ମାସ୍କ ପିନ୍ଧି, ସାଇକେଲ ଧରି ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ଏହି ଅଭିନେତ୍ରୀ

ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଛଛି। ଏହି ସମୟରେ ସମସ୍ତେ ଘରେ ରହୁଥିବା ବେଳେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସାଇକେଲ ଧରି ମୁମ୍ବାଇ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି।
ଲକ୍‌ଡାଉନ୍‌ର ଠିକ୍‌ ପୂର୍ବରୁ ସାରା ବାରାଣାସୀ ଯାଇ କାଶି ବିଶ୍ୱନାଥଙ୍କୁ ଦର୍ଶନ କରି ଫେରିଥିଲେ। ଏବେ ମୁହଁରେ ମାସ୍କ ପିନ୍ଧି ଲୋକଙ୍କ ମଧ୍ୟରେ ବୁଲୁଥିବା ତାଙ୍କୁ ଦେଖିବାକୁ ମିଳୁଛି। ତେବେ କେହି ତାଙ୍କୁ ଚିହ୍ନପାରୁ ନାହାନ୍ତି। କରୀନା କପୁରଙ୍କୁ ମଧ୍ୟ ପୁଅ ତୈମୁରଙ୍କ ସହ ଘର ବାହାରେ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବେ ଲକ୍‌ଡାଉନ୍‌ରେ ସାମନ୍ୟ କୋହଳ ହେବା ପରେ ସୈଫ୍‌-କରୀନା ତୈମୁରଙ୍କୁ ନେଇ ମେରାଇନ୍‌ ଡ୍ରାଇଭ୍‌ରେ ବୁଲୁଥିଲେ। ଏଥିପାଇଁ ସେମାନଙ୍କୁ ସମାଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରୋଜିନୀ ନାଇଡୁଙ୍କ ଭୂମିକାରେ ନଜର ଆସିବେ ରାମାୟଣର ସୀତା, ମିଳିଛି ବାୟୋପିକ୍‌ର ଅଫର୍‌

ବମ୍ବେ: ଭାରତର ବୁଲ୍‌ବୁଲ୍‌ ସରୋଜିନୀ ନାଇଡୁଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ବାୟୋପିକ୍‌। ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିପାରନ୍ତି ରାମାୟଣର ସୀତା ଦୀପିକା...

ଜନ୍ମଦିନ ପାର୍ଟି ପୋଷ୍ଟପୋନ୍ କଲେ ଆଲିଆ

ମୁମ୍ବାଇ: ଏଥର ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ତାଙ୍କର ଜନ୍ମଦିନ ପାର୍ଟିକୁ ପୋଷ୍ଟପୋନ୍ କରିଦେଇଥିବା ଜଣାପଡିଛି । ଆଉ ଏହା ପଛର କାରଣ ହେଉଛନ୍ତି...

ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିବେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ...

କେଜିଏଫ୍‌-୨ର ଷ୍ଟାର୍‌ କାଷ୍ଟଙ୍କ ପାରିଶ୍ରମିକ କେତେ ଜାଣନ୍ତି

କେଜିଏଫ୍‌ ୨ ଏପ୍ରିଲ ୧୨ରେ ମୁକ୍ତିଲାଭ କରିଛି। ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ କେଜିଏଫ୍‌-୨ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ୧୦ ଦିନ ମଧ୍ୟରେ ୮୦୦ କୋଟିରୁ...

ଶାହରୁଖଙ୍କ ଶାଶୁଙ୍କ ଫାର୍ମ ହାଉସ୍‌ ଉପରେ ଲାଗିଲା ୩କୋଟି ଟଙ୍କାର ଜରିମାନା

ମୁମ୍ବାଇ,୨୮।୨: ବଲିଉଡ୍‌ ବାଦଶାହ ଶାହରୁଖ ଖାଁଙ୍କ ଶାଶୁ ସବିତା ଛିବାଙ୍କ ଫାର୍ମ ହାଉସ୍‌ ଉପରେ ୩କୋଟି ଟଙ୍କାର ଜରିମାନା ଲାଗିଥିବା ଜଣାପଡ଼ିଛି। ଡେଜା ବୁ ଫାମର୍‌ସ...

ମୋଟି ବୋଲି ଫିଲ୍ମନିର୍ମାତାଙ୍କ କଟୁ କଥା ଶୁଣୁଥିଲେ ରେଖା: ଓଜନ କମାଇବା ପାଇଁ ବାଛିଥିଲେ ଭୁଲ ବାଟ; ହେଲେ..

ବମ୍ବେ: ଆଜି ବି ଏଭରଗ୍ରୀନ ରେଖାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ। ସୁନ୍ଦରତାଠାରୁ ଆରମ୍ଭ କରି ନିଜ ଅଭିନୟରେ ସମସ୍ତଙ୍କୁ ବାନ୍ଧି ପାରନ୍ତି। ଖାସ୍‌ ଏଥିପାଇଁ ପ୍ରଶଂସକମାନେ...

ଚାକିରି ଖୋଜୁଛନ୍ତି ଅମିତାଭ ବଚ୍ଚନ, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ: ଜାଣନ୍ତୁ କାହିଁକି

କରୋନାରେ ଘରୁ ବାହାରି କାମ କରିବା ସମସ୍ତଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ସତର୍କତା ତ ଅବଲମ୍ବନ କରାଯାଉଛି, କିନ୍ତୁ ମନରେ ବସିଥିବା ଭୟକୁ ଦୂର...

ନିଜ ଠାରୁ ୧୪ ବର୍ଷ ସାନ ମୀରାଙ୍କୁ ବିବାହ ଏମିତି ସମ୍ଭାଳି ଥିଲେ ଶାହିଦ

ଅଭିନେତା ଶାହିଦ କପୁର ନିକଟରେ କରଣ ଜୋହରଙ୍କ ଶୋ’ କଫି ଓ୍ବିଥ୍‌ କରଣରେ କିଆରା ଆଡଭାନୀଙ୍କ ସହ ନଜର ଆସିଥିଲେ। ଏଠାରେ ଉଭୟ ସେଲିବ୍ରିଟି ବୃତ୍ତିଗତଠାରୁ...

Advertisement
Archives

Model This Week