ପୂଜା ମଣ୍ଡପରେ ବିଜେ ହେଲେ ଦେବୀ

ହିଞ୍ଜିଳିକାଟୁ,୨ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସମେତ ବ୍ଲକର ସମରଝୋଳ ପୂଜା ମଣ୍ଡପରେ ରବିବାରଠାରୁ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ବଜାର ବଣିକ ସଂଘ ପୂଜା କମିଟି, ବଇଁଚବଣିଆ ପୂଜା କମିଟି ଓ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚଳିତ ବର୍ଷ ହିଞ୍ଜିଳିକାଟୁସ୍ଥିତ ପୂଜା ମଣ୍ଡପରେ ଦେବୀଙ୍କ ପୂଜା ଆୟୋଜନ ହୋଇଛି। ସେହିପରି ବ୍ଲକର ସମରଝୋଳ ବଜାର ପୂଜା କମିଟି ପକ୍ଷରୁ ଦେବୀଙ୍କୁ ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ରବିବାର ପୀଠରେ ଅଷ୍ଟମୀ ସନ୍ଧି ପୂଜା ହିଞ୍ଜିଳି ମା’ କନକ ଦୁର୍ଗା, ଖରିଡ଼ା କୁରେଇଶୁଣୀ ଓ ନୂଆ ବୁରୁପୋଡ଼ା ଶ୍ୟାମଳାଇ ମନ୍ଦିରରେ ଆୟୋଜିତ ହୋଇଛି। ଦେବୀଙ୍କ ଧରାବତରଣ ଓ ଶାରଦୀୟ ପୂଜା ପାଇଁ ଉତ୍ସାହ ସୃଷ୍ଟି ହେବା ସହ ବଜାର ଭିଡ଼ ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରଫାଦଫା ପାଇଁ ସୋମାଲିକାଙ୍କୁ ଧମକ

ଜଗତ୍‌ସିଂହପୁର ଅଫିସ, ୨୨ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି।...

ଆମ ପୋଲିସ ସମିତି ବୈଠକ: ପୋଲିସ ଓ ଜନ ସମ୍ପର୍କ ସମ୍ପର୍କରେ ଆଲୋଚନା

ଲାଞ୍ଜିଗଡ଼,୨୯।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ ଥାନା ଅଧିକାରୀ ଚତୁର୍ଭୂଜ ନାୟକଙ୍କ...

କରୋନା ଯୋଦ୍ଧାଙ୍କୁ ସଂକୀର୍ତ୍ତନରେ ସ୍ବାଗତ କଲେ ଗ୍ରାମବାସୀ

କୋମନା, ୨୦ା୪(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଡୋଙ୍ଗରିପାଲୀ ଗାଁରେ କରୋନା ମୁକାବିଲାରେ ନିୟୋଜତ ପୋଲିସ ଅଧିକାରୀ ଓ ଯବାନମାନଙ୍କୁ ଏକ ନିଆରା ଢଙ୍ଗରେ ଲୋକେ...

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ

ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି ଓମିକ୍ରନ। କରୋନାରେ ଆକ୍ରାନ୍ତ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ୩ ଦିନ...

ଚକୁଳି ପିଠା, ଆମ୍ବ ଖାଇ ୧୦ ଅସୁସ୍ଥ

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଚକୁଳି ପିଠା ଏବଂ ଆମ୍ବ ଖାଇବା ପରେ ଫୁଡ୍‌ ପଏଜନ ହୋଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ଡହଗାଁ...

ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଗିରଫ, ସହଯୋଗୀଙ୍କୁ ଖୋଜୁଛି ପୋଲିସ

ବାଲିଗୁଡା,୧୩।୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗଡା ପୋଲିସକୁ ବଡ଼ ସଫଳତା ମିଳିଛ। ଏକ ଡକାୟତି ଘଟଣାର ଚାରିଦିନ ପରେ ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅଜୟ ଦିଗାଳକୁ ଗିରଫ...

ଭଦ୍ରକରେ ୨୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣକୁ ବାଦ୍‌ ଦେଲେ ସମସ୍ତେ ସ୍ଥାନୀୟ ସଂକ୍ରମଣ

ଭଦ୍ରକ ଅଫିସ,୨୨।୮: ଭଦ୍ରକ ଜିଲାରେ ଶନିବାର ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୭ରେ ପହଞ୍ଚିଛି।...

ସବୁଠି ଆବର୍ଜନା: ଘାରିଛି ଡେଙ୍ଗୁ ଭୟ

ଜଟଣୀ,୧।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଦୀର୍ଘଦିନ ଧରି ଅଳିଆ ସଫା ନ...

Advertisement
Archives

Model This Week