Posted inଜାତୀୟ

ଚାକିରି ଦେବାକୁ କହି ଘରକୁ ଡାକି କରୁଥିଲେ ଦୁଷ୍କର୍ମ…

ରାଞ୍ଚି,୨୮।୩: ଝାଡ଼ଖଣ୍ଡର ସେମଡ଼େଗା ସଦର ହସ୍ପିଟାଲର ଜିଲା ପ୍ରୋଗ୍ରାମ୍‌ ମ୍ୟାନେଜର ରାଜୀବ କୁମାରଙ୍କୁ ଏକାଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଚାକିରି ଦେବାକୁ କହି ରାଜୀବ ମହିଳାଙ୍କୁ କଥାବାର୍ତ୍ତା ହେବା ପାଇଁ ଘରକୁ ଡାକୁଥିଲେ। ଏହାପରେ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସହିତ ଅନ୍ୟ ନିର୍ଯାତନା ଦେଉଥିଲେ। ଏସବୁ ଭିଡ଼ିଓ ମଧ୍ୟ ସେ କରୁଥିଲେ। ପରବର୍ତ୍ତୀ ସମୟରେ ଭିଡ଼ିଓକୁ ନେଇ ରାଜୀବ ସମ୍ପୃକ୍ତ ମହିଳାଙ୍କୁ ବ୍ଳାକ୍‌ମେଲ କରୁଥିଲେ। ୧୨ରୁ ଅଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିବା ପରେ ପୋଲିସକୁ ଏନେଇ ଖବର ମିଳିଥିଲା। ଏସମ୍ପର୍କରେ ଖବର ମିଳିବା ପରେ ମହିଳା ଥାନାରେ ଏକ ମାମଲା ଦାଏର ହୋଇଥିଲା। ଥାନାରେ ମାମଲା ଦାଏର ହେବା ପରେ ରାଜୀବ ଫେରାର ହୋଇଯାଇଥିଲେ। ରାଜୀବଙ୍କୁ ଗିରଫ କରାଯାଇ ପଚରା ଉଚରା କରାଯାଉଥିବା ଏସ୍‌ପି ଶମ୍ସ୍‌ ତବରେଜ୍‌ ସୂଚନା ଦେଇଛନ୍ତି। ତାଙ୍କ ପାଖରୁ ଲ୍ୟାପଟପ୍‌, ସିଡ଼ି, ପେନ୍‌ ଡ୍ରାଇଭ୍‌ ଏବଂ କେତେକ ମୋବାଇଲ୍‌ ଜବତ କରାଯାଇଛି। ଏହାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ଜମି ଦୁର୍ନୀତିର ତଦନ୍ତ ହେଉ

ନୂଆଦିଲ୍ଲୀ, ୨୧।୬: ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଏହାର ତଦନ୍ତ ଦାବି କରିଛି। ସତ୍ୟ ପଦାକୁ ଆଣିବାକୁ...

ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ

ନୂଆଦିଲ୍ଲୀ,୭ା୯(ପି.ଟି./ଆଇଏଏନ୍‌ଏସ୍‌): ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୨ଟା ୧୫ମିନିଟ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ପାଦ ଥାପିପାରିନାହିଁ। ଜୁଲାଇ ୨୨ରେ ଲଞ୍ଚ...

ଦିଲ୍ଲୀ ଗଲେ ୯ ଏନ୍‌ସିପି ବିଧାୟକ

ମୁମ୍ବାଇ,୨୪ା୧୧: ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ସମର୍ଥନ ଦେଉଥିବା ଦଳୀୟ ବିଧାୟକମାନଙ୍କ ମଧ୍ୟରୁ ୯ ଜଣ ଏକ ଘରୋଇ ଚାର୍ଟାର୍ଡ ବିମାନରେ ଦିଲ୍ଲୀ ଯାଇଛନ୍ତି। ସେମାନେ...

ବିଧାନ ପରିଷଦ ପ୍ରାର୍ଥୀ ଘୋଷଣା କଲା ଏସ୍‌ପି

ଲକ୍ଷ୍ନୌ,୧୭।୩: ଉତ୍ତରପ୍ରଦେଶରେ ବିଧାନ ପରିଷଦ ନିର୍ବାଚନ ପାଖେଇ ଆସୁଛି। ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ ସମାଜବାଦୀ ପାର୍ଟି(ଏସ୍‌ପି) ଏବେ ବିଧାନ ପରିଷଦ ପାଇଁ...

‘ଆପଣ କେତେଥର ପ୍ରେମ କରିଛନ୍ତି’

ନୂଆଦିଲ୍ଲୀ,୧୧।୨ : ‘ଆପଣ କେତେଥର ପ୍ରେମ କରିଛନ୍ତି’ ବୋଲି ରାଜ୍ୟ ସଭାରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କରଙ୍କୁ ଶୁକ୍ରବାର କଂଗ୍ରେସ ଏମ୍‌ପି ପ୍ରମୋଦ ତିଓ୍ବାରୀ...

ଶିନ୍ଦେ ସରକାର ଗୋଟିଏ ମାସରେ ଜାରି କରିଛନ୍ତି ୭୫୧ ନିର୍ଦ୍ଦେଶ…

ମୁମ୍ବାଇ, ୩।୮ : ଜୁନ ୩୦ ରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଗତ ଏକମାସ ମଧ୍ୟରେ ମହାରାଷ୍ଟ୍ର ସରକାର ୭୫୧ ଟି ସରକାରୀ...

ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ

ରାୟପୁର, ୧୭।୨:ମାଓବାଦୀଙ୍କ ଦ୍ୱାରା ଅପହୃତ ଇଞ୍ଜିନିୟର ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ ହୋଇଯାଇଛନ୍ତି। ଛତିଶଗଡ଼ ରାଜଧାନୀ ରାୟପୁରରେ ଘଟିଛି ଏହି ଘଟଣା। ଗତ ୧୧...

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: କିସ୍ତିରେ ପଇଠ କରିହେବ ବିଲ୍‌

ମୁମ୍ବାଇ,୩୦।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ସେଠାରେ ଅନେକ ଲୋକ ରୋଜଗାର ହରାଇ ବସିଛନ୍ତି। ଏମିତିକି କରୋନା ସଂକ୍ରମଣକୁ...

Advertisement
Archives

Model This Week