ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଆଶ୍ଚର୍ଯ୍ୟ କରୁଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଠି ମହେଞ୍ଜୋଦାର ହରପାପା ସହରର ଦୃଶ୍ୟ ଦେଖିବାକୁ ମିଳୁଛି। ସେଠାରେ ବର୍ଷାରେ ଛାତିଏ ପାଣି ହୋଇଥିବା ବେଳେ ଜଣେ ବୃଦ୍ଧ ଡ୍ରମ୍ରେ ପଶି ଭାସି ଭାସି ଯାଉଛନ୍ତି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
If Mohenjo-daro & Harappan town planner gets 10,
How much you will rate this town planner who could visualise pollution free boating in the middle of the city.. pic.twitter.com/CQwwts3A5Y— Susanta Nanda IFS (@susantananda3) August 19, 2020