ଫସିଛନ୍ତି ହଜାରେ ଡ୍ରାଇଭର

ଟୋକିଓ,୧୯ା୧୨: ବରଫ ଝଡ଼ ଯୋଗୁ ଜାପାନର ବିଭିନ୍ନ ସ୍ଥାନରେ ବହୁ ଲୋକ ଫସିରହିଛନ୍ତି। ୧୦,୦୦୦ରୁ ଊର୍ଦ୍ଧ୍ୱ ଘରର ବିଦ୍ୟୁତ୍‌ ସଂଯୋଗ କଟିଯାଇଛି। ରାଜଧାନୀ ଟୋକିଓ ସହ ନିଗାଟାକୁ ସଂଯୋଗ କରୁଥିବା କାନେଟ୍‌ସୁ ଏକ୍ସପ୍ରେସ୍‌ଓ୍ବେ ବରଫ ଦ୍ୱାରା ଆଚ୍ଛାଦିତ ହୋଇଛି। ସେଠାରେ ବୁଧବାର ସନ୍ଧ୍ୟାରୁ ୧,୦୦୦ କାର୍‌ ସହ ଡ୍ରାଇଭରମାନେ ଫସିରହିଛନ୍ତି। ୧୬.୫ କି.ମି. ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିବାରୁ ଶୁକ୍ରବାର ରେସ୍କ୍ୟୁ ଟିମ୍‌ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ରୁ ଫେରୁଛନ୍ତି ଭାରତୀୟ ଛାତ୍ରଙ୍କ ପ୍ରଥମ ଦଳ

କ୍ୱିଭ୍‌,୨୫।୨: ଲଗାତାର ଭାବେ ୟୁକ୍ରେନରେ ନିଜର ସ୍ଥିତିକୁ ମଜଭୂତ କରୁଛି ରୁଷିଆ। ତୁହାକୁ ତୁହା ଆକ୍ରମଣ କରି ଦେଶର ଅନେକ ଅଞ୍ଚଳକୁ ନିଜ ଦଖଲକୁ ନେଉଛି।...

ଜୁଲାଇରୁ ସମଲିଙ୍ଗୀ ବିବାହକୁ ମିଳିବ ଅନୁମତି

ଜେନେଭା,୧୮ା୧୧: ଆସନ୍ତା ବର୍ଷ ଜୁଲାଇ ପହିଲାରୁ ସୁଇଜରଲାଣ୍ଡରେ ସମଲିଙ୍ଗୀମାନେ ବିବାହ କରିପାରିବେ। ଏ ନେଇ ସୁଇଜରଲାଣ୍ଡ ସରକାର ବୁଧବାର ଘୋଷଣା କରିଛନ୍ତି। ଗତ ସେପ୍ଟେମ୍ବରରେ ହୋଇଥିବା...

ଶପଥ ଗ୍ରହଣ ପୂର୍ବରୁ ମୋଦିଙ୍କୁ ସମାଲୋଚନା କଲା ପାକିସ୍ତାନ ଗଣମାଧ୍ୟମ

ଇସଲାମାବାଦ,୩୦।୫: ଗୋଟିଏ ପଟେ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଅନ୍ୟପଟେ ଏହାକୁ ନେଇ ପାକିସ୍ତାନରେ ଚାଲିଛି...

ଚାଇନାର ୩୧ ରାଜ୍ୟରେ କରୋନା ସଂକ୍ରମଣ, ୫ ସହରରେ ଲକ୍‌ଡାଉନ୍‌…

ବେଜିଂ, ୩୧।୩ : ପୁଣି ୨ ବର୍ଷ ପରେ ଚାଇନାକୁ କରୋନା ଫେରିଛି। ପ୍ରଥମ ଥର ପାଇଁ ଚାଇନାର ସମସ୍ତ ୩୧ ରାଜ୍ୟରେ କରୋନା ସଂକ୍ରମଣ...

ଦୁଇ ସନ୍ତାନ ନୀତି ଉଲ୍ଲଂଘନ କରି ୭ ସନ୍ତାନ ଜନ୍ମ କଲେ ଦମ୍ପତି, ଦେବାକୁ ପଡ଼ିଲା ଏତିକି ଜରିମାନା

ବେଜିଂ,୨୬।୨: ଚାଇନାର ଏକ ଦମ୍ପତି ଚାଇଲ୍ଡ ପଲିସି ବା ଶିଶୁ ନୀତି ଉଲ୍ଲଂଘନ କରି ୭ ପିଲା ଜନ୍ମ କରିବା ସେମାନଙ୍କୁ ଭାରି ପଡ଼ିଛି। ଏହି...

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ: ଚିଠା ପ୍ରସ୍ତୁତ ଲାଗି ନିର୍ଦ୍ଦେଶ

ଓ୍ବାଶିଂଟନ, ୭ା୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆସିଥିବାବେଳେ ଏନେଇ ଚିଠା ପ୍ରସ୍ତୁତ କରିବା ଲାଗି ତାଙ୍କ ଡେମୋକ୍ରାଟିକ ପାର୍ଟିର ବରିଷ୍ଠ ନେତାମାନଙ୍କୁ...

ପୁଣି ଟୁଇଟର୍‌କୁ ଫେରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ,୩ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ଜଣେ ସଂଘୀୟ ଜଜ୍‌ଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟକୁ ପୁନଃ ଚାଲୁ କରିବାକୁ ଅନୁରୋଧ କରିଛନ୍ତି। ଜାନୁୟାରୀରେ...

୨୫ ବର୍ଷ ପଛକୁ ଘୁଞ୍ଚିବ ବୟସ

ଜେରୁଜେଲମ୍‌,୨୬ା୧୧: ଗଡ଼ିଗଲା ସମୟ କେବେ ଫେରେନାହିଁ କି ଢଳିଯାଇଥିବା ବୟସ ପଛକୁ ଘୁଞ୍ଚେନାହିଁ। କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଇସ୍ରାଏଲ୍‌ର ବୈଜ୍ଞାନିକମାନେ। ସେମାନେ ଏପରି...

Advertisement
Archives

Model This Week