ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ପରଲୋକ

ଭେଟେରାନ ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ସାଗର ସରହଦିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ନିଜ ମୁମ୍ବାଇସ୍ଥିତ ବାସଭବନରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସାଗର ସରହଦି ନୁରୀ, ବଜାର, କଭି କଭି, ସିଲସିଲା, ଚାନ୍ଦନୀ, ଦିୱାନା ଏବଂ କହୋ ନା ପ୍ୟାର ହୈ ଭଳି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ। ହୃଦଘାତ ହେବା ପରେ ସାଗର ସରହଦିଙ୍କୁ ହୃଦ୍‌ରୋଗ ଚିକିତ୍ସାଳୟର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୨୦୧୮ରେ, ହୃଦଘାତରେ ମଧ୍ୟ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସର୍ବୋତ୍ତମ କାହାଣୀକାରମାନଙ୍କ ମଧ୍ୟରେ ସାଗର ସରହଦିଙ୍କୁ ଗଣନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଧେ ଶ୍ୟାମ’ ରିଲିଜର ପ୍ରଥମ ଦିନରେ ମିଳିଲା ଏଭିଳି ପ୍ରତିକ୍ରିୟା, ୟୁଜର୍ସ କହିଲେ ଡିଜାଷ୍ଟର…

ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ’ ଆଜି ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା...

ଶେଷଥର ପାଇଁ କେବେ ହ୍ବାଟ୍‌ସଆପ୍‌ ଦେଖିଥିଲେ ସୁଶାନ୍ତ

ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ...

ଛାଡପତ୍ରର କିଛି ମାସ ପରେ ଏବେ ପ୍ରେମରେ ହନି ସିଂ, ଗର୍ଲଫ୍ରେଣ୍ଡଙ୍କ ସହ ଆସିଲେ ନଜର

ପ୍ରସିଦ୍ଧ ଗାୟକ ତଥା ରାପର ହନି ସିଂ ଚମତ୍କାର ରାପର ଷ୍ଟାଇଲ ଗୀତ ହେତୁ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ନିଜର...

ଏହି ଅଭିନେତାଙ୍କର ଥିଲେ ୨୫ ଗର୍ଲଫ୍ରେଣ୍ଡ, ଶେଷରେ ଆଉ ଜଣଙ୍କ ସହ ପଡ଼ିଥିଲା ହାତଗଣ୍ଠି

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରେମ କାହାଣୀ ଅଛି। ଯାହା ଲୋକଙ୍କ ପାଇଁ ଏକ ଉଦାହରଣ। ପ୍ରଥମ ଦେଖାରେ ପ୍ରେମ ପରେ ବିବାହ। ଏହା...

୩ଶହ କୋଟି କ୍ଳବରେ ସାମିଲ ହେଲା ‘ଓ୍ବାର’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଓ୍ବାର’ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ଏବେ ୩ଶହ କୋଟି କ୍ଲବରେ ସାମିଲ ହୋଇଛି। ୨୦୧୯ର ଏହା...

ଭଉଣୀଙ୍କ ହାତ ଛାଡିଲେ ସୋନୁ!

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ସଚ୍ଚର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ମଙ୍ଗଳବାର ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।...

୧୧ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ଡ୍ୟାସିଂ ହିରୋ

ବମ୍ବେ: ଦୀର୍ଘ ୧୧ ବର୍ଷ ପରେ ଫେରୁଛନ୍ତି ବଲିଉଡ୍‌ର ଡ୍ୟାସିଂ ହିରୋ ଫର୍‌ଦିିନ ଖାନ୍‌। ‘ଅଲ୍‌ ଦ ବେଷ୍ଟ, ଦୁଲ୍ହା ମିଲ୍‌ ଗୟା’, ‘ଲାଇଫ ପାର୍ଟନର’...

କାନୁନ୍‌ଗୋ ବୋଲି ଓଡ଼ିଆ ଭାବନ୍ତି

ଏକାଧାରରେ ଜଣେ ପ୍ଲେବ୍ୟାକ୍‌ ସିଙ୍ଗର୍‌, କମ୍ପୋଜର୍‌, ଆକ୍ଟର ଏବଂ ଏଣ୍ଟରପ୍ରିନିୟୋର୍‌। ନିଜ ପାର୍ଟି ନମ୍ବର୍‌ ଓ ର଼୍ୟାପ୍‌ ସଙ୍ଗ୍‌ ପାଇଁ ରାତାରାତ ୟୁଥ୍‌ ସେନ୍‌ସେସନ୍‌ ପାଲଟିଥିବା...

Advertisement
Archives

Model This Week