ବୃଦ୍ଧାଙ୍କୁ ଦଳିଦେଲା ହାତୀ

ସୁନ୍ଦରଗଡ଼,୨୬ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ହେମଗିରି ରେଞ୍ଜ ପୋବାହାଲ ଗାଁରେ ଶୁକ୍ରବାର ଜଣେ ବୃଦ୍ଧାଙ୍କୁ ହାତୀ ଦଳି ମାରି ଦେଇଛି। କେନ୍ଦୁ ପଞ୍ଚାୟତ ଅନ୍ତର୍ଗତ ପୋବାହାଲ ଗାଁର ମିନି ଉରମାଲ(୭୭) ଆଜି ସକାଳୁ ଶୌଚ ପାଇଁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ସେ ହାତୀକୁ ଦେଖି ପାଟି କରିଥିଲେ। ମାତ୍ର ତାଙ୍କ ପାଟି କାହାକୁ ଶୁଭି ନ ଥିଲା। ହାତୀଟି ମିନିଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳ ପୌରପାଳିକାର ପଦକ୍ଷେପ: ଡେଲି ମାର୍କେଟରେ ଫଳ, ପରିବା ବ୍ୟବସାୟ

ଅନୁଗୋଳ ଅଫିସ,୮।୮ – ଅନୁଗୋଳ ପୌରପାଳିକା ପକ୍ଷରୁ ବୁଧବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ସହରରେ ବୁଲି ଠେଲାରେ ଫଳ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଡେଲି...

ଥିଲେ ଶିଶୁଶ୍ରମିକ, ମାଟ୍ରିକ୍‌ ପାସ୍‌ ପରେ ବଢ଼ିଲା ସ୍ବପ୍ନ

ବାରିପଦା ଅଫିସ, ୩୦ା୭- ଦିନେ ସେମାନେ ଶିଶୁ ଶ୍ରମିକ ଥିଲେ। ହେଲେ ବୁଧବାର ମାଟ୍ରିକ୍‌ ପାସ୍‌ କରିବା ପରେ ଏବେ ତାଙ୍କ ମନରେ ଅନେକ ସ୍ବପ୍ନ...

ଟଙ୍କା ନ ଦେଲେ ମିଳୁନି କାର୍ଯ୍ୟାଦେଶ

ପରଜଙ୍ଗ, ୨୧।୧୦(ଡି.ଏନ.ଏ.) ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ କାରବାର ହେଉଥିବା ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ କାର୍ଯ୍ୟାଦେଶ ଦିଆଯାଉନାହିଁ। ଏ...

ଅଜଣା ରୋଗରେ ଶତାଧିକ ଗୋରୁ ଆକ୍ରାନ୍ତ

କୁଆମରା,୧୦ା୮(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଶତାଧିକ ଗୋରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗ କ୍ରମେ ବିଭିନ୍ନ ଗ୍ରାମକୁ ବ୍ୟାପିବାର...

ଆମ୍ବଲାନ୍ସକୁ ଧକ୍କା ଦେଲା ଗୋରୁ ବୋଝେଇ ପିକ୍‌ଅପ୍‌: ୧୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଜଣେ ଆହତ

ବାହାନଗା,୨୨ା୯(ଡି.ଏନ.ଏ.)-ବାହାନଗା ବ୍ଲକ ଖନ୍ତାପଡାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ଚିତାପଦା ଡାଇଭର୍ଶନଠାରେ ସୋମବାର ଏକ ଆମ୍ବଲାନ୍ସ ପଛପଟୁ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ ଧକ୍କା ଦେଇଥିଲା...

ସାମାଜିକ ଦୂରତା ମାନୁନାହାନ୍ତି ପରିବା ଦୋକାନୀ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଗଞ୍ଜାମ,୨୭ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏଥିପାଇଁ ସରକାର ଓ ପ୍ରଶାସନ ସାମାଜିକ...

ବିଭିନ୍ନ ଅଞ୍ଚଳରେ କରାଗଲା ସାନିଟାଇଜ୍‌

ରାଇରଙ୍ଗପୁର, ୧୩।୪(ଡି.ଏନ.ଏ.)-କରୋନା ଭୂତାଣୁ ରୋକିବା ସକାଶେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଇରଙ୍ଗପୁର ସହରାଞ୍ଚଳ ସମେତ ବିଭିନ୍ନ ପୁରପଲ୍ଲୀ ଅଞ୍ଚଳର ରାସ୍ତାଘାଟକୁ ସାନିଟାଇଜ୍‌ କରାଯାଇଛି। ରାଇରଙ୍ଗପୁର ଦମକଳବାହିନୀ...

ଗୁଡ଼୍‌ଭେଲାରେ କାଳବୈଶାଖୀ: ଉଡ଼ିଗଲା ଛପର, ଭାଙ୍ଗିଲା ଗାଈ ଗୁହାଳ; ବିଦ୍ୟୁତ୍‌ ସରବରାହ ବ୍ୟାହତ

ଗୁଡ଼୍‌ଭେଲା,୨୫।୪(ଡି.ଏନ୍‌.ଏ.): ଗୋଟିଏ ପଟେ କରୋନା ସମସ୍ତଙ୍କ ଉପରେ ଦାଉ ସାଧୁଥିବାବେଳେ କାଳବୈଶାଖୀ ଲୋକଙ୍କ କଷ୍ଟ ଆହୁରି ବଢ଼ାଇଦେଇଛି। ଶୁକ୍ରବାର ହୋଇଥିବା କାଳବୈଶାଖୀରେ ବଲାଙ୍ଗୀର ଜିଲା ଗୁଡ଼୍‌ଭେଲା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *