ମାସ୍କ ପିନ୍ଧି, ସାଇକେଲ ଧରି ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ଏହି ଅଭିନେତ୍ରୀ

ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଛଛି। ଏହି ସମୟରେ ସମସ୍ତେ ଘରେ ରହୁଥିବା ବେଳେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସାଇକେଲ ଧରି ମୁମ୍ବାଇ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି।
ଲକ୍‌ଡାଉନ୍‌ର ଠିକ୍‌ ପୂର୍ବରୁ ସାରା ବାରାଣାସୀ ଯାଇ କାଶି ବିଶ୍ୱନାଥଙ୍କୁ ଦର୍ଶନ କରି ଫେରିଥିଲେ। ଏବେ ମୁହଁରେ ମାସ୍କ ପିନ୍ଧି ଲୋକଙ୍କ ମଧ୍ୟରେ ବୁଲୁଥିବା ତାଙ୍କୁ ଦେଖିବାକୁ ମିଳୁଛି। ତେବେ କେହି ତାଙ୍କୁ ଚିହ୍ନପାରୁ ନାହାନ୍ତି। କରୀନା କପୁରଙ୍କୁ ମଧ୍ୟ ପୁଅ ତୈମୁରଙ୍କ ସହ ଘର ବାହାରେ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବେ ଲକ୍‌ଡାଉନ୍‌ରେ ସାମନ୍ୟ କୋହଳ ହେବା ପରେ ସୈଫ୍‌-କରୀନା ତୈମୁରଙ୍କୁ ନେଇ ମେରାଇନ୍‌ ଡ୍ରାଇଭ୍‌ରେ ବୁଲୁଥିଲେ। ଏଥିପାଇଁ ସେମାନଙ୍କୁ ସମାଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଦରେ ଚାଲନ୍ତି ଇଲିଆନା !

ମୁମ୍ବାଇ: ନିଦରେ ଚାଲନ୍ତି ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌। କେବଳ ସେତିକି ନୁହେଁ ଏହାଦ୍ୱାରା ତାଙ୍କର ପାଦରେ ଦାଗ ଅଥବା ଖଣ୍ଡିଆ ମଧ୍ୟ ହୋଇଯାଏ। କଥାଟି ଆମେ...

ପୁଣି ବଡ ପରଦାକୁ ଫେରିବେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ ପୁଣି ଥରେ ବଡ ପରଦାକୁ ଫେରିବେ। ଏକ କମେଡି ଫିଲ୍ମ ଜରିଆରେ ସେ ପୁଣି ନିଜର ଜଲଓ୍ବା ଦେଖାଇବେ। ଶେଷଥର...

ତାପସୀ ପନ୍ନୁଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ…

ମୁମ୍ବାଇ, ୨୬।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପ୍ରଶଂସା କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଦେଶର ରାଷ୍ଟ୍ରପତି ପଦରେ ତାପସୀଙ୍କୁ ଦେଖିବାକୁ ଚାହୁଁଥିବା ସେ...

ଫୋବ୍ସ ତାଲିକା: ସର୍ବାଧିକ ରୋଜଗାର କରିଥିବା ଭାରତୀୟ ସେଲିବ୍ରିଟି ଅକ୍ଷୟ, ଶୀର୍ଷରେ କାଇଲି ଜେନେର

ବମ୍ବେ: ବଲିଉଡ୍‌ର ସର୍ବାଧିକ ରୋଜଗାର କରିଥିବା ସେଲିବ୍ରିଟି ପାଲଟିଛନ୍ତି ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଫୋବ୍ସ ମାଗାଜିନ୍‌ ପକ୍ଷରୁ ଜାରି କରାଯାଇଥିବା ୨୦୨୦ର ତାଲିକାରେ ୫୨ତମ...

ଆଲିଆ ଲଞ୍ଚ କଲେ ୟୁଟ୍ୟୁବ୍‌ ଚ୍ୟାନେଲ : ପ୍ରଥମ ଦିନରେ ୮୭ ହଜାରରୁ ଊର୍ଦ୍ଧ୍ୱ ସବ୍‌ସ୍କ୍ରାଇବର

ଆଲିଆ ଏବେ ଫ୍ୟାନମାନଙ୍କ ସହ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି। ଟୁଇଟର ଏବଂ ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଥିବା ଆଲିଆ ବୁଧବାର ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ...

ସୁଶାନ୍ତଙ୍କର ରହିଛି ୩ଟି କମ୍ପାନୀ: ଗୋଟିଏ କଥିତ ପ୍ରେମିକା ରିଆଙ୍କ ନାମରେ

ନ୍ୟାସନାଲ ଫିଜିକ୍ସ ଅଲମ୍ପିଆଡ ବିଜେତା ସୁଶାନ୍ତ ସିଂ ରାଜପୁତଙ୍କର ବିଶ୍ୱ, ମହାକାଶ, ଗ୍ରହ ବିଷୟରେ ଜାଣିବାର ବିଶେଷ ଆଗ୍ରହ ରହିଥିଲା। ତାରା ଦେଖିବା ପାଇଁ ସେ...

ବାପା ହେବେ କପିଲ, ସ୍ତ୍ରୀ ଗିନ୍ନିଙ୍କ ସହ ‘ବେବିମୁନ୍‌’ରେ ଗଲେ କାନାଡ଼ା

ମୁମ୍ବାଇ: ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି କମେଡିକିଙ୍ଗ କପିଲ ଶର୍ମା। ଗତ କିଛି ଦିନ ଧରି ଏନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନିଜେ କପିଲ...

ହ୍ରିତିକ୍‌ଙ୍କ ସହ ନଜର ଆସିବେ ଅନୁଷ୍କା

ଫିଲ୍ମ ‘ୱାର୍‌’ର ସଫଳତା ପରେ ଅଭିନେତା ହ୍ରିତିକ ରୋଶନ ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ଦ୍ଦେଶକ ଫରହା ଖାନଙ୍କ ଆଗାମୀ ଫିଲ୍ମରେ...

Coronavirus Update


Archives

Model This Week

Why Dharitri