାର ହସ୍ପିଟାଲ ସମ୍ମୁଖରେ ନୃତ୍ୟ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଭିଡିଓରେ ସେ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା। ତାଙ୍କ ହାତରେ ଏକ ବେବି କାର ସିଟ୍‌ ଥିବା ଦେଖିବାକୁ ମିଳଥିଲା। ଉକ୍ତ ଭିଡିଓ ପୋଷ୍ଟ କରି ସେ କ୍ୟାପଶନରେ ଲେଖିଥିଲେ, ଡାକ୍ତରଖାନା ଯିବାଭଳି ଲାଗୁଛି। କୌଣସି ବି ମୁହୂର୍ତ୍ତରେ ଖୁସି ଖବର ଆସିପାରେ। ପୁଅ ହେଉ ଅବା ଝିଅ ମୁଁ ବହୁତ ଭାଗ୍ୟବାନ ବୋଲି କରଣଭୀର ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ପରେ ସୁଟିଂ ସେଟକୁ ଫେରିଲେ ସଲମାନ: ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

ମୁମ୍ବାଇ, ୫।୧୦-ଦୀର୍ଘ ସାଢେ ୬ ମାସ ପରେ ଫିଲ୍ମ ସୁଟିଂ ସେଟକୁ ପୁଣି ଥରେ ଫେରିଛନ୍ତି ବଲିଉଡ ଅଭିନେତା ସଲମାନ ଖାନ। ତାଙ୍କ ଆଗାମୀ ଫିଲ୍ମ...

୧୯୯୭ରେ କରୋନା ବିଷୟରେ ଜାଣିପାରିଥିଲେ ବବି ଦେଓଲ! ଐଶ୍ୱର୍ଯ୍ୟାଙ୍କର କରିଥିଲେ ସ୍ବାବ୍‌ ପରୀକ୍ଷା

ମହାମାରୀ କରୋନା ଦିନକୁ ଦିନ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଏଇ କିଛି ଦିନ ମଧ୍ୟରେ ଦେଶରେ କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। କରୋନାକୁ...

କୁକୁର ଗୋଡ଼ାଇବା କଥା ଭୁଲି ପାରୁନି

ଦୀପକଙ୍କ ଓଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ଓଡ଼ିଆ ସିନେମା ‘ମନ ମୋର ପ୍ରଜାପତି’ରୁ। ଏହାର ଶୁଟିଂ ସମୟରେ ଏପରି ଏକ ଘଟଣା ଘଟିଥିଲା ଯାହାକୁ ଭୁଲି...

ରଣବୀରଙ୍କ ପରେ ନ୍ୟୁଡ୍‌ ଫଟୋ ଶେୟାର କଲେ ନକୁଲ, ଧାର ନେଲେ କି କାର୍ପେଟ

ବଲିଉଡ ଅଭିନେତା ରଣଭୀର ସିଂଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ବିବାଦ ଥମି ନ ଥିବା ବେଳେ ବର୍ତ୍ତମାନ ଅଭିନେତା ନକୁଲ ମେହେଟ୍ଟା ରଣଭୀରଙ୍କ ପରି ସୋସିଆଲ...

ଲୋକଙ୍କୁ ସାହାଯ୍ୟ କରି ‘ଡ. ଆମ୍ବେଦକର ପୁରସ୍କାର’ରେ ସମ୍ମାନିତ ହେଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କୁ ‘ଭାରତ ରତ୍ନ ଡ. ଆମ୍ବେଦକର ପୁରସ୍କାର’ରେ ସମ୍ମାନିତ କରାଯାଇଛି। କରୋନା ସମୟରେ ସେ ଲୋକଙ୍କୁ ସାହାଯ୍ୟ କରିଥିଲେ। ଏ ନେଇ...

ପିଲାଦିନେ ଶିକ୍ଷକ ପିଟୁଥିଲେ ବୋଲି ଅମିତାଭ କରୁଥିଲେ ଏହି କାମ

ମୁମ୍ବାଇ: କୌନ ବନେଗା କୋରଡ଼ପତି ସିଜନ-୧୩ରେ ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କ ପିଲାଦିନର କଥା ଶେୟାର କରିଛନ୍ତି। ଶୋ’ରେ ଜଣେ ପ୍ରତିଯୋଗୀ ଅମିତାଭଙ୍କୁ ତାଙ୍କ...

ଆଲିଆଙ୍କୁ ଆଉ ଏକ ସଫଳତା, ଭେରାଇଟି ୨୦୨୩ ପ୍ରଭାବଶାଳୀ ଅନ୍ତରାଷ୍ଟ୍ରୀୟ ମହିଳା ତାଲିକାରେ ପାଇଲେ ସ୍ଥାନ

ମୁମ୍ବାଇ: ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିର ଫାଇନ ଆକ୍ଟ୍ରେସଙ୍କ ମଧ୍ୟରୁ ଜଣେ ବୋଲି ଗଣା ହୋଇଥାଆନ୍ତି । ଏବେ ତାଙ୍କର ପ୍ରଶଂସା କେବଳ ଦେଶ କାହିଁକି ବିଦେଶରେ...

ଯୁବରାଜ୍‌ ସିଂଙ୍କ ପୂର୍ବତନ ପ୍ରେମିକାଙ୍କୁ ଡେଟ୍‌ କରୁଛନ୍ତି ଲିଆଣ୍ଡର୍‌ ପେସ୍‌

ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର୍‌ ପେସଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଜିକାଲି ବି-ଟାଉନରେ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ଗୋଆରେ ଛୁଟି...

Advertisement
Archives

Model This Week