ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା ଅଭିଯୋଗ: ସିଡିଏମ୍ଓଙ୍କୁ ଚିଠିଲେଖିଲେ ୩ ଡାକ୍ତର

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମହିଳା ଡାକ୍ତରମାନଙ୍କୁ ମାନସିକ ନିର୍ଯାତନା ଏବଂ ଅପମାନଜନକ ବ୍ୟବହାର କରାଯାଉଥିବା ନେଇ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି (ଗାଇନିକ୍) ବିଭାଗର ୩ ଜଣ ମହିଳା ଡାକ୍ତର ବିଭାଗୀୟ ଇନଚାର୍ଜଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ)ଙ୍କୁ ମିଳିତ ଭାବେ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।

ଗତ ନଭେମ୍ବର ୯ ତାରିଖରେ ଦିଆଯାଇଥିବା ଏହି ଚିଠିରେ ଡାକ୍ତରମାନେ ଦର୍ଶାଇଛନ୍ତି ଯେ, ଗତ ୬ ମାସ ଧରି ସେମାନେ ବିଭାଗୀୟ ଇନଚାର୍ଜଙ୍କ ଅଶାଳୀନ ବ୍ୟବହାର, ମାନସିକ ଚାପ ଏବଂ ପ୍ରଶାସନିକ ଅସହଯୋଗର ଶିକାର ହୋଇ ଆସୁଛନ୍ତି। ଇନଚାର୍ଜଙ୍କ ଏଭଳି କାର୍ଯ୍ୟଶୈଳୀ ଯୋଗୁ କାର୍ଯ୍ୟକ୍ଷେତ୍ରରେ ସ୍ୱାଭାବିକ ଭାବେ ଦାୟିତ୍ୱ ନିର୍ବାହ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ବିଭାଗ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ଗର୍ଭବତୀ ମହିଳା ଓ ଅନ୍ୟ ରୋଗୀମାନେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣା ଉପରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ଦୋକାନୀଙ୍କ ପାଇଁ NPCIର ବଡ଼ ଉପହାର, UPI ଆପଣାଇଲେ ମିଳିବ ୭୫୦ ଟଙ୍କାର ଫାଇଦା! ଜାଣନ୍ତୁ ନୂଆ ଯୋଜନା

ନୂଆଦିଲ୍ଲୀ,୧୭।୧୧: ଦେଶର ଛୋଟ ଦୋକାନୀ ଏବଂ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଏକ…

ୱାର୍ମ-ଅପ ମ୍ୟାଚରେ ନ ଖେଳିବା ସତ୍ତ୍ୱେ ପନ୍ତଙ୍କ ଉପରେ ଆସ୍ଥା ଅକ୍ଷୁର୍ଣ୍ଣ ରହିଛି; ଟେଷ୍ଟ ସିରିଜ ପୂର୍ବରୁ ଟିମ ମ୍ୟାନେଜମେଣ୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୧୧: ବିଶ୍ୱର ସବୁଠାରୁ ଅଧିକ ପବନ ବହୁଥିବା ସହରରେ ବଞ୍ଚିରହିବା ଏକ କଠିନ କାମ ଅଟେ। କେତେବେଳେ ପବନ ଏତେ ପ୍ରବଳ ହୋଇଯାଏ ଯେ ଲୋକମାନେ ମଧ୍ୟ…

ବିଳମ୍ବିତ ରାତିରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ହଠାତ୍‌ ବଢିଲା….

ନୂଆଦିଲ୍ଲୀ,୧୭।୧୧: ତେଲ କମ୍ପାନୀଗୁଡ଼ିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୋମବାର ବିଳମ୍ବିତ ରାତିରେ ସରକାର ଡିଜେଲ ଓ ବିମାନ ଇନ୍ଧନ (ATF) ରପ୍ତାନି…

ଏକାସାଙ୍ଗେ ଶନି, ରାହୁ-କେତୁଙ୍କ ବକ୍ରୀ ଚଳନ: ଏହି ୪ ରାଶିଙ୍କ ଜୀବନରେ ଲାଗିବ ଗ୍ରହଣ! ପାଖରୁ ପଳାଇବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ବର୍ତ୍ତମାନ ଶନି ବକ୍ରୀ ଚଳନ କରୁଥିବା ବେଳେ ଆସନ୍ତା ଡିସେମ୍ବର ୧୧ ତାରିଖରେ…

ମୋଦିଙ୍କୁ ବିବାହ ନିମନ୍ତ୍ରଣ ପତ୍ର ଦେଲେ ରିଙ୍କୁ ସିଂହ; ଏହି ସାଂସଦଙ୍କ ହାତ ଧରିବେ କ୍ରିକେଟର

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଦଳର ବ୍ୟାଟର ରିଙ୍କୁ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ବିବାହ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହା ପୂର୍ବରୁ, ରିଙ୍କୁ ଉତ୍ତର ପ୍ରଦେଶର…

ନ୍ୟୁଜିଲାଣ୍ଡରେ ପହଞ୍ଚୁ ପହଞ୍ଚୁ ଭୟଭୀତ ହୋଇଗଲେ ରବୀନ୍ଦ୍ର ଜାଡେଜା: କହିଲେ, ମୋ ଘୋଡ଼ା ବି…

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନ୍ୟୁଜିଲାଣ୍ଡ ଗସ୍ତରେ ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ନେଟ୍ସରେ ଘଣ୍ଟା ଘଣ୍ଟା ଧରି…

ଗିଲ୍‌ କଲେ ବଡ଼ ଘୋଷଣା, ୪ ଦ୍ରୁତ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନରେ ଖେଳାଯିବ। ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଆରମ୍ଭ ନଭେମ୍ବର ୧୯ ତାରିଖରୁ ହେବ।…

QUAD ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଚାଇନାକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ,୧୭।୧୧: ଆମେରିକା, ଚାଇନା ଏବଂ ରୁଷିଆକୁ ନେଇ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକଗୁଡ଼ିକ ପୂର୍ବରୁ, ‘କ୍ୱାଡ’ (Quad) ସଦସ୍ୟ ରାଷ୍ଟ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?